ଶଶି ଥରୁରଙ୍କୁ ଆସିଥିଲା ଫିଲ୍ମ ଅଫର୍‌, ଏହି କାରଣରୁ କରିଥିଲେ ମନା

ବଲିଉଡର ‘ଦବଙ୍ଗ ଖାନ’ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଛନ୍ତି। ସେ ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ ନୂଆ ଚେହେରାକୁ ସ୍ଥାନ ଦେବାକୁ ପସନ୍ଦ କରନ୍ତି । ଖୁବ କମ ଲୋକ ଜାଣନ୍ତି ଯେ ସେ ମଧ୍ୟ ତାଙ୍କର ଜଣେ ଚଳଚ୍ଚିତ୍ରରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ନେବାକୁ କରିବାକୁ ଚାହୁଁଥିଲେ। ତେବେ ଥରୁର ଏହି ଭୂମିକା କରିବାକୁ ମନା କରିଦେଇଥିଲେ।
ଏକ ସାକ୍ଷାତକାର ସମୟରେ ଶଶି ଥରୁର କହିଥିଲେ ଯେ, ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ଏକ ଅଫର ମିଳିଥିଲା। ସେ ତାଙ୍କ ବନ୍ଧୁଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ବନ୍ଧୁ ତାଙ୍କୁ କହିଥିଲେ ଯେ, ଯଦି ସେ ନିକଟ ବର୍ଷରେ ଦେଶର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ଏହି ଭୂମିକା କର ନାହିଁ। ଏହା ପରେ ସେ ଫିଲ୍ମରେ ଏହି ଭୂମିକା କରିବାକୁ ମନା କରିଦେଇଥିଲେ। ରାଜନୀତିରେ କାମ ଅଧିତ୍କ, ତେଣୁ ସେ ଚଳଚ୍ଚିତ୍ର ଆଡକୁ ଫେରିବା ନିଷ୍ପତ୍ତି ପ୍ରତ୍ୟାହାର କରିନେଲେ ବୋଲି ଥରୁର କହିଛନ୍ତି।
ବିଗ ବସ ଓଟିଟି ଶେଷ ହେବା ପରେ ବିଗ ବସ ୧୫ ଆରମ୍ଭ ହେବ। ଏଥିରେ ହୋଷ୍ଟ କରିବେ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବ। ବିଗ ବସ ବ୍ୟତୀତ ସଲମାନ ଖାନ ଏବେ ‘ଟାଇଗର ୩’ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସଲମାନ କିକ ୨ ଏବଂ ଭାଇଜାନ ଫିଲ୍ମରେ ମଧ୍ୟ ନଜର ଆସିବେ। ସଲମାନ ଟାଇଗର-୩ ର ଶୁଟିଂ ପାଇଁ ନିକଟରେ ରୁଷିଆ ଯାଇଥିଲେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ତାଙ୍କ ସହ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିଣୁଛି କାଜଲ ଅଗ୍ରଓ୍ବାଲଙ୍କ ଅନ୍ତରଙ୍ଗ ଫଟୋ

ବଲିଉଡ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଲକ୍‌ଡାଉନ ସମୟରେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ। ଫଟୋରେ ଅବଶ୍ୟ...

ସ୍ବାମୀଙ୍କ ପାଇଁ ୨୦ କୋଟି ଟଙ୍କାର ବଙ୍ଗଳା କିଣିଲେ ଏହି ଅଭିନେତ୍ରୀ

ଦକ୍ଷିଣ ସିନେମାର ସୁନ୍ଦର ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିଭନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୟନତାରାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା।...

ବଲିଉଡ୍‌ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ମୁମ୍ବାଇ,୧୧।୭: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା...

୧୨ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ କେବଳ ଏକାଠି କାମ କରିଛନ୍ତି ତା’ନୁହଁ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ...

ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ...

ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…

ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...

ମା’ ହେଲେ ଅଭିନେତ୍ରୀ

ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ...

ଭାରତୀୟ ଫିଲ୍ମ ମହୋତ୍ସବରେ ତ୍ରିରଙ୍ଗା ଉଡାଇବେ ଅଭିଶେକ ବଚ୍ଚନ, କପିଲ ଦେବ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଓ ପୂର୍ବତନ କ୍ରିକେଟ କ୍ୟାପଟେନ କପିଲ ଦେବ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ...

Advertisement
Archives

Model This Week