ଆହାର କେନ୍ଦ୍ର ତଦାରଖ ଲାଗି କୋଟିଏ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୬୬ ଆହାର କେନ୍ଦ୍ର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨ ହଜାରରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି। ୨୦୨୦ ନଭେମ୍ବରରୁ ଏହି ମହିଳମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି। ସରକାର…
୪୦ ବର୍ଷ ହେଲା ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର କୋଲକାତାଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ଥତ୍କ ବୃଦ୍ଧି ପ୍ରସଙ୍ଗରେ…
ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଗିରଫ
ରସୁଲପୁର(ଡି.ଏନ୍.ଏ.)/ଭୁବନେଶ୍ୱର,୧୨।୪(ବ୍ୟୁରୋ)ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହଯୋଗୀ ଅମରେଶ ରାଉତ। ଘଟଣାର ତଦନ୍ତ ପାଇଁ…
ଟିକା: ଉତ୍ସବ ବନାମ ସଙ୍କଟ
ଭୂତାଣୁର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି ଦେଶ ଓ ବିଶ୍ୱରେ। ସଂକ୍ରମଣର ବର୍ଷକ ପରେ ମହାମାରୀ ମୁକାବିଲା ପାଇଁ ହାତରେ ଭାକ୍ସିନ ଅଛି ବୋଲି କେତେକାଂଶରେ ଆଶ୍ୱସ୍ତି ମିଳୁଥିଲା। ହେଲେ ଭାଇରସ୍ର ଦ୍ରୁତଗତିକୁ ରୋକି ନ ପାରିବା ଭାରତର ନେତୃବୃନ୍ଦଙ୍କ…
ଓଜନକୁ ନେଇ ଚିନ୍ତିତ କି, ପିଅନ୍ତୁ ଏହି ସୁପ୍
ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ବଢ଼ାଇଥାଏ। ଏଥିରୁ ମୁକ୍ତି ପାଇବାକୁ ଅଧିକ ସମୟ ଲାଗିଥାଏ। ଏହା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ଘାତ ଆଦି ରୋଗର କାରଣ ହୋଇଥାଏ। ଫଳରେ ଅନେକ ଖାଦ୍ୟପେୟରେ ନିୟନ୍ତ୍ରଣ…
ଖାସ୍ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ରୋହିତ ଶର୍ମା; ଦର୍ଶକ କଲେ ସଲାମ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ହୃଦୟ ଜିତିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ରୋହିତ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ଏହି ଆଇପିଏଲରେ…
ଦୁଇମୁଣ୍ଡିଆ ଶିଶୁକନ୍ୟା ଜନ୍ମ
କେନ୍ଦ୍ରାପଡ଼ା ଅଫିସ/କଟକ ଅଫିସ, ୧୨। ୪: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍ରେ ରବିବାର ଅସ୍ବାଭାବିକ ଶିଶୁକନ୍ୟା ଜନ୍ମ ହୋଇଛି। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି…
ଓଡ଼ିଆଙ୍କୁ ବିଆର୍ପିଏଲ୍ର ନାପସନ୍ଦ
ଯାଜପୁର ଅଫିସ/କଳିଙ୍ଗନଗର,୧୨।୪(ଡି.ଏନ୍.ଏ.)କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍ ଲିମିଟେଡ୍ (ବିଆର୍ପିଏଲ୍) କମ୍ପାନୀରେ ପରିବହନ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜ୍ ଚାଲିଛି। ଯେଉଁ ସ୍ଥାନୀୟ ଲୋକମାନେ ଜମିବାଡ଼ି, ଘରଦ୍ୱାର ହରାଇବା ପରେ ପରିବାର ଚଳାଇବାକୁ ଋଣରେ ଟ୍ରକ ଆଣି ପରିବହନ କାର୍ଯ୍ୟ କରୁଥିଲେ, ଏବେ ସେମାନଙ୍କୁ…
ପାଣି ଦର ୧୦% ମହଙ୍ଗା
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ପାଣି ବ୍ୟବହାରକାରୀଙ୍କୁ ଚଳିତ ମାସଠାରୁ ଅଧିକ ଟିକସ ଦେବାକୁ ପଡ଼ିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧୦% ଜଳକର ବୃଦ୍ଧି କରିଛନ୍ତି। ଓଡ଼ିଶା ଜଳସେଚନ(ସଂଶୋଧନ) ରୁଲ୍ସ-୨୦୧୬ ଅନୁସାରେ ଜଳକର, ଜଳ ଉଠାଣ ଓ ବ୍ୟବହାର ନିମନ୍ତେ…
ସ୍ବାମୀଙ୍କ ଏହି ଫିଲ୍ମ ଦେଖିଲେ ଐଶ୍ୱର୍ଯ୍ୟା, ଅଭିଷେକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍ ବୁଲ’ ଦର୍ଶକଙ୍କୁ ଫିକା କରିଦେଇଛି ସତ ମାତ୍ର ବଚ୍ଚନ ପରିବାର ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଉତ୍ସାହକୁ ଅମିତାଭ ବଚ୍ଚନ ଟୁଇଟର ପେଜ୍ରୁ ଆରମ୍ଭ କରି…
ମୋ ସ୍ତ୍ରୀ ମତେ ଛାଡ଼ପତ୍ର ଦେଇଦେବେ, କାହିଁକି ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍
ମୁମ୍ବାଇ,୧୨।୪: ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଧିନାୟକ ରିକି ପଣ୍ଟିଂ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି। ୨୦୨୦ରେ, ଦିଲ୍ଲୀ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା।…
୧୫ ଫିଲ୍ମରେ ସଲମାନଙ୍କ ନାଁ ରହିଥିଲା ପ୍ରେମ୍: ଜାଣନ୍ତୁ ଏହା ପଛର ରହସ୍ୟ
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ପରଦାରେ ରିଲିଜ ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖାଯାଏ। ସଲମାନଙ୍କ ଚଳଚ୍ଚିତ୍ରରେ ଦର୍ଶକ ରୋମାନ୍ସ, ଆକ୍ସନ, ଇମୋସନ ଏବଂ କମେଡିର ତଡ୍କା ପାଇଥାନ୍ତି। ୯୦ ଦଶକରୁ ସଲମାନ ଅନେକ ସୁପରହିଟ…
Archives


