Home Left

ପଞ୍ଚାୟତ ନିର୍ବାଚନ: କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୧୩।୪: କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ମତଦାତାଙ୍କ ପାଇ ଏକ ବଡ଼ ଖବର। ଏଣିକି କରୋନା ଆକ୍ରାନ୍ତ ମତଦାତା ମଧ୍ୟ ନିର୍ବାଚନରେ ଭୋଟ ଦେଇପାରିବେ। ଏନେଇ ମଙ୍ଗଳବାର ନିର୍ବାଚନ ପର୍ଯ୍ୟବେକ୍ଷକ ଡ.ଅରବିନ୍ଦ କୁମାର ଚୌରେସିଆ ସୂଚନା…

ରାଜଧାନୀରେ ବିଗୁଡ଼ୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୧୯୧ ଆକ୍ରାନ୍ତ; ଖଣ୍ଡଗିରି-ପଟିଆରୁ ସର୍ବାଧିକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଫ୍ୟା ୩୩୮୯୩କୁ ବୃଦ୍ଧିପାଇଛି। ସେଥିରୁ ୩୨୩୮୬ ସୁସ୍ଥ ହୋଇଥିବା…

ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ

ଅହମ୍ମଦାବାଦ, ୧୩ା୪- କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ ତ, କେଉଁଠାରେ କରୋନା ଆକ୍ରାନ୍ତଙ୍କୁ ନେବା ପାଇଁ ମିଳୁନାହିଁ ଆମ୍ବୁଲାନ୍ସ। ଛତିଶଗଡ଼ ଓ ବିହାର…

ଯୋଗୀଙ୍କୁ ଭର୍ତ୍ସନା କଲେ ଅଖିଳେଶ

ଲକ୍ଷ୍ନୌ,୧୩।୪: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଙ୍ଗଳବାର କରୋନା ପରୀକ୍ଷା କରାଇଛନ୍ତି।…

ବୁମରାଙ୍କୁ ପାକିସ୍ତାନ ବୋଲରଙ୍କ ସହ ତୁଳନା କଲେ ପ୍ରାକ୍ତନ ପେସର

କରାଚୀ, ୧୩ା୪- ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କୁ ବିଶ୍ୱ କ୍ରିକେଟରେ ଅନ୍ୟତମ ଘାତକ ବୋଲର ଭାବେ ଗଣାଯାଏ। ହେଲେ ପାକିସ୍ତାନ ପେସର ଶାହିନ ଆଫ୍ରିଦୀ, ବୁମରାଙ୍କ ଠାରୁ ଭଲ ବୋଲର ବୋଲି କହିଛନ୍ତି ପୂର୍ବତନ ପେସର ଆବିକ ଜାଭେଦ୍‌। ୨୦୧୮ରେ ପଦାର୍ପଣ…

ଲୋକେ ଭାବିଲେ କରିସ୍ମା କପୁର, ହେଲେ…

ବମ୍ବେ: ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲିଙ୍କ ଭଳି ଅବିକଳ ଦିଶୁଥିବା ଲୋକଙ୍କ ଫଟୋ ତଥା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ ବଲିଉଡ୍‌ କଳାକାରଙ୍କ ଅବିକଳ ଚେହେରାଧାରୀଙ୍କୁ ମଧ୍ୟ…

ମା’ଙ୍କ ଗୀତର ତାଳେ ତାଳେ ଝୁମିଲେ ଝିଅ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍ସରେ ଶାହରୁଖ ଖାଁଙ୍କ ଲଳନା ସୁହାନା ଖାଁ, ସୈଫ ଅଲ୍ଲୀ ଖାଁଙ୍କ ଝିଅ ସାରା ଅଲ୍ଲୀ ଖାଁ ଓ ଆମିର ଖାଁଙ୍କ ଝିଅ ଇରା ଖାଁ ପ୍ରାୟତଃ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ବଲିଉଡ୍‌ରେ ସାରା…

ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ସହ ଶୁଭେଚ୍ଛା ଜଣାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଏମିତି କେତେକ ଦେଶ ଅଛି ଯେଉଁଠାରେ ରମଜାନ…

ପ୍ରଭାସଙ୍କ ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ରିଲିଜ୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍‌ ଅପେକ୍ଷାରେ ରହିଛି। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ପ୍ରଭାସ ନିଜେ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଧୂସର ରଙ୍ଗର ସାର୍ଟ…

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ…

ଗଞ୍ଜାମରେ ସର୍ବସାଧାରଣରେ ମେରୁ ଯାତ୍ରା, ପଣା ସଂକ୍ରାନ୍ତିକୁ ମନା

ଛତ୍ରପୁର,୧୩।୪:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ କଡ଼ା ପଦକ୍ଷେପ ନେଇଛନ୍ତି। ଏ ନେଇ ପୁଣି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ…

ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି। ସୋମବାର ରାତିରେ ନାଗପୁରର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri