ଯାଁଳା ଭାଇଙ୍କୁ ବିବାହ କଲେ ଯାଁଳା ଭଉଣୀ, ଏବେ ଏକାସାଙ୍ଗରେ ହେବେ ମା
ଓ୍ବାଶିଂଟନ: ଆମେରିକାରେ ଯାଁଳା ଭଉଣୀ ଯାଁଳା ଭାଇଙ୍କୁ ବିବାହ କରିଛନ୍ତି। ବ୍ରିଟେନୀ ଏବଂ ବ୍ରାୟନା ନାମକ ଦୁଇ ଯାଁଳା ଭଉଣୀ ଦୁଇ ଯାଁଳା ଭାଇ ଜୋଶ ଏବଂ ଜେରେମୀଙ୍କୁ ବିବାହ କରିଛନ୍ତି। ଏମାନଙ୍କର ୨୦୧୭ରେ ଏକ ଟ୍ବିନ୍ସ ଫେଷ୍ଟିଭାଲରେ ସାକ୍ଷାତ ହୋଇଥିଲା।…
କରୋନା ବିପତ୍ତି ବେଳେ ସହାୟତା କରିବାକୁ ଚାହାନ୍ତି ରିଆ, ଏଭଳି ପୋଷ୍ଟ ଲେଖି କହିଲେ…
ବମ୍ବେ: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦିନ କେଇଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ପାର କରିଛି। ଏଭଳି ପରିସ୍ଥିତିରେ ବିିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନର ଅଭାବ ସହ ଔଷଧର କଳାବଜାରି…
ଏସବୁ କରନ୍ତୁ, ଆଉ ହେବନି କରୋନା…
ନୂଆଦିଲ୍ଲୀ,୨୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ କେତେକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ବ୍ୟବହାର କଲେ କରୋନାରୁ ଦୂରେଇ ହୋଇ ରହିବା ସମ୍ଭବ ହୋଇପାରିଥାଏ। ବୋଲି ଅଖିଳ ଭାରତୀୟ ବନୌଷଧି ପ୍ରଚାର ପ୍ରସାର ସଂସ୍ଥାର ମୁଖ୍ୟ…
ଲଣ୍ଡନର ନାଇଟ୍ କ୍ଲବରେ ମଦ ବିକୁଥିଲେ ଏହି ଅଭିନେତା; ପିଲାଦିନର ବନ୍ଧୁଙ୍କ ଧରିଛନ୍ତି ହାତ; କିଛି ଏମିତି…
ବମ୍ବେ: ‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର’ରୁ ଡେବ୍ୟୁ କରିଥିଲେ ଅଭିନେତା ବରୁଣ ଧଓ୍ବନ। ଚଳଚ୍ଚିତ୍ର ସୁପରହିଟ୍ ହେବା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପ୍ରଶଂସକଙ୍କ ମଧ୍ୟରେ ଚକୋଲେଟ୍ ବୟ ଭାବେ ପରିଚିତ ବରୁଣଙ୍କ ଆଜି ହାପି ବର୍ଥ ଡେ।…
ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା
ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା ଲଗାଇବା ପରେ ବିଭିନ୍ନ ପ୍ରବେଶ ପଥକୁ ବନ୍ଦ କରାଯାଇ କଡ଼ାକଡ଼ି ଯାଞ୍ଚ ଚାଲିଛି। ତେଣୁ…
ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍ମିଣ୍ଟନ୍ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ ଜିତିଥିବା ଜ୍ୱାଲା ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ହାତ ଧରିଛନ୍ତି। ଏହା ଜ୍ୱାଲାଙ୍କ ଦ୍ୱିତୀୟ…
ବିଧାନସଭା ଡିଜିଟାଇଜେଶନ ଲାଗି ୩.୮ କୋଟି ବ୍ୟୟ ଅଟକଳ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ବିଧାନସଭା ବୈଠକର ସମସ୍ତ ଆଲୋଚନାର ବିବରଣୀ ଏବଂ ବିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେଶନ କରିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମ ଉପରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର…
ଜୀବନ ଜୀବିକା ଦୋଛକିରେ ଜିଲାବାସୀ
କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି କର୍ଫୁରୁ ଏକ ପ୍ରକାର ଆରମ୍ଭ ହୋଇଛି। ସହର ମଧ୍ୟରେ ଦୋକାନ ବଜାର ବନ୍ଦ ରହିବା…
ଅନିଶ୍ଚିତତାରେ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
ଜଗତ୍ସିଂହପୁର ଅଫିସ,୨୪।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବାତିଲ କରି ଦିଆଯାଇଛି। ଆଗକୁ କେବେ ପରୀକ୍ଷା ହେବ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।…
କରୋନା ଭୟ: ସମୁଦ୍ର ଜଳପଥ ଭରସା
ମହାକାଳପଡ଼ା,୨୪।୪ (ଡି.ଏନ.ଏ.): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇଛି। ଏବେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ମାତ୍ରା ଦିନକୁଦିନ…
ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ
ସୁନ୍ଦରଗଡ଼, ୨୪।୪ (ଡି.ଏନ୍.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ନାୟକ(୪୪)ଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମଞ୍ଜୁଲତା…
ଆଜି ପୁଣି ୮ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି ପୁଣି ୮ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
Archives


