Home Left

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ

ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚି ଯବାନଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା…

ଆଫଗାନିସ୍ତାନ ନାଗରିକଙ୍କ ହାତରେ ମମତା ବାନାର୍ଜିଙ୍କ ଫଟୋ ଥିବା ରାଖୀ

କୋଲକତା,୨୨।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ସମଗ୍ର ବିଶ୍ୱ ଆଫଗାନିସ୍ତାନ ନାଗରିକଙ୍କ ସହ ସମବେଦନା ଜଣାଉଛି। ବଙ୍ଗଳା ସରକାର ମଧ୍ୟ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛି। ଆଜି ଭାରତରେ ରାଖୀ ପୂର୍ଣ୍ଣିମା…

ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ ଏହି ଫିଲ୍ମ ଶୁଟିଂ ପାଇଁ ରୁଷିଆ ଯାଇଥିଲେ। ଏବେ ଶୁଟିଂଶେଟ୍‌ରୁ ସଲମାନ କିଛି ଲାଟେଷ୍ଟ…

ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍‌, କହିଲେ ଏମିତି

ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଦଳର ଭୁଲକୁ ପଦାକୁ ଆଣିବା ପାଇଁ କୌଣସି ସୁଯୋଗ…

ମାନସିକ ନିର୍ଯାତନାର ଶିକାର ହୋଇ ଦେଶ ଛାଡିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ର ପରବର୍ତ୍ତୀ ସୁପରଷ୍ଟାର କୁହାଯାଉଥିବା ଉନ୍ମୁକ୍ତ ଚାନ୍ଦ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହିଚନ୍ତି। ୧୩ ଅଗଷ୍ଟରେ ଭାରତୀୟ କ୍ରିକେଟରୁ ଅବସର ନେଇଥିବା ଉନ୍ମୁକ ଚାନ୍ଦଙ୍କ ବିଷୟରେ ଚର୍ଚ୍ଚାହେଉଛି। ଉନ୍ମୁକ ଚାନ୍ଦ ଗତ ତିନିମାସ ଧରି…

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି ତଥାପି ଏଥିରେ କଳଙ୍କି ଲାଗିନାହିଁ। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଏ…

ଟିଆର୍‌ପି ପାଇଁ ପ୍ରେମର ଡ୍ରାମା କରିଥିଲେ ଏହି ଯୋଡ଼ି; ଏବେ ପାଖାପାଖି ଫ୍ଲାଟ୍‌ କିଣି ଚର୍ଚ୍ଚାରେ…

ବମ୍ବେ: ଇଣ୍ଡିଆନ ଆଇଡଲ-୧୨ରେ ଚର୍ଚ୍ଚିତ ଯୋଡ଼ି ପାଲଟିଥିଲେ ଅରୁଣୀତା କାଞ୍ଜିଲାଲ ଏବଂ ପଓ୍ବନଦୀପ ରାଜନ। ପ୍ରଥମେ ଏମାନେ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଉଭୟ ଭଲ ବନ୍ଧୁ ବୋଲି ସ୍ପଷ୍ଟ କରିଥିଲେ। ଏହାକୁ ନେଇ ପ୍ରଶଂସକମାନେ ଶୋ’ ନିର୍ମାତାଙ୍କ ଉପରେ ଖପ୍ପା…

ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର

ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ ଦେଶଠାରୁ ଦୂରରେ ଇଂଲଣ୍ଡରେ କ୍ରିକେଟ ଖେଳୁଥିବା ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ସ୍ପିନର ରସିଦ ଖାନ୍‌…

ରାଖୀରେ ପ୍ରିୟଙ୍କାଙ୍କ ସହ ପିଲାଦିନର ଫଟୋ ଶେୟାର କଲେ ରାହୁଲ ଗାନ୍ଧୀ, ଲେଖିଲେ ଏମିତି…

ଲକ୍ଷ୍ନୌ,୨୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ରାଖୀ ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଲୋକମାନଙ୍କ ହୃଦୟ ଜିତିଛି। ସେ ଏକ ଫଟୋ ସହିତ ଭାବପ୍ରବଣ କ୍ୟାପଶନଟିଏ ଲେଖିଛନ୍ତି, ‘ମୋ ଭଉଣୀର ସ୍ନେହ…

ପଡୋଶୀ ଦେଶର ସ୍ଥିତି କହୁଛି ସିଏଏ କାହିଁକି ଜରୁରୀ: ହରଦୀପ ପୁରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ସ୍ଥିତି ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ତାଲିବାନି ଶାସନ ଆଗରେ ନିଜକୁ ଅସୁରକ୍ଷିତ ମଣୁଥିବା ଆଫଗାନିବାସୀ ଏବେ ଦେଶଛାଡି ପଳାଇ ଯିବାକୁ ଉଦ୍ୟତ ହେଉଛନ୍ତି । ଏଭଳି ସ୍ଥିିରେ…

ଅଶାନ୍ତ କାବୁଲ ବିମାନ ବନ୍ଦର: ୭ ଆଫଗାନୀ ମୃତ

କାବୁଲ,୨୨ ।୮: ଆଫଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇ ପଡିଛି । ସବୁଠି ଭୟ ଆଉ ଭୟ । ରବିବାର କାବୁଲ ବିମାନ ବନ୍ଦର ପୁଣିଥରେ ଅଶାନ୍ତ ହୋଇପଡିଛି । ଦେଶଛାଡି ଚାଲିଯିବାକୁ ଉଦ୍ୟତ…

ଐତିହ୍ୟ ଘୋଡ଼ାର ପାର୍ଶ୍ୱ ସ୍ଥାପତ୍ୟ ହଟିଲା

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଛକରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତର ନିଷ୍ପତ୍ତିରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଘୋଡ଼ା ରହିଲେ ମଧ୍ୟ ଏହା ଚାରିପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?