Posted inଜାତୀୟ

ଭର୍ଚୁଆଲରେ ରାମଲିଳା ଦର୍ଶନ

ଅଯୋଧ୍ୟା,୧୨ ।୯: ଚଳିତ ବର୍ଷ ଅଯୋଧ୍ୟାରେ ରାମଲିଳା ଦେଖିବାକୁ ସାଧାରଣ ଜନତାଙ୍କୁ ମନା । ଭର୍ଚୁଆଲରେ ଏଥର ହେବ ରାମଲିଳା । ଦୂରଦର୍ଶନ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯିବ । ରାମଲିଳା କମିଟିର ସଭାପତି ସୁବାସ ମଲିକ କହଛନ୍ତି ଚଳିତ ବର୍ଷ ରାମଲିଳା ଭର୍ଚୁଆଲି ହେଉଥିବା ବେଳେ ଏଥିରେ ବିଭିନ୍ନ ଚରିତ୍ରରେ ୩୫ ଜଣ ସିନେ କଳାକାର ଭାଗନେବେ । ଏହାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯିବ । ରାମଲିଳା ଅକ୍ଟୋବର ୬-୧୫ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ, ସଭାପତି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ଆମ ହାତରୁ ଖସିଯାଇପାରେ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବ ପରେ ହୁଏତ କେହି ବଡ ବଡ କଂଗ୍ରେସ ନେତା ଏହା ଉପରେ ପ୍ରତିକ୍ରିୟା ରଖି ନ ଥିଲେ।...

ମଞ୍ଚ ଉପରେ କଂଗ୍ରେସ ସମର୍ଥକ ନେତାଙ୍କୁ ଆକ୍ରମଣ କଲେ ବାଘେଲଙ୍କ ସମର୍ଥକ

ରାୟପୁର,୨୪ ।୧୦: ଛତିଶଗଡ଼ର ଜଶପୁରରେ ରବିବାର କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସିଂହଦେବ ଓ ବାଘେଲ ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଯାଇଛି । ତାହା ପୁଣି ମଞ୍ଚ...

କର୍ନଲ ଏସ୍‌ଡିଏମ୍‌ଙ୍କୁ ସମର୍ଥନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୩୧।୮: ହରିୟାଣାର କର୍ନଲ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ମୁଣ୍ଡ ଫଟାଇବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଏସ୍‌ଡିଏମ୍‌ ଆୟୁଷ ସିହ୍ନା...

କିଛି ସପ୍ତାହ ଲକ୍‌ଡାଉନ୍‌ ଏବେ ଭାରତରେ ଆବଶ୍ୟକ: ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଭାରତରେ ଲକ୍‌ଡାଉନ୍‌ ଲାଗୁ କରିବ ନେଇ ଆମେରିକା ରାଷ୍ଟ୍ରପତି ଜୋ...

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ ଯୋଜନା’ରେ ସଂଶୋଧନ: ଏବେ ୨୫ ଲକ୍ଷ ହେବେ ଉପକୃତ

ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍‌ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ...

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ

କୋଲକାତା,୭ ।୨: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣ ମୂଳ କଂଗ୍ରେସକୁ ରାଷ୍ଟ୍ରୀୟ ଦଳ କରିବାକୁ ଲାଗି ପଡିଛନ୍ତି । ଏଥିପାଇଁ ସେ...

ଲଗାତାର ୨ ଦିନ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

Advertisement
Archives

Model This Week