Home Left

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ…

ବିନା ଗ୍ଲିସେରିନରେ କାନ୍ଦି ପକାଉଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ରେ ମୌସୁମୀ ଚାଟାର୍ଜୀ ୭୦ ଏବଂ ୮0 ଦଶକରେ ଅଭିନେତ୍ରୀ। ତାଙ୍କ ରୋମାଣ୍ଟିକ ଅଭିନୟ ପାଇଁ ସେ ଦର୍ଶକଙ୍କୁ ପାଗଳ କରିଦେଉଥିଲେ। ୨୬ ଏପ୍ରିଲ ୧୯୫୩ରେ ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ।୧୯୬୭ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳା ଚଳଚ୍ଚିତ୍ର ‘ବାଳିିକାବଧୂ’ରୁ ଅଭିନୟ…

ମାତ୍ର ୧୭ ବର୍ଷରେ ୨ ସନ୍ତାନର ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହିନ୍ଦୀ ସିନେମାରେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବ। ଏମିତି ଏକ ଚଳଚ୍ଚିତ୍ର ହେଉଛି ୧୯୭୫ର ‘ଶୋଲେ’। ଏହି ଚଳଚ୍ଚିତ୍ରରେ ମାଉସୀ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ଲୀଲା ମିଶ୍ର।…

ଥାଇରଏଡ୍‌ ଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ଥାଇରଏଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଫଳ, ପନିପରିବାର ଏବଂ ମାଛ ରହିଛି। ସବୁଠୁ ଉପକାରୀ କଦଳୀ। ପ୍ରତିଦିନ କଦଳୀ ଖାଇଲେ ଥାଇରଏଡ୍‌ ନିୟନ୍ତ୍ରଣରେ ରହିଥାଏ। ଆପଣ ଚାହିଁଲେ ସମ୍ବର, ତରକାରୀ, ରାଇତା ଏବଂ ଅନ୍ୟ ପନିପରିବା ସହ କଦଳୀ ବ୍ୟବହାର…

ଦୁଇ ଇଞ୍ଚର ତ୍ରୁଟି ହାଇଦ୍ରାବାଦ ହାତରୁ ଛଡ଼ାଇ ନେଲା ମ୍ୟାଚ୍‌

ଚେନ୍ନାଇ, ୨୫।୪: ପୁଣି ଥରେ ଚେନ୍ନାଇରେ ଦେଖିବାକୁ ମିଳିଛି ଥ୍ରିଲର ମ୍ୟାଚ୍‌। ଲୋ ସ୍କୋରିଂ ମ୍ୟାଚ୍‌ ସାଙ୍ଗକୁ ସୁପର ଓଭରର ମଜା। ଦୁଇ ଦଳ ପାଇଁ ସୁପର ଓଭରରେ ବୋଲିଂ କରିଥିଲେ ସ୍ପିନର। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୮…

ଭାରତ ସହ ଅଛୁ: ବ୍ରିଟେନ୍‌

ନୂଆଦିଲ୍ଲୀ, ୨୫।୪: ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଭାରତରେ ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଚାଲିଥିବା ବେଳେ ଏବେ ଦୈନିକ…

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦ ଲିଟର ଅକ୍ସିଜେନ ସିଲିଣ୍ଡର। ଜାତୀୟ ରାଜଧାନୀରେ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କୁ ହସ୍ପିଟାଲ ଅକ୍ସିଜେନ ଓ…

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ନଜରରେ ଭବାନୀପୁର ଆସନ

କୋଲକାତା, ୨୫।୪: ଅଧିକ ସଂକ୍ରମଣ ବୃଦ୍ଧି ପାଇଥିବା ପଶ୍ଚିମବଙ୍ଗରେ ସୋମବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୪ ଆସନ ପାଇଁ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପୂର୍ବ ପର୍ଯ୍ୟାୟରେ ହିଂସାକାଣ୍ଡ ଘଟିଥିବାରୁ ଏଥର ବ୍ୟାପକ…

ରାଜସ୍ଥାନର ପିଛା ଛାଡୁ ନାହିଁ ସମସ୍ୟା

ମୁମ୍ବାଇ, ୨୫।୪: ହ୍ୟାଟ୍ରିକ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସର ପିଛା ଛାଡ଼ୁନାହିଁ ସମସ୍ୟା। ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ୟୁ ଟେ ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ (ଆଙ୍ଗୁଠି ଜନିତ ଆହତ…

ଏହି ୩ ଜିଲା ରହିବ ଉତ୍ତପ୍ତ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ସାରା ରାଜ୍ୟ ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛି। ୨ ଦିନ ହେଲା ରାଜ୍ୟର ଅଧିକାଂଶ ସହରରେ ତାପମାତ୍ର ୪୦ଡିଗ୍ରୀ ଉପରେ ରହୁଛି। ସକାଳ ୭ଟାରୁ ତାତି ଅନୁଭୂତି ହେଉଥିବା ବେଳେ ଅପରାହ୍ନରେ ବାହାରକୁ ବାହାରିବା କଷ୍ଟ ହୋଇପଡ଼ିଛି। ଆସନ୍ତା…

ଅକ୍ସିଜେନ ଟାଙ୍କିରେ ବିସ୍ଫୋରଣ : ୮୨ ମୃତ

ବାଗ୍‌ଦାଦ, ୨୫।୪: ଇରାକ ରାଜଧାନୀ ବାଗ୍‌ଦାଦର ଦିୟାଲା ବ୍ରିଜ୍‌ ଅଞ୍ଚଳରେ ଥିବା ଇବ୍‌ନ ଖାଟିବ୍‌ ହସ୍ପିଟାଲରେ ଶନିବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୮୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ୧୧୦ ଜଣ ଆହତ ହୋଇଛନ୍ତି। ଅକ୍ସିଜେନ୍‌ ଟାଙ୍କିରେ ବିସ୍ଫୋରଣ କାରଣରୁ…

ସ୍ବର୍ଗଦ୍ୱାରରେ ମୃତଦେହ ଦାହ କରିପାରିବେ ନାହିଁ ଅନ୍ୟ ଜିଲାବାସୀ

ପୁରୀ ଅଫିସ,୨୫ା୪: ପୁରୀ ସହର ଓ ଜିଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ କଟକଣା ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି କଟକଣା ୨୬ ତାରିଖରୁ ଲାଗୁ ହେବ। କଟକଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri