ଖୋଲା ବଜାରରେ କରୋନା ଟିକା ମିଳୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଖୋଲା ବଜାରରେ କରୋନା ଟିକା ମିଳୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ମିଳିଲେ ସାଧାରଣ ବର୍ଗର ଲୋକେ ଏହାକୁ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
କରୋନା ମୁକାବିଲା କରିବାକୁ ଏହି ଜିନ୍ ଚିହ୍ନଟ, ଜାଣନ୍ତୁ ଗବେଷଣାରୁ ଜଣାପଡ଼ିଲା ଏପରି ତଥ୍ୟ
ଓ୍ବାଶିଂଟନ,୧୭।୪: ଭାରତୀୟ ମୂଳ ବୈଜ୍ଞାନିକଙ୍କ ନେତୃତ୍ୱରେ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ କରୋନା ଭୂତାଣୁର ମୁକାବିଲା କରିବାରେ ଏକ ସଫଳତା ହାସଲ କରିଛନ୍ତି। ସେମାନେ ମାନବ ଜିନ୍ର ଏକ ଗୋଷ୍ଠୀ ଚିହ୍ନଟ କରିଛନ୍ତି। ଯାହା କରୋନା ସୃଷ୍ଟି କରୁଥିବା SARS-Cove-2 ଭୂତାଣୁ…
ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’
ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା ପରେ ତାଙ୍କ ମା’ କ୍ଷେତ୍ରମଣିଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ସେ ମଧ୍ୟ…
ଚେତାଇଲେ ପୋଲିସ କମିଶନର: କାମ ନ ଥାଇ କର୍ଫ୍ୟୁ ବେଳେ ଘରୁ ବାହାରିଲେ…
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲା ସମେତ ଅନ୍ୟ ୨୦ ଜିଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଶନିବାର ରାତି ୯ଟାରୁ…
ସରିଲା ନିର୍ବନ୍ଧ, ଖୁବ୍ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ସୁଗନ୍ଧା-ସଙ୍କେତ
ବମ୍ବେ: ହାତକୁ ଦୁଇ ହାତ ହେବେ ଲୋକପ୍ରିୟ କମେଡିଆନ୍ ସୁଗନ୍ଧା ମିଶ୍ରା। ପେସାରେ ଡାକ୍ତର ତଥା କମେଡିଆନ୍ ଭାବେ ଜଣାଶୁଣା ସଙ୍କେତ ଭୋସଲେଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ନିର୍ବନ୍ଧ ସରିଛି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି…
ଅନ୍ଲାଇନ୍ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ
ଯୁକ୍ତରାଷ୍ଟ୍ର ଆମେରିକାର ନିକ୍ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ ଅନ୍ଲାଇନ୍ରେ ସେଓ ବି ମଗାଇଥିଲେ। ମାତ୍ର ତାଙ୍କ ନିକଟକୁ ଯେଉଁ ପାର୍ସଲ ଆସିଥିଲା ତାହା…
ଜୁନାଗଡରେ ଶଟ୍ଡାଉନର ପ୍ରଭାବ: ରାସ୍ତାଘାଟ ଖାଁ ଖାଁ
ଜୁନାଗଡ,୧୭।୪(ଡି.ଏନ୍.ଏ.): ମହମାରୀ କରୋନା ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲାର ସହରାଞ୍ଚଳରେ ସପ୍ତାହର ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି। ଏହି ୧୦ଟି ଜିଲା ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଛି। ଜିଲାର…
ଆଜି ମୁମ୍ବାଇ ବନାମ ହାଇଦ୍ରାବାଦ: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ଆଇପିଏଲ୍ ମ୍ୟାଚ୍
ନୂଆଦିଲ୍ଲୀ,୧୭।୪: ଆଇପିଏଲ୍ର ୯ମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଟିମ ଚଳିତ ସିଜିନରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି। ପୂର୍ବଥରର ଚାମ୍ପିୟନ ମୁମ୍ବାଇ କୋଲକାତାକୁ ହରାଇ ଗୋଟିଏ ବିଜୟ ହାସଲ କରିଥିଲା। ସେହିଭଳି…
ଆମ୍ବୁଲାନ୍ସକୁ ରାସ୍ତା ଦେବାପାଇଁ ଗାଡିରୁ ଓହ୍ଲାଇ ଲୋକେ କଲେ ଏମିତି: ଛୁଟୁଛି ପ୍ରଶଂସାର ସୁଅ
ଯେତେବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଏ, ପ୍ରତ୍ୟେକ ମିିନିଟ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜରୁରିକାଳୀନ ପରିସ୍ଥିତିରେ ଟ୍ରାଫିକ୍ ସର୍ବଦା ଅନୁକୂଳ ହୋଇ ନ ଥାଏ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିବାରେ ଲୋକମାନେ ଏମିତି କିଛି କରି ଦେଖାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ…
ଏବେ ପୁଣି ଖୋଜା ପଡ଼ିଲାଣି ବେଡ୍ ଆଉ ତକିଆ
ମାଲକାନଗିରି,୧୭।୪(ଡି.ଏନ୍.ଏ.): ମାଲକାନଗିରି ଜିଲାର ପ୍ରତି ପଞ୍ଚାୟତରେ ଗତବର୍ଷ ଠିକ୍ ଏହି ଦିନରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହ ପୌରପରିଷଦ, ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକରୁ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଠାରେ ରୋଗୀମାନଙ୍କ ପାଇଁ ବେଡ୍, ଚଦର, ତକିଆ, ବାଲ୍ଟି, ପାଣି…
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା; ଦେଖାଇଥିଲେ ଫିଲ୍ଡିଂରେ…
ନୂଆଦିଲ୍ଲୀ,୧୭।୪: ଆଇପିଏଲ୍-୨୦୨୧ର ଶୁକ୍ରବାର ଅନୁଷ୍ଠିତ କିଙ୍ଗ୍ସ ଲଢ଼େଇରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ ଟିମ୍। ଦଳରେ କେ.ଏଲ୍ ରାହୁଲ ଏବଂ କ୍ରିସ ଗେଲଙ୍କ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ ଥିବାରୁ…
ଅମାନିଆଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ତଥାପି ମାନୁ ନାହାନ୍ତି
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ଡ୍ରାଇଭ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ କଡ଼ାକଡ଼ି…
Archives


