Home Left

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି ସିରିଏଲ୍‌ ଓ ବିଜ୍ଞାପନ ଶୁଟିଂ ଉପରେ ପୁଣି ଥରେ ରୋକୋ ଲଗାଯାଇଛି। କିନ୍ତୁ ଏହାରି…

ସିଜିନ୍‌ର ପ୍ରଥମ ବିଜୟରେ ଆତ୍ମବିଭୋର ମୁମ୍ବାଇ ଅଧିନାୟକ: ବୋଲର୍‌ଙ୍କୁ ନେଇ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ ଜିତିଛି। ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ଦଳ ୧୫୨ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ କୋଲକାତା…

ମାସେ ପାଇଁ ସ୍ଥଗିତ ହେଲା ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୋପାଳ,୧୪।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ମାସେ ପାଇଁ ସ୍ଥଗିତ ରଖାଯାଇଛି।…

ସୁଶାନ୍ତ ସିଂଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ର ଟିଜର ରିଲିଜ୍‌

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନାହିଁ। ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି। ଏହାରି ମଧ୍ୟରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ…

ଗରମରୁ ରକ୍ଷା ପାଇଁ ଛୁଆ ହାତୀ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଛୁଆ ପାଣିକୁଣ୍ଡରେ ପଶି ବୁଡ଼ୁଥିବା ଦେଖିବାକୁ ମିଳୁଛି।…

ବେଲଗାମ୍‌ କରୋନା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଫିସର ସଂକ୍ରମିତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶରେ କରୋନା ରେକର୍ଡ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଗୋଟିଏ ଦିନରେ ୧୮ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଲକ୍ଷ୍ନୌରୁ ସର୍ବାଧିକ ୫,୩୦୦ ଓ ପ୍ରୟାଗରାଜରୁ ୧୮୦୦ ରହିଛନ୍ତି। ଇତିମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର…

ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍‌ କରିଥିଲେ ରିଆ, ପ୍ରତିଶୋଧ ନେବାପାଇଁ…

ବମ୍ବେ: ଦୀର୍ଘ ଏକ ବର୍ଷ ଧରି ବିବାଦରେ ଫସି ରହିଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ, ପରେ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲଦଣ୍ଡ ଭୋଗିଛନ୍ତି ସେ। ନିକଟରେ ସେ ଜାମିନରେ…

ଦାମୀ ଜୋତା ପିନ୍ଧନ୍ତି ରଣବୀର କପୁର: ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ଅଭିନୟ ସାଙ୍ଗକୁ ନିଜର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହା ତାଙ୍କର ଏୟାରପୋର୍ଟ ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। କପୁର ପରିବାରର ଉତ୍ତରାଧିକାରୀ ରଣବୀର ମହଙ୍ଗା ଗ୍ୟାଜେଟକୁ ମଧ୍ୟ ବହୁତ ଭଲ ପାଆନ୍ତି।…

ତିନୋଟି ବିବାହ କରିଛନ୍ତି ଶାହିଦଙ୍କ ମା’; ଏବେ ବଖାଣିଲେ ଦୁଃଖ

ବମ୍ବେ: ଏକାଧିକ ଥର ପ୍ରେମରେ ପଡ଼ିବା କି ଏକାଧିକ ବିବାହ କରିବା ବଲିଉଡ୍‌ କଳାକାରଙ୍କ ପାଇଁ ନୂଆ କଥା ନୁହେଁ। ହେଲେ କିଛି ସେଲିବ୍ରିଟି ବାଧ୍ୟହୋଇ ସମ୍ପର୍କ ତୁଟାଇ ଆଗକୁ ବଢ଼ିଛନ୍ତି। ସେଭଳି ଜଣେ ହେଲେ ଅଭିନେତା ଶାହିଦ କପୁର ଏବଂ…

ଅଖିଳେଶ କରୋନା ଆକ୍ରାନ୍ତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ସକାଳେ ଅଖିଳେଶ ଟୁଇଟ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ଅଖିଳେଶ ନିଜକୁ ହୋମ୍‌ ଆଇସୋଲେଶନ୍‌ କରିନେଇଛନ୍ତି।…

ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ

ମୁମ୍ବାଇ,୧୪ା୪: ମହାରାଷ୍ଟ୍ରରେ କରୋନା ଭୂତାଣୁର ଉଗ୍ରରୂପକୁ ଦେଖି ‘ଜନତା କର୍ଫ୍ୟୁ’ ଜାରି କରିଛନ୍ତି ଉଦ୍ଧବ ସରକାର। ମଙ୍ଗଳବାର ୬୦,୨୧୨ ସଂକ୍ରମିତ ହୋଇଥିବାବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ କଟକଣା ଘୋଷଣା…

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ ଓ ଶେଷ ବର୍ଷ ଛାତ୍ରଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି। ଏହାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri