Home Left

ଲଢ଼ିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରିଲା ନାହିଁ ହାଇଦ୍ରାବାଦ୍‌

ଚେନ୍ନାଇ, ୧୧ା୪- ମନୀଷ ପାଣ୍ଡେ ଓ ଜନ୍ନି ବେଆରଷ୍ଟୋଙ୍କ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ୧୮୮ ରନ୍‌ର ବିଶାଳ ଟାର୍ଗେଟର ପିଛା କରିଥିବା ହାଇଦ୍ରାବାଦ୍‌ ପ୍ରାରମ୍ଭିକ ଉଇକେଟ୍‌ ହରାଇଥିଲା।…

ନୂଆପଡ଼ାରେ କରୋନା ୩ ଦିନରେ ନେଲାଣି ୪ ଜୀବନ

ନୂଆପଡ଼ା ଅଫିସ,୧୧।୪: ନୂଆପଡ଼ା ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୩ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୯ ତାରିଖରେ ଜଣେ ୨୪ ବର୍ଷୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେ ଗତ ୩୦ ତାରିଖରେ…

ଦିନ ମଜୁରିଆ ଲାଇବ୍ରେରୀ ପରିଚାଳକଙ୍କୁ ସୋସିଆଲ ମିଡିଆରୁ ମିଳିଲା ସହାୟତା

ମାଇସୁରୁ, ୧୧ା୪- ୬୨ ବର୍ଷୀୟ ଦିନ ମଜୁରିଆଙ୍କ ଦ୍ୱାରା ପରିଚାଳିତ ଲାଇବ୍ରେରୀରେ ଗତ ଶୁକ୍ରବାର କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଲାଇବ୍ରେରୀରେ ୧୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ଥିଲା। ଲାଇବ୍ରେରୀରେ ରଖାଯାଇଥିବା ପ୍ରାୟତଃ ବହି ଥିଲା କନଡ଼ ଭାଷାରେ। ଏହାର…

ହସ୍ପିଟାଲ ବେଡ୍‌ ପାଇଁ ରୋଗୀଙ୍କୁ ହତ୍ୟା

ଶାହଜାହାନପୁର,୧୧।୪: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ହସ୍ପିଟାଲରେ ଶଯ୍ୟାକୁ ନେଇ ବିବାଦ ପରେ ଜଣେ ରୋଗୀ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି। ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହଂସରାଜଙ୍କୁ ଶନିବାର ରାତିରେ ୨୧ ନମ୍ବର ବେଡ୍‌ ଦିଆଯାଇଥିଲା। ମାନସିକ ଭାରସାମ୍ୟ ହରାଇଥିବା ଅବଦୁଲ…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼,୧୧।୪ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗତ ୯ ତାରିଖରେ ଅନୁଷ୍ଠିତ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ…

ବାବରଙ୍କ ଠାରୁ କୋହଲି ଟେକ୍‌ନିକ ଶିଖିବା ଦରକାର କହିଲେ ପ୍ରାକ୍ତନ ଖେଳାଳି

ଲାହୋର, ୧୧ା୪- ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟେକ୍‌ନିକ ଶିକ୍ଷା କରିବା ଦରକାର। ଏଭଳି ମତ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପେସର ଆକିବ ଜାଭେଦ। ଏପର୍ଯ୍ୟନ୍ତ ଭାରତ ପାଇଁ ୨୫୪ ଦିନିକିଆ ଓ ୯୧…

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦାର ଅମରେଶ…

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ରାଣା (୮୦ ରନ୍‌, ୫୬ ବଲ, ୯ ଚୌକା…

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ସହଯୋଗୀ ରିୟାଜ କାଜିଙ୍କୁ ଗିରଫ କରିଛି। ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର…

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦେଶରେ କରୋନା ସ୍ଥିତି ନ ସୁଧିରିବା ପର୍ଯ୍ୟନ୍ତ…

ଇନ୍ଦ୍ରାବତୀରେ ଓଲଟିଲା ଡଙ୍ଗା

ନବରଙ୍ଗପୁର,୧୧।୪: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଏକ ମାଛଧରା ଡଙ୍ଗା ଓଲଟି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଯିଛି। ମୃତକ ହେଲେ ନନ୍ଦାହାଣ୍ଡି ବ୍ଲକ କୋଈଗୁଡା ଗ୍ରାମର ନୀଳକଣ୍ଠ ଅମାନତ୍ୟ (୨୮)। ରବିବାର ନୀଳକଣ୍ଠଙ୍କ ସମେତ…

୨ ଜେଲରେ ୧୨ ଅନ୍ତେବାସୀ ପଜିଟିଭ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୧।୪: ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲର ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଉପକାରାଗାରରେ ବର୍ତ୍ତମାନ ୨୬୦ ଅନ୍ତେବାସୀ ଅଛନ୍ତି। ସେଥିମଧ୍ୟରେ ଗତ ୧ରୁ ୧୦ ତାରିଖ ମଧ୍ୟରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri