ଭାରତରୁ ବିମାନ ବାତିଲ କଲା ଏହି ଦେଶ
ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ବର୍ତ୍ତମାନ ଚିନ୍ତା ବଢ଼ାଇଛି। ଏଭଳିସ୍ଥତିରେ ଭାରତରୁ ଯାଉଥିବା ସବୁ ଫ୍ଲାଇଟକୁ କାନାଡା ବାତିଲ କରିଦେଇଛି। କାନାଡା ଭାରତ ଉପରେ ୩୦ ଦିନର ବ୍ୟାନ୍ ଲଗାଇଛି। ଏପରି କି ପାକିସ୍ତାନରୁ ଯାଉଥିବା ବିମାନ ଉପରେ ମଧ୍ୟ କାନାଡା କଟକଣା…
ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ
ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ ପଢ଼ାଯିବ। ଯାହା ଫଳରେ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ର ଅଧିକ…
ରାସ୍ତା ଉପରେ ଚାଷୀଙ୍କୁ ଝୁଣି ପକାଇଲା ବାର୍ହା: ଭିଡିଓ ଭାଇରାଲ
ଭଞ୍ଜନଗର,୨୩।୪: ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ମୁଦୁଲିପଲ୍ଲୀ ଅଞ୍ଚଳରେ ଏକ ବାର୍ହା ଜନବସତି ଆଡକୁ ଚାଲିଆସିଥିଲା। ସେତିକିବେଳେ ଜମିକୁ କାମ କରିବାକୁ ଯାଇ ଘରକୁ ଫେରୁଥିଲେ ସୁବାସ ବିଷୋୟୀ। ସେ ବାର୍ହା ହାବୁଡ଼ରେ ପଡିଯାଇଥିଲେ। ବାର୍ହାଟି ସୁବାସଙ୍କୁ ରାସ୍ତା ଉପରେ ଝୁଣିି…
ପିପିଲି ଉପନିର୍ବାଚନ: ବିଶ୍ୱକେଶନ ହେଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଶେଷରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଉପରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ମୋହର ମାରିଛି। ଡେଲାଙ୍ଗବାସିନ୍ଦା ବିଶ୍ୱକେଶନ ପୁରୀ ଜିଲା ସେବା ଦଳ ମୁଖ୍ୟ। ତାଙ୍କ ବାପା…
ମୁମ୍ବାଇରେ ପହଞ୍ଚିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ
ମୁମ୍ବାଇ,୨୩।୪: ବିଶାଖାପାଟଣାରୁ ଗୁରୁବାର ବାହାରିଥିବା ‘ଅକ୍ସିଜେନ ଏକ୍ସପ୍ରେସ’ ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରରେ ପହଞ୍ଚିଛି। ଏଥିରେ ୭ଟି ଜୀବନ ରକ୍ଷାକାରୀ ମେଡିକାଲ ଗ୍ୟାସ ଭର୍ତ୍ତି ଟ୍ୟାଙ୍କ ରହିଛି। ୩ଟି ଟ୍ୟାଙ୍କର୍ସ ନାଗପୁର ଜଙ୍କଶନ ରେଲଓ୍ବେ ଷ୍ଟେଶନରେ ଅନ୍ଲୋଡ୍ କରାଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ…
ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬
ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍ କରିଛି। ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ୬୩ (୫ ଚୌକା ଓ ୨ ଛକା)…
ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ
ଭବାନୀପାଟଣା/ଫୁଲବାଣୀ,୨୩।୪: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ଅଞ୍ଚଳରେ ଶୁକ୍ରବାର ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓବାଦୀମାନେ ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ଏସ୍ଓଜି…
ରେଳ ଧାରଣାରୁ ଶିଶୁକୁ ଉଦ୍ଧାର କରିଥିବା ରେଲ୍ଓ୍ବେ କର୍ମୀଚାରୀଙ୍କୁ ମିଳିଲା ଜାଓ୍ବା ମୋଟରସାଇକେଲ
ମୁମ୍ବାଇ,୨୩।୪: ଭଙ୍ଗାନୀ ରେଲଓ୍ବେ ଷ୍ଟେଶନର ରେଳ ଧାରଣରୁ ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ଉଦ୍ଧାର କରିଥିବା ପଏଣ୍ଟସମ୍ୟାନ ମୟୂର ଶେଲକେଙ୍କୁ ଶୁକ୍ରବାର ମିଳିଛି ଏକ ନୂଆ ଜାଓ୍ବା ମୋଟରସାଇକେଲ। ଉକ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ରାତାରାତି ସୋସିଆଲ…
୧୧୯ ରନ୍ କରିପାରିଲା ନାହିଁ ପାକିସ୍ତାନ
ହରାରେ,୨୩।୪: ସିରିଜ୍ର ଦ୍ୱିତୀୟ ଟି୨୦ ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ଦରକାର ଥିଲା ୧୧୯ ରନ୍। ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ ଆଗରେ ଥିଲା ଦୃବଳ ଜିମ୍ବାଓ୍ବେ। ତଥାପି ପାରିଲା ନାହିଁ ପାକିସ୍ତାନ। ପୂରା ଦଳ ମାତ୍ର ୯୯ ରନ୍ରେ…
ନିଜଆଡୁ ବଜାର ବନ୍ଦ କଲା ବ୍ୟବସାୟୀ ସଂଘ
ଟିଟିଲାଗଡ଼,୨୩।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ଆହ୍ବାନ କ୍ରମେ ଗତ ବୁଧବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର…
ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ
ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍ ପିଛା ୪୦ ଲିଟର ଅକ୍ସିଜେନ ପ୍ରଦାନ କରିବ। ଯାହା ଫଳରେ ମେଡିକାଲକୁ ଘଣ୍ଟା ପ୍ରତି ୨,୪୦୦ ଲିଟର ଅକ୍ସିଜେନ…
ବୋଲିଂ ବାଛିଲା ପଞ୍ଜାବ
ଚେନ୍ନାଇ,୨୩।୪: ଏଠାକାର ପିଚ୍ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କୌଣସି ପରିବର୍ତ୍ତନ ହୋଇ ନ ଥିବାବେଳେ ଗୋଟିଏ…
Archives


