Posted inଫୁରସତ

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ ଅର୍ପଣ କରିଥାନ୍ତି। ଏହା ପରେ ଯାଇ ଆଖପାଖରେ ଥିବା ଅନ୍ୟ ମନ୍ଦିରରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହି ମନ୍ଦିରର ଖାସ୍‌ କଥା ହେଲା ମହାକାଳଙ୍କ ପାଖରେ ପ୍ରତିବର୍ଷ ୨୧ ହଜାର ଲଡୁ ଭୋଗ ଲାଗିହୁଏ। ଚଳିତବର୍ଷ ମଧ୍ୟ ୨୧ ହଜାର ଲଡୁ ବାବାଙ୍କ ନିକଟରେ ଭୋଗ ଲାଗିଛି। ସବୁ ପର୍ବର ଆରମ୍ଭରେ ମହାକାଳଙ୍କ ପାଖରେ ପ୍ରଥମେ ଭୋଗ ଲାଗେ। ପୂଜାରୀ ପରିବାରର ମହିଳାମାନେ ପ୍ରଭୁଙ୍କ ହାତରେ ରାଖୀ ବାନ୍ଧନ୍ତି।

ସକାଳୁ ମନ୍ଦିରର ପହଡ଼ ଖୋଲିବା ପରେ ପୂଜାରୀ ପରିବାରର ମହିଳାମାନେ ବାବାଙ୍କୁ ଦର୍ଶନଲାଭ କରିଥିଲେ। ପୂଜାର୍ଚ୍ଚନା କରି ମହାକାଳଙ୍କ ହାତରେ ରାଖୀ ବାନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪...

କରୋନାରୁ ମୁକ୍ତି ପାଇବା ପାଇଁ ପବ୍‌ ମାଲିକ ବାର୍‌ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ

କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ...

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ...

ପଣା

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ପଣା ବା ପ୍ରପାନକ ଜଡ଼ିତ। ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ଅତି ପ୍ରିୟ। ଏହାକୁ ପିଇବା ମାତ୍ରେ ତୃଷା...

ଚା’ର ଏଭଳି ମେନୁ: ‘ପ୍ରେମରେ ଧୋକା’କୁ ବି ପିଇପାରିବେ

ରାତିପାହିଲେ ସହରର ଗଳିକନ୍ଦିରେ ଥିବା ଚା’ ଦୋକାନରେ ଭିଡ ଜମେ। ସକାଳ ବୁଲାରେ ବାହାରିଥିବା ବାବୁମାନେ ହୁଅନ୍ତୁ ନଚେତ ନୂଆ ନୂଆ ପ୍ରେମରେ ପଡ଼ିଥିବା ଯୁବକଯୁବତୀମାନେ...

୬ କିମିର ବହି ସଜାଇ ଗିନିଜ୍‌ ରେକର୍ଡ

ନ୍ୟୁୟର୍କ,୧।୩: କେତେକଙ୍କ ମଧ୍ୟରେ ରେକର୍ଡ କରିବା ନିଶା ରହିଥାଏ। ସେମାନେ ନିଜ କାମ ଦ୍ୱାରା ରେକର୍ଡ କରିବାକୁ ଉଦ୍ୟମ କରିଥାନ୍ତି। ନ୍ୟୁୟର୍କରେ କିଛି ସ୍ବେଚ୍ଛାସେବୀ ୬.୧୩...

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି।...

Advertisement
Archives

Model This Week