Home Left

ଅନଲାଇନ୍‌ ରେଜିଷ୍ଟ୍ରେଶନ ବିନା ମିଳିବ ନାହିଁ ଟିକା

ନୂଆଦିଲ୍ଲୀ,୨୫।୪ : ଟିକାକରଣ ପ୍ରକ୍ରିୟାରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ ଅନଲାଇନ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୩ୟ ପର୍ଯ୍ୟାୟ ଟିକାକରଣ ଲାଗି ହସ୍ପିଟାଲରେ କୌଣସି ରେଜିଷ୍ଟ୍ରେଶନ କରାଯିବ ନାହିଁ।…

ଅମାନିଆ ହେଉଛନ୍ତି ଫୁଡ୍‌ ଡେଲିଭରି ବୟ

ବ୍ରହ୍ମପୁର ଅଫିସ୍‌,୨୫ା୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବାକୁ ନେଇ ସହରାଞ୍ଚଳରେ ହୋଇଥିବା ସପ୍ତାହାନ୍ତ ଶଟ୍‌ଡାଉନ ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ମହାନଗରରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯିବା ସହ ଗହଳି…

ମେଡିକାଲରେ କୋଭିଡ୍‌ ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ; ଭିଡିଓ ଭାଇରାଲ

ସୁରଟ,୨୫।୪ : କୋଭିଡ୍‌-୧୯ ବିରୋଧରେ ଦିନ-ରାତି ଲଢ଼େଇ କରୁଛନ୍ତି ଦେଶର ସ୍ବାସ୍ଥ୍ୟକର୍ମୀମାନେ। ଏହାସତ୍ତ୍ୱେ କାମ ପ୍ରତି ସେମାନଙ୍କ ଭଲପାଇବା କମ୍‌ ହୋଇ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସୁରଟ ସିଭିଲ ମେଡିକାଲରେ। ଡାକ୍ତର ଓ ନର୍ସମାନେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ…

ଭାରତ ପାଇଁ ପାଣ୍ଠି ଯୋଗାଡରେ ଲାଗିପଡିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌,୨୫।୪: ଭାରତରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି ଯେ, କରୋନା ଯୁଦ୍ଧରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ସେ କହିଛନ୍ତି…

କୋହଲି, ଧୋନୀଙ୍କ କ୍ଲବରେ ରାଇନା

ମୁମ୍ବାଇ,୨୫।୪ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନା ରବିବାର ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି। ୭ମ ବ୍ୟାଟ୍ସମ୍ୟାନ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ରାଇନା। ତେବେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ ଓ…

ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଆମ୍ବୁଲାନ୍ସ ବନ୍ଧକ ରଖିଲେ ସ୍ବାମୀ

ଭୋପାଳ,୨୫।୪: କଠିନ ପରିସ୍ଥିତିରେ, ଅନେକ ଥର ଲୋକମାନେ ଠିକ୍‌-ଭୁଲ୍‌ ବିଷୟରେ ଚିନ୍ତା ନ କରି ଚମତ୍କାର କାର୍ଯ୍ୟ କରନ୍ତି। ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏମିତି ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ।…

ସିଏସ୍‌କେ ଆଗରେ ମାଟି କାମୁଡିଲା ଆରସିବି

ମୁମ୍ବାଇ,୨୫।୪ : ଲଗାତାର ବିଜୟ ସହ ଟେବୁଲ ଟପରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ଆଗରେ ମାଟି କାମୁଡି ପକାଇଛି। ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଆରସିବି ମାତ୍ର ୧୨୨ ରନ୍‌ କରିବାକୁ…

ଟ୍ରକ୍‌କୁ ଧକ୍କା ଦେଲା ରଙ୍ଗ ରୁଟରେ ଯାଉଥିବା ଆମ୍ବୁଲାନ୍ସ: ଡ୍ରାଇଭର ମୃତ

ବଡ଼ଗାଁ, ୨୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖ ୧୦ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ଝାରସୁଗୁଡ଼ା ବେଲପାହାଡ଼ର ରାଜା ଗରଡିଆ (୩୫)ଙ୍କ ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସରେ…

ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଲେ ସରକାର ଦେବେ ଖର୍ଚ୍ଚ

ଲକ୍ଷ୍ନୌ,୨୫।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଘରୋଇ କିମ୍ବା ସରକାରୀ ଡାକ୍ତରଖାନା କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିପାରିବ ନାହିଁ। ଯଦି ସରକାରୀ ଡାକ୍ତରଖାନାରେ ଶଯ୍ୟା…

କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ବାବର

ହାରାରେ,୨୫।୪ : ନିକଟରେ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବିରାଟ କୋହଲିଙ୍କୁ ପଛରେ ପକାଇଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ରବିବାର ହାସଲ କରିଛନ୍ତି ଏକ ବିଶ୍ୱ ରେକର୍ଡ। ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି…

୭୨ ଘଣ୍ଟା ପାଇଁ ବନ୍ଦ ହେଲା ରାଉରକେଲା ଇପିଏଫ କାର୍ଯ୍ୟାଳୟ

ରାଉରକେଲା,୨୫।୪: ରାଉରକେଲା ପାନପୋଷ ରୋଡରେ ଥିବା ଇପିଏଫ ଉପ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଉରକେଲା ମ୍ୟୁନିସିପାଲ କର୍ପୋରେଶନ କମିଶନର୍‌ ଦିବ୍ୟାଜ୍ୟୋତି ପରିଡ଼ା ଇପିଏଫ ଉପ ଆଞ୍ଚଳିକ କାର୍ଯ୍ୟାଳୟକୁ ୭୨ଘଣ୍ଟା ପାଇଁ ବନ୍ଦ କରିବାକୁ…

ଭାରତର ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କଲେ ଗ୍ରେଟା: କହିଲେ, ହିନ୍ଦୁସ୍ତାନକୁ ସହାୟତା କର

ଷ୍ଟକହୋମ,୨୫।୪: ସ୍ବେଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ କରୋନାର କରାଳ ରୂପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଭାରତକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତରେ କୋଭିଡ ପରିସ୍ଥିତି ବିଷୟରେ ଶୁଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri