ହୃଦ୍‌ରୋଗ ଓ ଖାଦ୍ୟ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେଲେ ତାହା ହୃଦ୍‌ରୋଗର କାରଣ ସାଜିଥାଏ। ଯଦି ଏହି ସ୍ବାସ୍ଥ୍ୟ ସମସ୍ୟାର ଠିକ୍‌ ସମୟରେ ସମାଧାନ କରା ନ ଯାଏ, ତେବେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁକୁ ଡାକି ଆଣିଥାଏ। ତେବେ ଏପରି କେତେକ ଖାଦ୍ୟ ଅଛି ଯାହାକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ତାହା ହୃଦ୍‌ରୋଗ ଆଶଙ୍କାକୁ କେତେକାଂଶରେ ଦୂରେଇ ଦେବାରେ ସମର୍ଥ ହେବ। ପ୍ରତିଦିନ ପ୍ରଚୁର ପରିମାଣରେ ତଟକା ପନିପରିବା, ଫଳମୂଳ ଏବଂ ଶାଗ ଖାଆନ୍ତୁ। ଖାଦ୍ୟ ତାଲିକାରେ ମାଛ ସାମିଲ କରିପାରନ୍ତି। କିନ୍ତୁ କେତେକ ଖାଦ୍ୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଲହୁଣୀ, ଘିଅ, କୁକୁଡା ମାଂସ, ଚର୍ବି ଲାଗିଥିବା ଛେଳି ମାଂସ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଭିଟାମିନ୍‌ ‘ସି’ ଏବଂ ‘ଇ’ଜାତୀୟ ଖାଦ୍ୟ ହୃଦ୍‌ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ

ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ...

ବଢ଼ାନ୍ତୁ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି

ସାଧାରଣତଃ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଡ଼ମାନଙ୍କ ତୁଳନାରେ ଖୁବ୍‌ କମ୍‌; ଯେଉଁଥିଲାଗି ସେମାନେ ସହଜରେ ଥଣ୍ଡା, ଜ୍ୱର, କାଶ ଭଳି ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ...

ଦାଗ ଦୂରକରିବ ପୁଦିନା

ପୁଦିନାରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିବା ସହ ଏହା ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ତ୍ୱଚାରେ ଥିବା ଦାଗ ଦୂର କରିବାକୁ ଏହା...

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

ବୁଦ୍ଧିମାନ କିନ୍ତୁ ନିଜର ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ...

ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି...

ହୃଦ୍‌ଜନିତ ସମସ୍ୟାଠାରୁ ବି ଦୂରେଇ ରଖେ ଅମୃତଭଣ୍ଡା

ଶରୀର ପାଇଁ ଅମୃତଭଣ୍ଡା ବେଶ୍‌ ଉପକାରୀ। ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ।...

ଜ୍ୟାକେଟ୍‌ ଫ୍ୟାଶନ

ଶୀତଦିନେ ଓ୍ବିଣ୍ଟର୍‌ ଜ୍ୟାକେଟ୍‌ର ଚାହିଦା ଖୁବ୍‌ ରହିଥାଏ। କାରଣ ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ଆରାମରେ କ୍ୟାରି କରି ଶୀତରୁ ରକ୍ଷାପାଇ ହୁଏ। ସେଥିପାଇଁ...

Advertisement
Archives

Model This Week