ଅକ୍ଷୟଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ ନିଜ ସମୟରେ ସେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ସେ ରହୁଥିଲେ ଚର୍ଚ୍ଚାରେ। ସେଥିରୁ ଗୋଟିଏ ଥିଲା ଅକ୍ଷୟ କୁମାରଙ୍କ ସହ ତାଙ୍କର ସମ୍ପର୍କ। କୁହାଯାଏ ରବିନା ମନ୍ଦିରରେ ଅକ୍ଷୟଙ୍କ ସହ ନିର୍ବନ୍ଧ କରିଥିଲେ।

ଏକ ସାକ୍ଷାତକାରରେ ରବିନା ଅକ୍ଷୟଙ୍କୁ ନେଇ ଅନେକ କଥା କହିଥିଲେ। ଅକ୍ଷୟ ତାଙ୍କ ଜୀବନରେ ଆସୁଥିବା ପ୍ରତିଟି ଝିଅଙ୍କୁ ପ୍ରପୋଜ କରିଦିଅନ୍ତି। ଅନ୍ୟ ସହ ସମ୍ପର୍କ ଥିବା କଥା ରବିନାଙ୍କୁ ତାଙ୍କ ସାମ୍ବାଦିକ ବନ୍ଧୁମାନେ ଜଣାଉଥିଲେ। ରେଖା ଏବଂ ସୁସ୍ମିତା ସେନଙ୍କ ସହ ସେ ତାଙ୍କ ସମ୍ପର୍କ ଥିବା ସେ ଜାଣିବାକୁ ପାଇଥିଲେ।

କେବଳ ଅକ୍ଷୟ ନୁହନ୍ତି ଅଜୟ ଦେବଗନଙ୍କ ସହ ରବିନାଙ୍କ ସମ୍ପର୍କ ରହିଥିବା ଖବର ଶିରୋନାମା ପାଲଟିଥିଲେ। ଉଭୟ ଫିଲ୍ମ ‘ଦିଲଓ୍ବାଲେ’ରେ କାମ କରିଥିଲେ। ସେତେବେଳେ ଅଜୟ ଦେବଗନ କରିସ୍ମା କପୁରଙ୍କୁ ଡେଟ୍‌ କରୁଥିଲେ। ହେଲେ ରବିନାଙ୍କ ସହ ପ୍ରେମ ସମ୍ପର୍କକୁ ଅକ୍ଷୟ ମିଛ ବୋଲି କହୁଥିଲେ। ଗୋଟିଏ ପଟେ ଅଜୟ ତାଙ୍କୁ ରକ୍ତରେ ଚିଠି ଲେଖିଥିବା ନେଇ ରବିନା କହୁଥିବା ବେଳେ ସାହସ ଅଛି ଯଦି ଲୋକଲୋଚନକୁ ଆଣ ବୋଲି ଅଭିନେତା କହୁଥିଲେ। ରବିନା ନିଜେ ଅଜୟଙ୍କ ନାମରେ ନିଜକୁ ଚିଠି ଲେଖିଥିବା ଏବଂ ତାଙ୍କୁ ମଧ୍ୟ ପଠାଇଥିବା କହିଥିଲେ। ଘଟଣା ସେତେବେଳ ସମୟରେ ବେଶ୍‌ ଆଲୋଚନାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାୟିକାଙ୍କ ଦିଓ୍ବାନା ଥିଲେ ମହାତ୍ମା ଗାନ୍ଧୀ, ନେହେରୁ

କର୍ନାଟକ ସଙ୍ଗୀତ ଜଗତରେ ଏମଏସ ସୁବୁଲକ୍ଷ୍ମୀ ଏକ ଅବିସ୍ମରଣୀୟ ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କର ପୁଣ୍ୟତିଥି। ପୁରୁଷ ପ୍ରଧାନ ସମାଜରେ ସୁବୁଲକ୍ଷ୍ମୀ ନିଜ ସ୍ବରର...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

ଏହି କାରଣରୁ ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ ଧୋନୀ

ବଲିଉଡ୍‌ ଏବଂ ଖେଳ ଜଗତ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଅନେକ କ୍ରିକେଟ୍‌ର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କିଛି ପ୍ରେମ ସମ୍ପର୍କ ବିବାହରେ...

ସଲମାନଙ୍କ ଏହି ନାୟିକାଙ୍କୁ ଏବେ ଖୋଜୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌୍‌ଙ୍କ ସହ ଫିଲ୍ମ ‘ସନମ ବଓ୍ବେଫା’ରେ ନାୟିକା ଭାବେ କାମ କରିଥିବା ଚାନ୍ଦିନୀ ତଥା ନବୋଦିତା ଶର୍ମା ସେତେବେଳେ ଲକ୍ଷ...

ବାହା ହେବେ କି ସଲମାନ!

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ବ୍ୟାଚେଲର ସଲମାନ ଖାଁଙ୍କୁ ନିଜର କରିବାକୁ ଅନେକ ଯୁବତୀ ସ୍ବପ୍ନ ଦେଖନ୍ତି। ହେଲେ ଏହି ନାୟକ ଏବେବି ବିବାହ ନ...

ଗୋଲଡେନ ଫିଲ୍ମ ଆୱାର୍ଡ ଜିତିଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ଫଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନାଁରେ ଆଉ ଏକ ସଫଳତା ଯୋଡି ହୋଇ ଯାଇଛି ।...

ଦୀପିକାଙ୍କ ମନ୍ତ୍ର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ନିଜ ଭିନ୍ନ ଅନ୍ଦାଜ ପାଇଁ ସବୁେବେଳ ଥାଆନ୍ତି ଚର୍ଚ୍ଚାରେ । ହେଲେ ଏବେ ତାଙ୍କର ଯେଉଁ ଭିଡିଓ ଭାଇରାଲ...

ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’

ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ...

Advertisement
Archives

Model This Week