Home Left

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉତ୍ତର ଜାମାଇକାର ଲୁସିଆସ୍ଥିତ ଏକ ହସ୍ପିଟାଲରେ ରବିବାର ସେ…

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୭ ମୃତ

ଡେରାଡୁନ, ୩୧।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଶିଳାଖଣ୍ଡ ଖସି ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି ବିପର୍ଯ୍ୟୟ…

ଅତ୍ୟଧିକ ଚିନ୍ତା ବଢ଼ାଏ ମେଦ

ମେଦ ବା ଓଜନ ବୃଦ୍ଧି ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଅସନ୍ତୁଳିତ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ହେଲେ ଏହି ତାଲିକାରେ ନିକଟରେ ଏକ ନୂଆ କଥାକୁ ସାମିଲ କରାଯାଇଛି। ତାହା ହେଲା ଅତ୍ୟଧିକ ଚିନ୍ତା। ଯଦି ଜଣେ ବ୍ୟକ୍ତି…

ଏମାନଙ୍କୁ ରସୁଣ ଖାଇବା ମନା

ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ ସୁଫଳ ବା ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍‌ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ…

ଅଣ୍ଟା ବ୍ୟଥା ହେଉଥିଲେ..

ଅଣ୍ଟା ବ୍ୟଥା ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଏଥିରୁ କେତେକାଂଶରେ ଆରାମ ମିଳିଥାଏ। ପ୍ରଥମ କଥା ହେଲା, ଯଦି ଆପଣ ଏପରି ସ୍ବାସ୍ଥ୍ୟ ସମସ୍ୟା…

କର୍ନଲ ଏସ୍‌ଡିଏମ୍‌ଙ୍କୁ ସମର୍ଥନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୩୧।୮: ହରିୟାଣାର କର୍ନଲ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ମୁଣ୍ଡ ଫଟାଇବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ବିବାଦ ଘେରକୁ ଆସିଛନ୍ତି। ଏସ୍‌ଡିଏମ୍‌ ଆୟୁଷଙ୍କ କଠୋରତାକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ସମର୍ଥନ କରିଛନ୍ତି।…

ବଡ଼ ବଡ଼ ଆଖିରେ ଚାହିଁ ଏମିତି ଜିଭ ବୁଲାଉଛି ଏଣ୍ଡୁଅ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ରଙ୍ଗୀନ ଏଣ୍ଡୁଅକୁ ଦେଖିବାକୁ ମିଳୁଛି। ଯାହାକୁ ବହୁରୂପି ଏଣ୍ଡୁଅ…

ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ଗଲା ପରିବାରର ୧୦ ଜୀବନ

କାବୁଲ,୩୦ା୮: କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ବର୍ଷୀୟା ଶିଶୁଙ୍କଠାରୁ ଆରମ୍ଭ କରି ୪୦ ବର୍ଷ ବୟସର ନାଗରିକ ରହିଛନ୍ତି।…

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ, ୩୦।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପଥରଖଣ୍ଡ ଖସି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି…

ବୁଲିବାକୁ ଆସି ସମୁଦ୍ରରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୩୦।୮(ଡି.ଏନ.ଏ.): ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ବାଲେଶ୍ୱର ସ୍ଥିତ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ଭାସି ଯାଇଛନ୍ତି। ସାଥୀଙ୍କ ସହିତ ସମୁଦ୍ରରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ହାଓ୍ବଡ଼ା ଅଞ୍ଚଳର ସୈକତ ଦତ୍ତ(୧୬)।…

ଓଡ଼ିଆ ଝିଅ ପାଇଲେ ମେକ୍‌ଅପ୍‌ କଳାକାର ଟାଇଟଲ

ସମ୍ବଲପୁର,୩୦ା୮(ବ୍ୟୁରୋ): ସମ୍ବଲପୁର ଝିଅ ମନିଶା ପଣ୍ଡା ଶ୍ରେଷ୍ଟ ମେକ୍‌ଅପ୍‌ କଳାକାର ଟାଇଟଲ ହାସଲ କରିଛନ୍ତି। ଗୋଆରେ ଭିକୋନେଟ ଷ୍ଟାର ଇଭେଣ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ମନିଶା ବିଜୟୀ ହୋଇଛନ୍ତି। ରବିବାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବା ସହ ପୁରସ୍କାର…

ଟିକା ନେବାକୁ ଆସି ଭାଙ୍ଗିଲେ କବାଟ, ରେଲିଂ

କବିସୂର୍ଯ୍ୟନଗର,୩୦ା୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମେଡିକାଲରେ ସୋମବାର ପ୍ରଥମ, ଦ୍ୱିତୀୟ ଡୋଜ୍‌ ଟିକା ନେବା ଲାଗି ପ୍ରବଳ ଭିଡ ହୋଇଥିଲା। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇଥିଲା। ଏଥିଲାଗି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଗୁଆ ଭିଡ ଜମାଇଥିଲେ। ଆବଶ୍ୟକ ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?