ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ଭାବନ୍ତି ସଲମାନ: ବାର୍ଷିକ ଦରମା ଜାଣିଲେ …

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ ବଞ୍ଚାଇଥାନ୍ତି। ଏଭଳି ପରିସ୍ଥିତିରେ ତାରକାମାନଙ୍କ ମନୋଭାବ ଜାଣିବା ମଧ୍ୟ ଜରୁରୀ । ଏମିତି କିଛି ସେଲିବ୍ରିଟିି ଅଛନ୍ତି ଯେଉଁମାନେ ନିଜର ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ବୋଲି ବିବେଚନା କରିଥାନ୍ତି। ଆମେ ଆପଣଙ୍କୁ ବଲିଉଡ୍‌ର ସୁପରଷ୍ଟାର ଭାଇଜାନଙ୍କ ବଡିଗାର୍ଡଙ୍କ ବିଷୟରେ କହୁଛୁ। ଶେରାଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା।
ଭାଇଜାନଙ୍କ ବଡିଗାର୍ଡ ଶେରା। ଶେରା ଗତ କିଛି ବର୍ଷ ଧରି ସଲମାନଙ୍କ ସହ ଅଛନ୍ତି। ଏପରିକି ସଲମାନ ତାଙ୍କୁ ତାଙ୍କ ପରିବାର ସଦସ୍ୟଠାରୁ ମଧ୍ୟ କିଛି କମ ଭାବନ୍ତି ନାହିଁ। ଶେରାର ପ୍ରକୃତ ନାମ ଗୁରୁମିତ ସିଂ ଜଲି । ସୂଚନା ଅନୁଯାୟୀ, ସୁରକ୍ଷା ପାଇଁ ଶେରା ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ନେଇଥାନ୍ତି, ଅର୍ଥାତ ସେ ମାସକୁ ୧୬ ଲକ୍ଷ ଟଙ୍କା ଫି ଭାବରେ ନେଇଥା’ନ୍ତି । ଶେରା ଶିଖ ପରିବାରର, ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କୁ ବଡି ବିଲ୍‌ଡିଂ ପସନ୍ଦ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରୋଲିଂ ପରେ ଓଜନ କମାଇ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ

ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍‌ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ...

ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ...

କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା

୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌। ସୁନ୍ଦର ଅଭିନୟ ଓ ଭିନ୍ନ...

ଶିଳ୍ପାଙ୍କ ପଡୋଶୀଙ୍କୁ କରୋନା !

ମୁମ୍ବାଇ: କରୋନା ଭାଇରସ କାରଣରୁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ସମୟ କାଟୁଥିବା ବେଳେ...

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ...

ସଲମାନ ଖାନ୍‌ଙ୍କ ବିନା ମୁଁ ଅଧୁରା: କ୍ୟାଟ୍ରିନା

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ...

ସଂଳାପ ଲେଖକ ଜନ୍‌ ପଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍‌ ପଲ୍‌ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ...

ବିବାହ ସାରି ଭାରତ ଫେରିଲେ ନୁସରତ ଜହାଁ

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ବିବାହ ସାରି ଭାରତ ଫେରିଛନ୍ତି। ସ୍ବାମୀ ନିଖିଲ ଜୈନଙ୍କ ସହ ବିମାନ ବନନ୍ଦରରେ...

Advertisement
Archives

Model This Week