ପୁରୁଣା ଫର୍ମରେ ଧୋନୀ: ସିଏସ୍କେ ନେଟ୍ସରେ ଛକା ବର୍ଷା
ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ ଯେମିତି ଭଲ ପ୍ରଦର୍ଶନ କରିବ, ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଅଧିନାୟକ ମହେନ୍ଦ୍ର ସିଂ…
ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତିବି, ଦୁଇ ଗୋଡରେ ଦିଲ୍ଲୀ
କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ଗୋଟିଏ ଗୋଡରେ ନିର୍ବାଚନ ପ୍ରଚାର କରି ୨୦୨୧ ବିଧାନସଭା ନିର୍ବାଚନ ଜିତିବା…
ମୋଇନ ଅଲିଙ୍କୁ ଅନୁମତି ଦେଲା ସିଏସ୍କେ
ଚେନ୍ନାଇ, ୫ା୪- ଚଳିତ ଆଇପିଏଲରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି କୌଣସି ପ୍ରକାର ଲିକର ବ୍ରାଣ୍ଡର ଲୋଗୋ ଥିବା ଜର୍ସି ପିନ୍ଧିବେ ନାହିଁ। ଏ ନେଇ ସ୍ପଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ବ୍ୟକ୍ତିଗତ ଧାର୍ମିକ ଭାବନା ଯୋଗୁ ମାଦକ…
ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ
ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ…
ଧୋନୀଙ୍କ ପାଇଁ ଖାସ ଦିନ
ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍ ଖାସ ଦିନ। ଆଜିକୁ ଠିକ୍ ୧୬ ବର୍ଷ ତଳେ ଏହି ବ୍ୟାଟ୍ସମ୍ୟାନ ହାସଲ କରିଥିଲେ କ୍ୟାରିୟରର ପ୍ରଥମ ଶତକ। ବିଶାଖାପାଟଣାଠାରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ…
ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ: ଦିନକରେ ୭୫ କରୋନା ପଜିଟିଭ, ବଢ଼ୁଛି ଲୋକାଲ କେସ୍
ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ରାଜଧାନୀ ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକାଲ କେସ୍ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରରୁ ସୋମବାର ଆଉ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୩ ଜଣ…
ବୋର୍ଡିଂ ସ୍କୁଲର ୧୫୮ କରୋନା ପଜିଟିଭ
ଶିମ୍ଲା,୫।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଦେଶର ସମସ୍ତ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଲକ୍ଷେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁ ଗତିରେ…
କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍ ସାଓ୍ବନ୍ତ ସଂକ୍ରମିତ
ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ଗତ…
ଦିଲ୍ଲୀପ ପାଟିଲ ହେବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ!
ମୁମ୍ବାଇ,୫।୪: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏନ୍ସିପି ନେତା ଦିଲ୍ଲୀପ ଓ୍ବାଲସେ ପାଟିଲ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶହେ କୋଟି ଟଙ୍କାର ବଟି ଆଦାୟ ମାମଲରେ…
ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ
ଭୁବନେଶ୍ୱର, ୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ପିପିଲି ତରାକାଜ ଛକରୁ ପଲସରରେ ଯାଉଥିବା ୨ ବାଇକ ଆରୋହୀଙ୍କ ଠାରୁ ପୋଲିସ ୫୦ ଲକ୍ଷ ଟଙ୍କା ଜବତ କରିଛି ।…
ପୋଲିସ, କଏଦୀ ପୋଷାକରେ ଦଣ୍ଡୁଆଙ୍କୁ ସଚେତନ
ସୋରଡ଼ା,୫।୪(ଡି.ଏନ୍.ଏ): ଗଞ୍ଜାମ ଜିଲା ସୋରଡ଼ା ବଡଦଣ୍ଡପୁଞ୍ଜାରେ ଦଣ୍ଡୁଆମାନଙ୍କୁ କରୋନା ନେଇ ସଚେତନତା କରାଯାଇଛି। ପୋଲିସ ଓ କଏଦୀ ପୋଷାକରେ ଦୁଇ ଯୁବ କଳାକାର ସଚେତନ କରୁଛନ୍ତି । ପ୍ରତ୍ୟେକ ଦଣ୍ଡୁଆ ଯେପରି ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର କରିବେ ସେ…
ତାରାତାରିଣୀ ଯାତ୍ରାରେ ଦର୍ଶନକୁ ଅନୁମତି: ଭୋଜିଭାତ, ମୁଣ୍ଡନ ବନ୍ଦ
ଛତ୍ରପୁର,୫।୪(ଡି.ଏନ୍.ଏ.): ଗଞ୍ଜାମର ଆରାଧ୍ୟା ଦେବୀ ଜଗତ୍ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ କଟକଣା ଜାରି ହୋଇଛି। ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମନ୍ଦିର ପରିସର ଓ ଏହାର ଆଖପାଖରେ କୌଣସି ପ୍ରକାର ଭୋଜିଭାତ…
Archives


