Home Left

ଜୟାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅମିତାଭ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଯୋଡ଼ିକୁ ୬୦-୭୦ ଦଶକରେ ଲୋକେ ପରଦାରେ ଖୁବ୍‌ ପସନ୍ଦ କରୁଥିଲେ। ବିବାହ ପରେ ମଧ୍ୟ ଏହି ଯୋଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି। ଏହି ଯୋଡ଼ି ପ୍ରେମ ବିବାହ କରିଛନ୍ତି।…

ଜଙ୍ଗଲ କାଟି ପୋଡ଼ି ଦେଲେ

କେନ୍ଦୁଝର,୧୦।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତରେ ଥିବା ଜଙ୍ଗଲ ବିଭିନ୍ନ କାରଣରୁ ପଦା ହେବାକୁ ବସିଛି। ସେହିପରି କାଞ୍ଜିପାଣି-ଓରିଆ-ତେଲକୋଇ ଘାଟି ରାସ୍ତାରେ ବ୍ୟାପକ ଜଙ୍ଗଲ କଟାଯାଇ ପୋଡ଼ି ଦିଆଯିବା ଘଟଣାକୁ ନେଇ ପରିବେଶବିତ୍‌ମାନେ…

ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ। ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି ପାନୀୟ…

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି ଥିଲେ ହେଁ ପନ୍ତଙ୍କ ଉପରେ ଫ୍ରାଞ୍ଚାଇଜ୍‌ ଆସ୍ଥାପ୍ରକଟ କରିଛି। ତେବେ ଆବଶ୍ୟକ ସମୟରେ ସେ…

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି। କୋଡିଡ୍‌-୧୯ ଅବନତି ହେଲେ ଲଣ୍ଡନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମ୍ୟାଚ୍‌ ଆୟୋଜନ କରିବାକୁ…

ଅମିତାଭ ବଚ୍ଚନଙ୍କ ଆଗରେ ରେଖାଙ୍କୁ ଶକ୍ତ ଚାପୁଡା ମାରିଥିଲେ ଜୟା: ଜାଣନ୍ତୁ କାହିଁକି

ଏକ ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ବିବାହିତ ଅମିତାଭ ବଚ୍ଚନଙ୍କ ପାଇଁ ରେଖା ପ୍ରାୟତଃ ନିଜ ପ୍ରେମକୁ ପ୍ରକାଶ କରୁଥିବା ଦେଖାଯାଇଥିଲା ବିଗ ବି ଏହି ପ୍ରସଙ୍ଗରେ ସର୍ବଦା…

ଖରାଦିନେ ଏସବୁ ସମସ୍ୟାକୁ ମୁକ୍ତ କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି ଅପେକ୍ଷା ଖରାଦିନେ ସର୍ବତ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହି ସର୍ବତରେ କଳା ଲୁଣର…

ଆରସିବିକୁ ବଞ୍ଚାଇ ଦେଲେ ଡି’ ଭିଲିୟର୍ସ

ଚେନ୍ନାଇ, ୯ା୪- ବୋଲରଙ୍କ ଘାତକ ବୋଲିଂ ଓ ପରେ ଅଧିନାୟକ ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀତା ପରେ ମଧ୍ୟ ସଂଘର୍ଷ କଲା ଆର୍‌ସିବି। କିନ୍ତୁ ବଞ୍ଚେଇ ଦେଲେ ଏବି ଡି’ ଭିଲିୟର୍ସ। ୧୬୦ ରନ୍‌ର ଛୋଟିଆ…

ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଲଷ୍ମୀ ହଲ, ଜୟା ହଲ, ଓ ଏସ୍‌.କେ ହଲକୁ ଶୁକ୍ରବାର ସିଲ କରାଯାଇଛି।…

ସମୁଦ୍ର କୂଳରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ରାଜନଗର, ୯ା୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ପେଣ୍ଠ ସାମୁଦ୍ର ବେଳାଭୂମିରେ ଶୁକ୍ରବାର ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ମିଳିଥିବା ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛଙ୍କୁ ସୁରକ୍ଷା ଦେବାକୁ ପଇଁତରା ଦେଉଥିବା ବନ କର୍ମଚାରୀ ମୃତଦେହ ୨ଟିକୁ ଦେଖି…

ଛତିଶଗଡ଼ ଜଗଦଲପୁର ସୀମା ସିଲ୍‌

କୋଷାଗୁମୁଡ଼ା,୯।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରୁ ଛତିଶଗଡ଼ର ଜଗଦଲପୁର ରାସ୍ତାକୁ ପ୍ରଶାସନ ସିଲ୍‌ କରିଛି। କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ତଥା ଡିଆର୍‌ଡିଏ ଆଉଁଳି ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ପଡ଼ୋଶୀ ଛତିଶଗଡ଼ରେ ଏବେ କରୋନା…

ଜିଲାପାଳ ଅଫିସ ଆଗରେ ସ୍ବାମୀ-ସ୍ତ୍ରୀଙ୍କ ମାରପିଟ

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri