ଅତ୍ୟଧିକ ଖର୍ଚ୍ଚ କାରଣରୁ ବାତିଲ ହେଲା ଶପଥଗ୍ରହଣ ଉତ୍ସବ

କାବୁଲ,୧୨।୯: ଆମେରିକାରେ ସଙ୍ଗଠିତ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାର ଥିଲା। ହେଲେ ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଛି।

ଅର୍ଥ ନଷ୍ଟ ନ କରିବାକୁ ତାଲିବାନ୍‌ ଏପରି ନିଷ୍ପତ୍ତି ନେଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି। ଶପଥ ଗ୍ରହଣ ସମାରୋହ ଆୟୋଜନ ସପକ୍ଷରେ ନ ଥିବା ମେଣ୍ଟ ସହଯୋଗୀଙ୍କ ଚାପରେ ତାଲିବାନ୍‌ ଏହାକୁ ବାତିଲ କରିଥିବା ମଧ୍ୟ କୁହାଯାଉଛି। ସେପ୍ଟେମ୍ବର ୧୧ରେ ତାଲିବାନ୍‌ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏ ବାବଦରେ ବିଧିବଦ୍ଧ ଭାବେ ଏହି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କୌଣସି ଘୋଷଣା କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଆର୍‌ଓ୍ବାଇ ନ୍ୟୁଜ୍‌ର ଲାଇସେନ୍ସ ରଦ୍ଦ

ଇସଲାମାବାଦ,୧୩ା୮: ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏଆରଓ୍ବାଇ ନ୍ୟୁଜ୍‌ର ଅପରେଟିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏହି ପଦକ୍ଷେପ ସହିତ...

ରଶଦ୍‌ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରାଷ୍ଟ୍ରଦୂତ ମନୋନୀତ

ଓ୍ବାଶିଂଟନ୍‌, ୧ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଶଦ୍‌ ହୁସେନଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମ୍ବାସଡର-ଆଟ୍‌-ଲାର୍ଜ ମନୋନୀତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ...

ଏପ୍ରିଲ ପରେ ଚାଇନାରେ ଏବେ ଚିହ୍ନଟ ହେଲେ ସର୍ବାଧିକ କରୋନା ସଂକ୍ରମିତ

ବେଜିଂ,୨୭।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। କରୋନା ଭାଇରସ କବଳରେ ବିଶ୍ୱର କୋଟି...

ଅର୍ଥ ସଙ୍କଟ: ଶ୍ରୀଲଙ୍କା ପୌରପରିଷଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

କଲମ୍ବୋ,୧୧।୪ : ଅର୍ଥ ଅଭାବରୁ ବାଲାଟ ପେପର ଛାପିବାରେ ଅସମର୍ଥ ହୋଇ ଶ୍ରୀଲଙ୍କାରେ ପୌରପରିଷଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସ୍ବାଧୀନତା ପରଠାରୁ...

ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍‌ କଲେ ପୋଲିସ…

ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି...

ବିଶ୍ୱବିଦ୍ୟାଳୟରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା, ମେକ୍‌ ଅପ୍‌ ନେବା ମନା

ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍‌...

ଗୃହମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼

ଇସଲାମାବାଦ୍‌,୧୧।୧: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲଙ୍କ ଉପରକୁ ଜୋତା ମାଡ଼ କରାଯାଇଛି। ସେ ପଞ୍ଜାବ ବିଧାନସଭା ସଭାର ବୈଠକ ଶେଷ ପରେ ନିଜ କାର ପାଖକୁ...

କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ…

କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍‌...

Advertisement
Archives

Model This Week