ମାତ୍ର ୨୩ ବର୍ଷରେ ଇତିହାସ ରଚିଲେ ଏହି କ୍ରିକେଟର୍: ହାସଲ କଲେ ଏମିତି ରେକର୍ଡ
ଚେନ୍ନାଇ,୨୬।୪: ଆଇପିଏଲ୍ ୨୦୨୧ରେ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି। ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ ଟେବୁଲରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି। ଦିଲ୍ଲୀର ଏହି ବିଜୟରେ ଅଧିନାୟକ ରିଷଭ ୩୭ ରନ…
ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ
ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହା ଜଳଜଳ ହୋଇ ଦିଶୁଛି। କୃଷିଭିତ୍ତିକ ସମବାୟ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ରାଜ୍ୟରେ…
ଏହି ଅପରାଧ ଯୋଗୁ ବିବାହ ବେଦୀରୁ ବରଙ୍କୁ ଉଠାଇ ନେଲେ ପୋଲିସ…
ଜଳନ୍ଧର,୨୬।୪: ପପଞ୍ଜାବରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହା ସହିତ ବିବାହ ଉତ୍ସବରେ ୨୦ ଜଣ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଜଳନ୍ଧର ଅଞ୍ଚଳରେ…
‘ଜୁନ୍ ୧୪ରୁ ମାଟ୍ରିକ ପରୀକ୍ଷା ଖବର ମିଥ୍ୟା’
ଭୁବନେଶ୍ୱର,୨୬।୪(ବ୍ୟୁରୋ): ଜୁନ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ପ୍ରଚାରିତ ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି। ମାତ୍ର ମାଟ୍ରିକ ପରୀକ୍ଷା ହେବା…
ଖୋର୍ଦ୍ଧାର ୫ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ
ଖୋର୍ଦ୍ଧା ଅଫିସ,୨୬।୪: ରେଡ୍ ଜୋନରେ ଥିବା ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲାପାଳ ଅଶୋକ ବେହୁରିଆ ଖୋର୍ଦ୍ଧା ଉପଖଣ୍ଡର ୫ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବେଗୁନିଆ ବ୍ଲକର ପୋଡାଡିହ…
୧୧୪୭ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ
କେନ୍ଦ୍ରାପଡା ଅଫିସ,୨୬।୪: ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ୧୯୭୫ରୁ ଅଙ୍ଗନୱାଡି କେନ୍ଦ୍ର ଯୋଜନା ଦେଶରେ ଆରମ୍ଭ ହୋଇଥିଲା। ଯୋଜନା ପ୍ରଣୟନକୁ ଇତିମଧ୍ୟରେ ୪୫ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି। ମହାକାଳପଡ଼ା ବ୍ଲକ…
ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ
ଯାଜପୁର ଅଫିସ,୨୫ା୪: କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର ପରିସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍ଆଇଏନ୍ଏଲ୍)ର ଅକ୍ସିଜେନ…
କୋହଲିଙ୍କ ମୁଣ୍ଡବିନ୍ଧା: ମ୍ୟାଚ୍ ହାରିଲେ, ଜରିମାନା ବି ଦେଲେ
ମୁମ୍ବାଇ,୨୬।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୬୯ ରନ୍ରେ ପରାସ୍ତ କରିଛି। କ୍ରମାଗତ ଚତୁର୍ଥ ବିଜୟ ସହ ଟେବୁଲ ଶୀର୍ଷରେ ପହଞ୍ଚିଛି ସିଏସ୍କେ। ଏହାସହ ଚଳିତ ଟୁର୍ନାମେଣ୍ଟରେ ଆର୍ସିବିର ଏହା…
ଅର୍ଥ ବ୍ୟବସ୍ଥା ସୁଧାର ପ୍ରକ୍ରିୟାରେ ବାଧା, ଚିନ୍ତା ବଢ଼ାଉଛି ସଂକ୍ରମଣ
ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମଧ୍ୟ ୨ ସପ୍ତାହ ତଳେ କହିଥିଲା ଯେ, ଭାରତର ଅଭିବୃଦ୍ଧି ୧୨.୫% ଛୁଇଁବ। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ…
ମାସ୍କ ପିନ୍ଧି ପୋଲିଂବୁଥ୍ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…
କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟିଂ ଜାରି ରଖିଛନ୍ତି। ସପ୍ତମ ପର୍ଯ୍ୟାୟରେ ୫ଟି ଜିଲାରେ…
ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍କା: ଓହରିଲେ ଏହି ଷ୍ଟାର୍ ଖେଳାଳି
ଚେନ୍ନାଇ,୨୬।୪: ସମଗ୍ର ଦେଶ ଏବେ କରୋନା ସହିତ ଲଢୁଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। କରୋନା କାରଣରୁ ଦିଲ୍ଲୀ କ୍ୟାପିଟାଲର ତାରକା ବୋଲର ଆର ଅଶ୍ୱିନ ଆଇପିଏଲ ୨୦୨୧ର ୧୪ତମ…
ଶିକାର ପାଇଁ ସୁଯୋଗ ଦେଲେ
ଭୁବନେଶ୍ୱର,୨୬।୪ (ବ୍ୟୁରୋ): ବାରମ୍ବାର ଚଢ଼ାଉ ହେଉଛି। ବିପୁଳ ପରିମାଣର ଛାଲ, ଦାନ୍ତ, ନଖ ଆଦି ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେଉଛି। ଜୀବନ୍ତ ବ୍ରଜକାପ୍ତା ଚାଲାଣ ମଧ୍ୟ ଧରାପଡୁଛି। ହେଲେ ଯେତେ ଧରିଲେ ବି ସେତେ ଚୋରା ଚାଲାଣ ହେଉଛି। ଏଥିରୁ ଜଣାପଡୁଛି…
Archives


