Home Left

ପ୍ରେମିକାଙ୍କ ପାଇଁ ସ୍ତ୍ରୀଙ୍କୁ ନାମ ବଦଳାଇବାକୁ କହିଥିଲେ ଏହି ଅଭିନେତା, ରାଗିଯାଇ ସ୍ତ୍ରୀ କହିଲେ…

ଅଭିନେତା କବୀର ବେଦୀ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ତାଙ୍କ ଜୀବନୀ ‘ଷ୍ଟୋରିଜ୍‌ ଆଇ ମଷ୍ଟ ଟେଲ୍‌ ଦ ଇମୋଶନାଲ ଲାଇଫ ଅଫ ଦ ଆକ୍ଟର’ ପୁସ୍ତକ ପବ୍ଲିସ ହୋଇଛି। ଏହି…

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ ଏକ ନୂଆ ଚେହେରା ଲୁଚି ରହିଥାଏ। ତେବେ ଭରସାଯୋଗ୍ୟ ବ୍ୟକ୍ତିଟିଏ ଖୋଜି ପାଇବା ବର୍ତ୍ତମାନ…

୬ ମାସ ହେଲା ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୫ ଯୁବକ

ଚେନ୍ନାଇ, ୧୩ା୪- ଗତ ୬ ମାସ ହେଲା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଡରାଇ ଧମକାଇ ବଳାତ୍କାର କରୁଥିଲେ ୫ ଯୁବକ। ତାମିଲନାଡୁର କୁଡ଼ାଲୋରରୁ ଆସିଛି ଏଭଳି ଅଭିଯୋଗ। ପୀଡ଼ିତାଙ୍କ ବାପା ଚେନ୍ନାଇରେ କାମ କରୁଥିବାରୁ ସେ ସମ୍ପର୍କୀୟଙ୍କ ଘରେ ରହୁଥିଲେ।…

ନିର୍ବାଚନ ପ୍ରଚାର ପାଇଁ କୁକୁର ଦେହରେ ମାରିଲେ ପୋଷ୍ଟର

ରାଇ ବରେଲି, ୧୩ା୪- ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଖୁବ୍‌ ଅନନ୍ୟ ଓ ଅଦ୍ଭୁଦ ଉପାୟ ଆପଣେଇବା କିଛି ନୂଆ କଥା ନୁହେଁ। କିନ୍ତୁ ନିର୍ବାଚନ ପ୍ରଚାର ଲାଗି ମାନବିକତା ଭୁଲି କୁକୁରଙ୍କ ବ୍ୟବହାର କରିବା କେଉଁ ଆଡ଼ୁ ଠିକ୍‌?…

ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍‌କୁ ବିଗାଡି ଦେଲେ ରସେଲ

ଚେନ୍ନାଇ, ୧୩ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡି ଦେଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲରମାନେ। ଆନ୍ଧ୍ରେ ରସେଲ ଏହାର ପୂରା ଶ୍ରେୟ ପାଇଁ ହକ୍‌ଦାର। ସେ ମାତ୍ର ୨ ଓଭରରେ ୧୫ ରନ୍‌ ଦେଇ ହାତେଇଛନ୍ତି ୫…

‘ପଠାନ୍‌’ ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍‌ରେ ରହିଲେ କିଙ୍ଗ୍‌ ଖାନ୍‌

ବମ୍ବେ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶୁଟିଂକୁ ରୋକି ଦିଆଯାଇଛି। ଶାହାରୁଖ ମଧ୍ୟ ନିଜକୁ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ଦୁବାଇରେ ଫିଲ୍ମର ଅଧିକାଂଶ…

୩ କୋଟିର ମାସ୍କ ପିନ୍ଧିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ବମ୍ବେ: ଶହେ କିମ୍ବା ହଜାରେ ନୁହେଁ ବରଂ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦାମୀ ମାସ୍କ ପଛର ଖାସ କଥାଟି ହେଉଛି ଏହା ହୀରା ଖଚିତ। ସମ୍ପୂର୍ଣ୍ଣ ମୁହଁକୁ ତାହା ଢ଼ାଙ୍କି ରଖିପାରୁଛି। ଏକ…

କୁକୁରର ଗୁପ୍ତାଙ୍ଗ କାଟିଦେଲେ ଦମ୍ପତି

କାନପୁର, ୧୩ା୪- ଉତ୍ତର ପ୍ରଦେଶର କାନପୁର ଜିଲାରେ ଏକ ଦମ୍ପତି ପଡ଼ୋଶୀଙ୍କ ପୋଷା କୁକୁରର ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ଆସିଛି। ରସୁଲାବାଦ୍‌ ଥାନା ଅନ୍ତର୍ଗତ ସୁଜାନପୁର ଅଞ୍ଚଳରେ ସୋମବାର ଘଟିଛି ଏହି ଘଟଣା। ଗୁରୁତର କୁକୁରକୁ ଉଦ୍ଧାର କରାଯାଇ ପଶୁ…

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ, ୧୩ା୪- କାର୍ଯ୍ୟାଳୟର କିଛି ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତର ପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଇସୋଲେଶନରେ ଅଛନ୍ତି। ମୋ କାର୍ଯ୍ୟାଳୟର କିଛି ଅଧିକାରୀ କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କିଛି ମୋ…

ହତ୍ୟା କରିଥିବା ସ୍ଥାନ ଦେଖାଇଲେ ଅଭିଯୁକ୍ତ, ଯୁବକଙ୍କ ଦରପୋଡ଼ା ମୃତଦେହ ଜବତ

କେସିଙ୍ଗା,୧୩।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ଗୋଦାମର ବୁଦା ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗାଁର ଶଶି କମ୍ପା ବୋଲି ଜଣାପଡ଼ିଛି। ସେ ଗତ ୧୧ ତାରିଖରୁ ନିଖୋଜ ଥିଲେ।…

ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ

ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟାରେ ୫୫ ସେକେଣ୍ଡର ଟ୍ରିଜରକୁ ଦେଖି ସାରିଛନ୍ତି ହଜାର ହଜାର ଭ୍ୟୁୟର୍ସ।…

ଫେରିଲେ ଡି’କକ୍‌ , ବାଦ୍‌ ପଡ଼ିଲେ ଲିନ

ଚେନ୍ନାଇ, ୧୩ା୪- ଚେପକ ଷ୍ଟାଡିୟମର ପିଚ୍‌ ସ୍ପିନରଙ୍କୁ ସୁହାଇବ। ଏହାକୁ ଦୃଷ୍ଟିରେ ରଖି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳରେ ସ୍ଥାନ ପାଇଛନ୍ତି ଏକାଧିକ ସ୍ପିନର।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri