ଜିଭରେ ଚଳନ୍ତା ଫ୍ୟାନ୍ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…
ଫ୍ୟାନ୍ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ବିସ୍ମୟ ମହିଳା ଅଛନ୍ତି, ଯେ କି ଚଳନ୍ତା ଫ୍ୟାନ୍କୁ ନେଇ ଏମିତି…
ପଛରୁ ପିଟିଲା ଟ୍ରକ୍, ଚାଲିଗଲା ମା’ ବାପାଙ୍କ ଜୀବନ; ଝିଅ ଗୁରୁତର
ଚଣ୍ଡିଖୋଲ,୧୧।୪ (ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଝିଅ ଗୁରୁତର ହୋଇଛନ୍ତି।…
ଘରେ କଳହ ଲାଗି ରହୁଛି କି? ଶାନ୍ତି ପାଇଁ …
ବେଳେବେଳେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଘରେ ଝଗଡ଼ା ଲାଗି ସମ୍ପର୍କରେ ତିକ୍ତତା ଆସିଥାଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ଅନେକେ ସନ୍ଦେହ କରିଥାନ୍ତି। ବାସ୍ତୁ ଅନୁସାରେ ଘରେ କେମିତି ଶାନ୍ତି ବଜାୟ ରହିବ ସେ…
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ
ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।…
ପୋଲିସ ଛାନିଆ: ୩ ବାଇକ୍ ଚୋରି ଅଭିଯୁକ୍ତ କରୋନା ପଜିଟିଭ୍
ମୁଜାଫରପୁର,୧୧।୪: ବିହାରର ମୁଜାଫରପୁର ଅଞ୍ଚଳର କରଜିଆ ଥାନାରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଧରାପଡ଼ିଥିବା ୩ ଜଣ ବାଇକ୍ ଚୋରି ଅଭିଯୁକ୍ତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ବ୍ୟାପିବାରେ ଲାଗିଛି। କର୍ମଚାରୀମାନେ…
ପିପିଲି ଉପନିର୍ବାଚନ: ଆସନ୍ତାକାଲି ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକିମ୍: କେବେ ଓ କେମିତି ବୁଲି ଯିବେ
ସିକିମ୍ ଭାରତର ଏକ ଆକର୍ଷଣୀୟ ତଥା ଛୋଟ ରାଜ୍ୟ, ଯାହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ…
ବୟଫ୍ରେଣ୍ଡଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜସ୍ମିନ ଏବଂ ଅଲୀ ଗୋନି ବିଗ୍ବସ-୧୪ ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଏହି ଦୁଇ ଯୋଡ଼ି ଏବେ ଦୁବାଇରେ ଛୁଟି ମନାଉଛନ୍ତି। ଜସ୍ମିନ-ଅଲୀ ଦୁବାଇ ବୁଲିବା ସମୟର ଫଟୋ…
ସମ୍ପର୍କ ଭଲପାଇବାର
ଭଲପାଇବା, ସ୍ନେହ, ଆଦର କିଏ ବା ନ ଖୋଜେ। ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା। ହେଲେ ଅନେକ ସମୟରେ ମଣିଷମାନେ କୃତଘ୍ନ ହୋଇଯାଆନ୍ତି, ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର। କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ…
ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ
ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍ ରସଗୋଲା ଜବତ ହୋଇଥିଲା। ଏବେ ଉନ୍ନାଓ୍ବରେ ପୋଲିସ ଚଢ଼ାଉ କରି ୨ କ୍ୱିଣ୍ଟାଲ ଜିଲାପି ଏବଂ ହଜାରେ…
ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍ କିସ୍ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ
ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦…
ହାଇଦରଙ୍କ ମିଳୁନି ପତ୍ତା: ଧରିବା ପାଇଁ ଡିଜିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଏସ୍ସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଗ୍ୟାଙ୍ଗଷ୍ଟର ହାଇଦର ଶନିବାର ସନ୍ଧ୍ୟାରେ ଚମ୍ପଟ୍ ମାରିଥିଲେ। ଏଯାବତ୍ ତାଙ୍କ ପତ୍ତା ମିଳୁନି। ତାଙ୍କୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍ବାଡ୍ ଗଠନ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି। ଏ ନେଇ ରବିବାର ଡିଜିପିଙ୍କ ଭୁବନେଶ୍ୱର…
Archives


