ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା
ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର ଆସିବେ। ତେଣୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର। ଅଭିନେତ୍ରୀ ଆଲିଆ…
ଚାଇନାର ଏହି ଫଳ ରାମବାଣ ଭଳି କାମକରେ
କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ ତାଓ କୁହାଯାଏ। ତେବେ ବିଭିନ୍ନ ଦେଶ ତଥା ଜାପାନ, ଇଟାଲି, ନ୍ୟୁଜିଲାଣ୍ଡରେ ଏହି ଫଳର…
ପାଣି ପିଆଉ ଥିବା ବେଳେ ବୋତଲକୁ ଝାମ୍ପି ନେଲା ମାଙ୍କଡ, ଆଉ ତା ପରେ…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ମାଙ୍କଡକୁ ବୋତଲରେ ପାଣି ପିଇବାକୁ ଦେଉଥିବା ବେଳେ…
ପୁଣି ମ୍ୟାଚ୍ ହାତଛଡ଼ା କଲା ହାଇଦ୍ରାବାଦ
ଚେନ୍ନାଇ,୧୭।୪: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନବମ ମୁକାବିଲାରେ ହାଇଦ୍ରାବାଦ ବିଜୟ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ…
ପଶ୍ଚିମବଙ୍ଗ ଭୋଟ: ବନ୍ଧୁକ ଧରି ବୁଲିଲେ ପ୍ରାର୍ଥୀ
କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶନିବାର ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ୭୮.୩୬ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ୍ ଅଫତାବ ସୂଚନା ଦେଇଛନ୍ତି। ଜଲପାଇଗୁଡ଼ିରେ ସର୍ବାଧିକ ୮୧.୭୩ ପ୍ରତିଶତ…
ଟ୍ରକ୍ କଣ୍ଟେନରରେ ମହିଳାଙ୍କୁ ୨୧ ଦିନ ରଖି ବଳାତ୍କାର
ନୟାଗଡ଼ ଅଫିସ,୧୭।୪: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଖୁଲୁଡା ବଜାରରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇ ଏକ ଟ୍ରକ୍ କଣ୍ଟେନରରେ ୨୧ ଦିନ ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କୁ ୪ ଥର ବଳାତ୍କାର କରାଯାଇଥିବା ନୟାଗଡ଼…
କୁମ୍ଭ ମେଳା ବନ୍ଦ ଘୋଷଣା କଲା ଜୁନା ଆଖଡ଼ା
ହରିଦ୍ୱାର, ୧୭।୪: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ହରିଦ୍ୱାର କୁମ୍ଭମେଳାକୁ କେବଳ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ଏହାର କିଛି ସମୟ ପରେ ଦେଶର ଅନ୍ୟତମ ଶୀର୍ଷ ସନ୍ଥ ସ୍ବାମୀ ଅବଧେଶାନନ୍ଦ ଗିରି…
ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ
କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍ସିବିରୁ ଚମ୍ପଟ ମାରିବା ପରେ ହାଇଦର ତାଙ୍କର ଯେଉଁ ତିନି ପ୍ରେମିକାଙ୍କ ସହ ମୋବାଇଲ୍ରେ କଥା…
ସନ୍ରାଇଜର୍ସ ଆଗରେ ୧୫୧ ରନ୍ର ଟାର୍ଗେଟ୍
ଚେନ୍ନାଇ,୧୭ା୪: ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୪ ତମ ସଂସ୍କରଣର ନବମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ ନିଦ୍ଧାରିତ ୨୦ ଓଭରରେ ୫…
ଶିକାର କରି ଭୟରେ ଖାଇ ପାରିଲେନି ମାଂସ
ନାକଟିଦେଉଳ,୧୭ା୪: ନାକଟିଦେଉଳ ବନାଞ୍ଚଳ ଅଧୀନ ମୁଷାକାନୀ ଗ୍ରାମରୁ ଶନିବାର ଏକ ହରିଣର ମୃତଦେହ ଜବତ ହୋଇଛି। ସକାଳେ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ହରିଣ ପଡ଼ିଥିବା ଦେଖି ନାକଟିଦେଉଳ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ଅନ୍ୟ କର୍ମଚାରୀ ପହଞ୍ଚତ୍…
ବ୍ୟାଟିଂ କରିବ ମୁମ୍ବାଇ
ଚେନ୍ନାଇ,୧୭ା୪- ଆଇପିଏଲ୍ର ୧୪ ତମ ସଂସ୍କରଣର ଶନିବାର ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଚ୍କୁ ଦେଖି ଅଧିନାୟକ ଶର୍ମା ଏଭଳି ନିଷ୍ପତ୍ତି ନେଇଛନ୍ତି।…
ଦିଲ୍ଲୀରେ ୨୪ ହଜାର କରୋନା ପଜିଟିଭ: ଚିନ୍ତାବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୭।୪: କଟକଣା ସ୍ବତ୍ତ୍ୱେ ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି। ଶନିବାର ଗୋଟିଏ ଦିନରେ ଦିଲ୍ଲୀରେ ୨୪ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର…
Archives


