Home Left

ଘୁଞ୍ଚିବନି ମାଟ୍ରିକ୍‌, ଯୁକ୍ତ ୨ ପରୀକ୍ଷା: କରାଯିବ ଅଧିକ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୯।୪(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ…

ଯୁବତୀଙ୍କ ପରି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ବାଇଡେନଙ୍କ ସ୍ତ୍ରୀ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ ଲେଦରର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହା ପରେ ଜିଲ୍‌ ସୋସିଆଲ ମିଡିଆରେ ଟ୍ରୋଲ…

କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର, ୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି। ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛ। ଏହି କ୍ରମରେ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ…

କରୋନା ଟିକା ନେବା ପରେ ବି ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୯।୪: ଦିଲ୍ଲୀରେ କରୋନା ଆତଙ୍କ ଜାରି ରହିଛି। ଗଙ୍ଗାରାମ ହସ୍ପିଟାଲରେ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସବୁ ସଂକ୍ରମିତ ଡାକ୍ତର କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍‌ ମଧ୍ୟ…

ବାରୁଣୀ ସ୍ନାନ ବନ୍ଦ : ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଠାରେ ଋଷିକୁଲ୍ୟା ନଦୀର ତୁମ୍ବେଶ୍ବର ଘାଟରେ ହେଉଥିବା ବାରୁଣୀସ୍ନାନ ବନ୍ଦ କରାଯାଇଛି। କରୋନା କଟକଣା ନେଇ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ୧୪୪ ଧାରା ଜାରି ହୋଇଛି। ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ…

ଆଜି ଯାଏ ହୋଇଥିବା ମ୍ୟାଚ୍‌ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍‌ ଇତିହାସରେ ରହିଛି ଏଭଳି ରେକର୍ଡ

ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସିଜିନର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଭେଟିବ। ପାଞ୍ଚଥର ଟାଇଟଲ ବିଜେତା ଏମ୍‌ଆଇ ସିଜିନର ପ୍ରଥମ ମ୍ୟାଚ୍‌ ନିଜ ନାମରେ…

ହଜିଗଲା ମାନବିକତା,ବିଲରୁ ନବଜାତ ଶିଶୁକନ୍ୟାର ମୃତଦେହ ଜବତ

ପଦ୍ମପୁର,୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତ ଦାମୋଡ଼ରପୁର ଗ୍ରାମର ଏକ ବିଲରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଜବତ କରାଯାଇଛି। ପ୍ରକାଶ ଯେ, କିଛି ପିଲା ଗୁରୁବାର ବିଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଶାଢ଼ିରେ ଗୁଡ଼ାହୋଇ…

ଅନ୍ତିମ ସଂସ୍କାର ପାଇଁ ଏକାସାଙ୍ଗରେ ବାହାରିଲା ୪୧ ମୃତଦେହ

ଭୋପାଳ,୯।୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ମୃତଦେହକୁ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହା ଦେଖିବାକୁ…

ଏଥର ବିନାଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୯।୪(ବ୍ୟୁରୋ): ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ। ଏଶାସ ନେଇ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ୧୦୦ ସେବାୟତଙ୍କୁ ନେଇ ରଥଟଣା ହେବ। ବିଧି, ପରମ୍ପରା ରକ୍ଷା କରିବାକୁ ଯାଇ ରଥଯାତ୍ରା କରାଯିବ। ରଥଯାତ୍ରାରେ…

କଅଁଳ କାନ୍ଧରେ ପରିବାର ବୋଝ: ସହାୟତାର ହାତ ବଢାଇଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର, ୯।୪(ବ୍ୟୁରୋ): ନାଁ ଅମିତ ପୃଷ୍ଟି। ବୟସ ମାତ୍ର ୧୪। ଘର ନୟାଗଡ଼ରେ। ପାଠ ପଢା, ଖେଳକୁଦ ବୟସରେ ଏବେ କାନ୍ଧେଇଛନ୍ତି ପରିବାରର ବୋଝ। ୩ବର୍ଷ ପୂର୍ବେ ପିତାଙ୍କ ଅକାଳ ମୃତ୍ୟୁ ପରେ ମା’ ଓ ବଡ ଭଉଣୀଙ୍କ ସହ ଅମିତ…

୫ ବର୍ଷ ତଳେ କୁମ୍ଭମେଳାରେ ହଜିଥିଲେ ବୃଦ୍ଧା, ଏବେ ପାଇଲେ ପରିବାର ଲୋକେ

ଡେରାଡୁନ,୯।୪: ଉତ୍ତରାଖଣ୍ଡର ଋଷିକେଶରେ ଲୁହରେ ଆଖି ଭିଜିବା ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗଙ୍ଗା, ଯମୁନା, ବଦ୍ରିନାଥ ଏବଂ କେଦାରନାଥ ଯାତ୍ରା କରିବା ପରେ ଅର୍ଦ୍ଧକୁମ୍ଭ ମେଳା ଦେଖିବା ପାଇଁ ୨୧୦୬ରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତ୍ର…

ଆଉଟ୍‌ ଅଫ୍‌ ଷ୍ଟକ୍‌ ଭାକ୍ସିନ: ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁଥିବା ବ୍ୟକ୍ତି ନିରାଶ ହୋଇ ଫେରିଲେ ଘରକୁ

ମୁମ୍ବାଇ,୯।୪: ଦେଶରେ ବର୍ଦ୍ଧିତ କରୋନା ଭାଇରସ୍‌ ମାମଲା ମଧ୍ୟରେ ଏବେ ଭାକ୍ସିନକୁ ନେଇ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଭାକ୍ସିନ କମ୍‌ କିମ୍ବା ଶେଷ ହୋଇଯାଇଥିବା ଘଟଣା ଶୁଣିବାକୁ ମିଳୁଛି। କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri