ସିଲ୍ଭର ସିଟି ବୋଟ୍ କ୍ଲବ ଲୋକାର୍ପିତ
କଟକ ଅଫିସ,୧୫ା୪: କଟକ ମାତାମଠସ୍ଥିତ ସିଲ୍ଭର ସିଟି ବୋଟ୍ କ୍ଲବ ବୁଧବାର ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ପ୍ଲାଟ୍ଫର୍ମରେ ଲୋକାର୍ପଣ କରି କହିଛନ୍ତି, ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ସଂଯୋଗ କରିବା ପାଇଁ ଆମେ ଚିହ୍ନଟ…
ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ
ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦ କୋଟି ଲୋକଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ, ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ଓ କୃଷିକୁ ଏହା ଗଭୀର…
ହିଂସ୍ର ହେଉଛି ଇସ୍ଲାମୀୟ ଆନ୍ଦୋଳନ
ଇସ୍ଲାମାବାଦ/ଲାହୋର, ୧୫।୪: ଇସ୍ଲାମୀୟ ନେତାଙ୍କ ଗିରଫଦାରି ପ୍ରତିବାଦରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆନ୍ଦୋଳନ କ୍ରମଶଃ ହିଂସ୍ର ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପାକ୍ ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି। ଏଥିସହିତ ହିଂସାକାଣ୍ଡ ପାଇଁ ଦାୟୀ କଠୋରପନ୍ଥୀ ଇସ୍ଲାମୀୟ ସଂଗଠନ…
ଦୁଇଦିନ ଝଡ଼ବର୍ଷା: ୧୮ରୁ ବଢ଼ିବ ତାତି
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ତାତିର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ତଳେ ରହୁଛି। ଆସନ୍ତା ୩ ଦିନ ଯାଏ ତାତି ବଢ଼ିବ ନାହିଁ। ୧୫ ଏବଂ ୧୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ…
ଦିଦିଙ୍କୁ ‘ସଂସ୍କାର’ ପାଠ ପଢାଇଲେ ସ୍ମୃତି
କୋଲକତା,୧୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଦେଶରେ କରୋନା ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଥିଲେ।…
ମହାରାଷ୍ଟ୍ର ରାସ୍ତାରେ ୟୁପି, ଛତିଶଗଡ଼
ମୁମ୍ବାଇ/ନୂଆଦିଲ୍ଲୀ,୧୫ା୪: କରୋନା ଭାଇରସ୍ ପୁଣି ଭାଙ୍ଗିଛି ନୂଆ ମାମଲାର ଦୈନିକ ରେକର୍ଡ। ଭାରତରେ ଦୈନିକ ସଂକ୍ରମଣ ୧,୮୪,୩୭୨ ଛୁଇଁଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୩,୮୨୫ରେ ପହଞ୍ଚିଛି। ଏହାସହ ସକ୍ରିୟ ମାମଲା ୧୩ ଲକ୍ଷ ଟପିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
୪୭ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭର୍ଚୁଆଲ ମୋଡରେ ଗୁରୁତର ରୋଗୀଙ୍କ ପରିବହନ ପାଇଁ ୪୭ଟି ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉନ୍ନତମାନର ଜୀବନ ସୁରକ୍ଷା…
କରୋନା ନେଲା ଆଉ ୨ ଜୀବନ: ରାଜ୍ୟରେ ୧୯୩୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ମହାମାରୀ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫ରେ…
କ୍ୟାନ୍ସର ହସ୍ପିଟାଲ ପାଇଁ ଏମ୍ଓୟୁ ସ୍ବାକ୍ଷରିତ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟ ସରକାର ଦୁଇଟି କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରଥମ ଏମ୍ଓୟୁ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍ଚୀ ଏବଂ ଶଙ୍କର କ୍ୟାନ୍ସର…
ହାଇଦର ଖସିଲେ, ଅଯୋଗ୍ୟ ବସିଛନ୍ତି ମୁଣ୍ଡରେ
ଭୁବନେଶ୍ୱର,୧୫ା୪: ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ବିହାର ଭଳି ଓଡ଼ିଶାରେ ବହୁ କୁଖ୍ୟାତ ଅପରାଧୀ ନାହାନ୍ତି। ଆମ ରାଜ୍ୟରେ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ମାତ୍ର ହାତଗଣତି ୮ରୁ ୧୦ଜଣ କୁଖ୍ୟାତ ଅପରାଧୀ ଅଛନ୍ତି। ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟରେ ୨୦୧୨ରେ ସ୍ବତନ୍ତ୍ର ଟାସ୍କ…
ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା
ରିଆଲିଟି ଶୋ’ ‘ବିଗ୍ ବସ୍’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍ ଅଫ୍ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍ରେ କାମ କରିବା…
ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..
ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ…
Archives


