Home Left

ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍‌ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ ଅପମାନକୁ ବରଦାସ୍ତ କରିପାରନ୍ତି ନାହିଁ। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିଥାନ୍ତି।…

ଓଡ଼ିଶାରେ ଅଭାବ କୋଭିଡ୍‌ ଟିକା ; ବନ୍ଦ ହେଲାଣି କେନ୍ଦ୍ର

ଭୁବନେଶ୍ୱର/ଝାରୁସୁଗୁଡ଼ା, ୭ା୪ : ଓଡ଼ିଶାରେ ଦେଖାଦେଲାଣି ଟିକାର ଅଭାବ। ବୁଧବାର ସୁଦ୍ଧା ରାଜ୍ୟରେ ଗଚ୍ଛିତ ଅଛି ୫.୩୪ ଲକ୍ଷ ଟିକା। ପ୍ରତି ଦିନ ୨.୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଫଳରେ ଆସନ୍ତା ଦୁଇ ଦିନ ପରେ ଗଚ୍ଛିତ ଟିକା ପ୍ରାୟ…

ସମ୍ବଲପୁରରେ କଟକଣା ନ ମାନିଲେ ଜରିମାନା

ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ ଦୋକାନବଜାରରେ ପୋଲିସ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରି କିଣାବିକା କରିବାକୁ ଅନୁରୋଧ କରିଥିଲା।…

ଆରସିବି ଜର୍ସି ପିନ୍ଧିଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ, ୭ା୪ : ବିରାଟ କୋହଲି ଓ ପୂରା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଦଳ ପ୍ରତି ସମର୍ଥନ ଜଣାଇଛନ୍ତି ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟ। ପୂର୍ବତନ ଧାବକ ଆରସିବିର ଜର୍ସି ପିନ୍ଧିଥିବା ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି।…

ପରୀକ୍ଷାକୁ ଡରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ ବଡାଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର…

ସାଇବର ଠକଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ନୂଆଦିଲ୍ଲୀ, ୭ା୪ : ନିରୀହ ଲୋକଙ୍କୁ ଠକିବା ବଦଳରେ ମୋ ପାଖକୁ ଆସ। ମୁଁ ତୁମକୁ ସମ୍ମାନଜନକ ଚାକିରି ଦେବି। ଟଙ୍କା ପାଇଁ ଲୋକଙ୍କୁ ଠକିବା ବନ୍ଦ କର। ଏହା ଦ୍ୱାରା କାହାରି ଭଲ ହେବ ନାହିଁ। କାହାକୁ ଦୁଃଖ ଦେଇ…

ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ

ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ…

ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ

ଫୁଲବାଣୀ ଅଫିସ, ୭ା୪: କନ୍ଧମାଳ ଜିଲାରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଅଞ୍ଚଳର କୋଲାମ୍ପରା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଗୁଳିମାଡ଼ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଏଥିରେ କାହାରି ମୃତ୍ୟୁ…

ନିଜ ବିଫଳତା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ, ୭ା୪ : ଆଗାମୀ ୩ ଦିନ ମଧ୍ୟରେ ଟିକା ଯୋଗାଇ ଦିଆ ନ ଗଲେ ମହାରାଷ୍ଟ୍ରରେ ଦେଖାଦେଇପାରେ ଅଭାବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ନିଜ…

ଫସିଲେ ମମତା

କୋଲକାତା,୭।୪: ଧର୍ମକୁ ଆଧାର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ରାଲିରେ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ଜବାବ ମାଗିଛନ୍ତି। ଏନେଇ ତାଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ଏକ ନିର୍ବାଚନ ରାଲିରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁସଲମାନ…

କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ

ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ ୨୬, ୪ରେ ୪୭ ଓ ୫ରେ ୫୮ଜଣ, ୬ରେ ୬୪ ଏବଂ ୭ ତାରିଖ…

ନବମ, ଏକାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏନେଇ ରାଜ୍ୟ ସରକାର ବୁଧବାର ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ମଧ୍ୟ କ୍ଲାସ ବନ୍ଦ ରହିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri