ଆକାଶରେ ପାଇଲଟ୍‌ଙ୍କୁ ହୃଦ୍‌ଘାତ, ତା’ ପରେ …

ନୂଆଦିଲ୍ଲୀ, ୨୮।୮: ଓମାନର ରାଜଧାନୀ ମସ୍କାଟରୁ ଶୁକ୍ରବାର ୧୨୬ ଯାତ୍ରୀଙ୍କୁ ଧରି ବାଂଲାଦେଶ ରାଜଧାନୀ ଢାକା ଯାଉଥିଲା ବିଜି-୨୨ ବିମାନ। ମଝି ଆକାଶରେ ଏହି ବିମାନର ପାଇଲଟ୍‌ ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିମାନଟି ସଫଳତାର ସହ ନାଗପୁରରେ ସଫଳ ଅବତରଣ କରିଛି।

ପାଇଲଟ କ୍ୟାପ୍‌ଟେନ୍‌ ନୌଶାଦ ଅସୁସ୍ଥ ହୋଇପଡ଼ିବାରୁ ବିମାନ କର୍ତ୍ତୃପକ୍ଷ କୋଲକାତା ଏଟିସି ସହ ଯୋଗାଯୋଗ କରିଥିଲା। ବିମାନକୁ ନାଗପୁର ବିମାନବନ୍ଦରରେ ମେଡିକାଲ ଏମର୍ଜେନ୍ସି ଲାଗି ଅବତରଣ କରାଇବାକୁ ପରାମର୍ଶ ଦେଇଥିଲା କୋଲକାତା ଏଟିସି। ପୂର୍ବାହ୍ନ ୧୧ଟା ୩୭ରେ ବିମାନଟି ଜରୁରୀ ଅବତରଣ କରିବା ପରେ ପାଇଲଟ୍‌ଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାର ଆସିଛି ଏବଂ ତାଙ୍କ ଜୀବନ ପ୍ରତି ଏବେ ବିପଦ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ

ଇସ୍‌ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ...

ମସ୍‌ଜିଦରୁ ପାଣି ନେବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି ନିର୍ଯାତନା

ଇସ୍‌ଲାମାବାଦ,୨୨।୯: ମସଜିଦର ପବିତ୍ରତା ଉଲ୍ଲଂଘନ କରିବା ଲାଗି ଏକ ହିନ୍ଦୁ ପରିବାରକୁ ବନ୍ଧକ କରି ରଖାଯିବା ସହ ନିର୍ଯାତନା ଦିଆଯାଇଛି। ଏଭଳି ଘଟଣା ପାକିସ୍ତାନର ପଞ୍ଜାବ...

ଏବେ ଦୃଷ୍ଟିହୀନ ବି ଦେଖିପାରିବେ ଦୁନିଆ….

ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ଏକ ଗବେଷଣା ରିପୋର୍ଟରେ ଏହା...

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା,...

କଙ୍ଗୋରେ ୨୨ ଲୋକଙ୍କୁ ହତ୍ୟା କଲେ ଚରମପନ୍ଥୀ, ବଢିପାରେ ନରସଂହାରର ସଂଖ୍ୟା

କଙ୍ଗୋ,୨୦ ।୩: କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରୁ ପୁଣିଥରେ ନରସଂହାରର ଖବର ସାମ୍ନାକୁ ଆସିଛି । କଙ୍ଗୋର ପୂର୍ବ ଇଟୁରି ଓ ଉତ୍ତର କିଭୁ ଅଞ୍ଚଳରେ ସିରିଜ...

ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି...

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌...

ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦...

Advertisement
Archives

Model This Week