Home Left

ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏଯାବତ୍‌ ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଜୟାଙ୍କ ଜନ୍ମଦିନ, ଅବସରରେ ତାଙ୍କର…

ଆପଣଙ୍କର ଜୀବନସାଥୀ ମୀନ ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, କ’ଣ ସେମାନଙ୍କ ପସନ୍ଦ/ନାପସନ୍ଦ

ମୀନ ରାଶିଚକ୍ରର ସବୁଠାରୁ ସହଜ ରାଶି। ଏହାର ପ୍ରତୀକ ହେଉଛି ମାଛ। ରାଶିର ଗୁରୁ ବୃହସ୍ପତି। ଏହା ଜଳ ତତ୍ତ୍ୱର ରାଶି। ଏହି ଜାତକଧାରୀ ବ୍ୟକ୍ତିବିଶେଷ ଆଧ୍ୟାତ୍ମିକ, ନିସ୍ବାର୍ଥପର, ଦୟାଳୁ ଏବଂ ଭାବୁକ ହୋଇଥାନ୍ତି। ଏମାନେ କ୍ଷଣିକ ପାଇଁ ଉତ୍ତେଜିତ ହୋଇଯାଇଥାନ୍ତି।…

ପ୍ରେମିକାଙ୍କ ଠାରୁ ସର୍ତ୍ତ ହାରିବା ପରେ ଝିଅ ସାଜି ନୃତ୍ୟକଲେ ଏହି ଅଭିନେତା

‘ଫୁକ୍‌ରେ’ ଷ୍ଟାର ପୁଲକିତ ସମ୍ରାଟ ବହୁତ ମଜାଳିଆ ସ୍ବଭାବର। ‘ସନମ୍‌ ରେ’ ଏବଂ ପାଗଲପନ୍ତି ପରି ଫିଲ୍ମରେ ସେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପୁଲକିତ ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ…

ଟିକା ନେଲେ ମିଳିବ ମାଗଣା ମଦ!

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ ଏବଂ ବେସରକାରୀ କମ୍ପାନୀଗୁଡିକ ଟିକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ଆକର୍ଷଣୀୟ ଅଫର…

କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍‌ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ…

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା ରହିଛି।…

ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍‌ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିଷେକ କହିଛନ୍ତି ଯେ, ସେ ନିଜ ପରିବାରକୁ ଫିଲ୍ମ ଦେଖାଇଥିଲେ। ମାତ୍ର ଏହାକୁ କେବଳ ବାପା ଅମିତାଭ…

ପୁଣି ମମତାଙ୍କୁ ନୋଟିସ

କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍‌’ ବୋଲି କହିଥିବାରୁ ତାଙ୍କୁ ଏହି ନୋଟିସ ମିଳିଛି। ଏହାପୂର୍ବରୁ ମମତା ଟିଏମସି ସପକ୍ଷରେ ଭୋଟ ଦେବାକୁ ମୁସଲିମ…

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪…

ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେତେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି କ୍ରମରେ ମହାରାଷ୍ଟ୍ରରେ…

ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ଏକ ସମୟ ଥିଲା ଯେତେବେଳେ ଏହି ଯୋଡ଼ିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri