ନିଜ ସହ ଏହି କ୍ରିକେଟର୍ଙ୍କୁ ତୁଳନା କଲେ କୋହଲି
ଲିଡ୍ସ,୨୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସଫଳତାରେ ଅଧିନାୟକ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିରାଜଙ୍କ ଆତ୍ମବିଶ୍ୱାସ ଯେଉଁ ସ୍ତରରେ ପହଞ୍ଚିଛି ସେ ବିଶ୍ୱର ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିପାରିବେ। ଏହାସହ କୋହଲି ନିଜ ସହ ସିରାଜଙ୍କୁ ତୁଳନା କରିଛନ୍ତି।…
ଡେଙ୍ଗୁ: ହାଟ ଅଞ୍ଚଳ ହଟ୍ସ୍ପଟ୍
ଭୁବନେଶ୍ୱର,୨୫।୮:କୋଭିଡ୍ର ଭୟାବହତା ରାଜଧାନୀରୁ ଦୂର ହୋଇ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସମସ୍ତ ୬୭ଟି ଓ୍ବାର୍ଡରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏପରିକି ବସ୍ତିରୁ କଲୋନୀ, କଲୋନୀରୁ ବିଧାୟକଙ୍କ ବାସଭବନ ପର୍ଯ୍ୟନ୍ତ ଡେଙ୍ଗୁ ତା’ର କାୟା ମେଲାଇଛି। ବିଭିନ୍ନ ହାଟଅଞ୍ଚଳରୁ…
ଦିନକରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୫୬୨ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର୍
ଲଣ୍ଡନ,୨୫।୮: ଆଫଗାନିସ୍ତାନ କ୍ରିକେଟର୍ ରସିଦ ଖାନଙ୍କ ଚମତ୍କାର ବ୍ୟାଟିଂ ହେତୁ ସସେକ୍ସ ଦଳ ୨୦୧୮ପରେ ଟି -୨୦ ବ୍ଲାଷ୍ଟରେ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। କ୍ୱାର୍ଟର ଫାଇନାଲରେ ସସେକ୍ସ ୟର୍କସାୟାରକୁ ୫ ଉଇକେଟରେ ପରାସ୍ତ କରିଛି। ୭ ଉଇକେଟ…
ଗୁମର ଖୋଲିଲେ ଈଶାନ: କ’ଣ ପାଇଁ ତାଙ୍କ ପ୍ରତିଟି ବ୍ୟାଟ୍ରେ ଲେଖାଯାଇଥାଏ ଏହି ମନ୍ତ୍ର
ଦୁବାଇ,୨୫।୮: ୨୦୨୦ରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଚଳିତ ୨୦୨୧ ସିଜିନର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ଭାରତରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୁନର୍ବାର ୟୁଏଇରେ ଖେଳାଯିବ। ମୁମ୍ବାଇ ଏବଂ ଚେନ୍ନାଇର ଖେଳାଳିମାନେ ୟୁଏଇରେ…
ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…
ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଏହି ଶୋ’ ଆରମ୍ଭ ହୋଇଥିଲା। ପ୍ରଥମ ସିଜିନ୍ରେ ମୁମ୍ବାଇର ହର୍ଷବର୍ଦ୍ଧନ ନଓ୍ବାଠେ ଏକ…
ସ୍ତ୍ରୀଙ୍କ ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ
ଭବାନୀପାଟଣା,୨୫।୮(ସ୍ବ.ପ୍ର.):କଳାହାଣ୍ଡି ଜିଲା କେଗଁା ଥାନା ଅଧୀନ ସିଆଲଯୋଡି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ସତ୍କାର ସମୟରେ ହଠାତ୍ ତାଙ୍କ ସ୍ବାମୀ ଜୁଇକୁ ଡେଇଁ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସିଆଲଯୋଡି ଗ୍ରାମର ରଇବାରୀ…
‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍ କର’
କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି କରି ରାଜ୍ୟ ଖାଦ୍ୟ କମିଶନଙ୍କ ୱେବସାଇଟରେ ଅପଲୋଡ୍ କର। ଏଥିସହ ଜୁନ ୧ରୁ ଅକ୍ଟୋବର…
ସାହିତ୍ୟ ଖେଳପଡ଼ିଆ ନୁହେଁ
ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଲେଖିକା ଯଶୋଧାରା ମିଶ୍ର। ୧୯୫୧ ମସିହାରେ ସମ୍ବଲପୁରରେ ଜନ୍ମିତ ଏହି ସାହିତ୍ୟ ସାଧିକା ପେସାରେ ଥିଲେ ଇଂରାଜୀ ପ୍ରାଧ୍ୟାପିକା। ଓଡ଼ିଆ, ଇଂରାଜୀ ଭାଷାରେ ଅନେକ ଗଳ୍ପ ଓ କବିତା ରଚନା କରି ନିଜସ୍ବ ପ୍ରତିଭା ପ୍ରତିପାଦିତ…
ମାଟ୍ରିକ୍ ପାସ୍ କଲେ ସୋରଡ଼ା ବିଧାୟକ
ସୋରଡ଼ା,୨୫ା୮(ଡି.ଏନ୍.ଏ.): ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସୋରଡ଼ାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି। ଷ୍ଟେଟ୍ ଓପେନ ସ୍କୁଲ ଅଫ୍ଲାଇନ ପରୀକ୍ଷାରେ ସମୁଦାୟ ୫୦୦ ମାର୍କରୁ ବିଧାୟକ ସ୍ବାଇଁ ୫ଟି…
ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର
ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି କେନ୍ଦ୍ରର ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସମଗ୍ର…
୫୦% ସଂରକ୍ଷଣ ସୀମା ହଟୁ: ବିଜେଡି
ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ ଏବଂ ୫୦% ସଂରକ୍ଷଣ ସୀମା ଉଠାଇ ଦିଆଯାଉ। ବିଜେଡି ଏଭଳି ଦାବି ଉଠାଇଛି। ଏହାସହ…

