Home Left

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା। ଏହି ସ୍ପିନର (୨୪/୪)ଙ୍କ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସହଜ…

ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ନୀତିରେ ବର୍ଣ୍ଣନା…

ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ…

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍‌ ଅବସରରେ ବଡ଼ ପରଦାକୁ ଆସିବ। ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…

ଆଇପିଏଲ୍‌ରେ ଚତୁର୍ଥ ଥର ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର; ମ୍ୟାଚ୍‌ ବିଜେତା ହେବେ କି ବୋଲି…

ଚେନ୍ନାଇ,୨୧।୪: ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ପାଇଁ ଚଳିତ ଆଇପିଏଲ୍‌ ସେତେଟା ଭଲ ସାବ୍ୟସ୍ତ ହେଉନାହିଁ। ପ୍ରଥମ ତିନୋଟି ମୁକାବିଲାରେ ଦଳ ପରାଜିତ ହୋଇଛି। ଖେଳାଳି ପରିବର୍ତ୍ତନ କଲେ ସୁଦ୍ଧା ସେତେଟା ସୁଫଳ ମିଳୁନାହିଁ। ଏବେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ଚତୁର୍ଥ ମୁକାବିଲା…

ତୋଟାକୁ ଆମ୍ବ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଲୋଇସିଂହା,୨୧।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ। ସୂଚନାଯୋଗ୍ୟ, ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଦରଲ୍ଲୀପାଲି ଗାଁର ବିରଞ୍ଚି ବୁଧବାର ଭୋର୍‌ରୁ ନିଜ ତୋଟାକୁ ଆମ୍ବ…

ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର ସମ୍ପତ୍ତିରୁ ଅଧିକାର ମାଗନ୍ତୁ ବୋଲି ସେ ଚାହୁଁ ନ ଥିବା କୋର୍ଟକୁ କହିିଛନ୍ତି। ଏଣୁ…

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ

ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ ୩୧ ବର୍ଷ। ସେ ତାଙ୍କ ୬୦ ବର୍ଷୀୟ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। ଏରିକା ୨୦୦୯ରେ…

ଭୁଲ୍‌ରେ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଗଲା ଯୁବତୀଙ୍କ ଉଲଗ୍ନ ଫଟୋ, ଆଉ ତା’ ପରେ…

ଜଣେ ଟିକ୍‌ଟକ୍‌ ୟୁଜର ନିଜର ଏକ ନିଚ୍ଛକ କାହାଣୀ ଫଲୋଅର୍ସସମାନଙ୍କ ସହ ଶେୟାର କରିଛନ୍ତି। ବେଥ୍‌ନୀ ମାର୍ଗେରିଟ୍‌ ନାମକ ଜଣେ ଯୁବତୀ ଭୁଲ୍‌ରେ କେମିତି ତାଙ୍କର ନଗ୍ନ ଫଟୋ ଫ୍ୟାମିଲି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଚାଲିଯାଇଥିଲା ସେ ବିଷୟରେ କହିଛନ୍ତି। ଏହା ପରେ…

ଏକଦା ସେହ୍ବାଗଙ୍କୁ କହିଥିଲେ ‘ଭାଇ ମୋ ଦରମା ବଢ଼ାଇଦିଅ’; ଏବେ ଆଇପିଏଲ୍‌ର ଶ୍ରେଷ୍ଠ ବୋଲର୍‌

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ କ୍ୟାପିଟାଲ୍ସର ଅନୁଭବୀ ଲେଗ୍‌ ସ୍ପିନର ଅମିତ ମିଶ୍ରା ମଙ୍ଗଳବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନିଜର ସ୍ପେଲ୍‌ରେ ସେ ୨୪ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ…

ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ” ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ଅପାର କରୁଣାରୁ କରୋନା ସଙ୍କଟ…

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା

କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ସୂଚନା ଦେଇଛନ୍ତି। କଟକ ରେଳ ଷ୍ଟେଶନରେ ଆର୍‌ଟିପିସଆର ଟେଷ୍ଟ ବେଳେ ୧୩ ଜଣ କୁମ୍ଭମେଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri