ବାଇକ୍କୁ ଆମ୍ବୁଲାନ୍ସ କଲେ ଯୁବ ଇଞ୍ଜିନିୟର, ଏଥିରେ ବେଡ୍ ସହ ରହିଛି ଅକ୍ସିଜେନ ସିଲିଣ୍ଡର
ଭୋପାଳ,୨୯।୪: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। କରୋନା ରୋଗୀଙ୍କ ସମ୍ପର୍କୀୟମାନେ କେଉଁଠି ଆମ୍ବୁଲାନ୍ସ ପାଉନାହାନ୍ତି ତ ଆଉ କେଉଁଠି ଅକ୍ସିଜେନ। ଏହି ଅଭାବ ଦୂର କରିବାକୁ ଜଣେ ଯୁବ ଇଞ୍ଜିନିୟର ଅଜିଜ୍ ଖାନ୍…
ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଦେଖି ପ୍ରଫେସର କହିଲେ, ମୁଁ ନେବି ନାହିଁ ଟିକା
ଚଣ୍ଡିଗଡ଼, ୨୯।୪: ଟିକା ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଯୋଗୁ ପଞ୍ଜାବର ଜଣେ ପୂର୍ବତନ ପ୍ରଫେସର ଏହି ଟିକା ପାଇବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ପ୍ରମାଣପତ୍ର ଉପରେ ଜବରଦସ୍ତ ରଖାଯାଇଛି।…
ଠିକା ସ୍ବାସ୍ଥ୍ୟ କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ ଅଧିକ ଟଙ୍କା
ଭୁବନେଶ୍ୱର,୨୯।୪(ବ୍ୟୁରୋ): କୋଭିଡ୍ ଡ୍ୟୁଟିରେ ଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଇନ୍ସେନଟିଭ୍ ମିଳିବ। ଆଉଟ୍ ସୋର୍ସ କର୍ମଚାରୀଙ୍କୁ ମାସକର ଦରମା ଅଧିକ ମିଳିବ ବୋଲି ଘୋଷଣା କରାଯାଇଛି। ସେହିପରି ଆଶା କର୍ମୀଙ୍କୁ ବି ଅଧିକ ୧୦୦୦ ଟଙ୍କା ମିଳିବ। ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ…
କରୋନା ଲଢେଇରେ ଜିତିଲେ ୮ ଦିନର ଶିଶୁ
ଗାଜିଆବାଦ,୨୯।୪:କଥାରେ ଅଛି ଯିଏ ଜିତେ, ସେ ସିକନ୍ଦର। ଏହି ଉକ୍ତିର ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଠ ଦିନର ନିରୀହ ଶିଶୁ। କରୋନା ମହାମାରୀ ସହ ଲଢେଇ କରି ସେ ଜିତିଛନ୍ତି। ଏହି ମାମଲା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଦେଶର ବିଭିନ୍ନ…
କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଏମିତି କଲେ ବର, ଖର୍ଚ୍ଚ ହେଲା…
ଜୟପୁର,୨୯।୪: ରାଜସ୍ଥାନର ଭରତପୁରରୁ ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି କନ୍ୟାଙ୍କ ସ୍ବପ୍ନ ପୂରା କରିବାକୁ ହେଲିକପ୍ଟରରେ ଶ୍ୱଶୁର ଘରେ ପହଞ୍ଚିଲେ ବର। ବିବାହ ସମ୍ପନ୍ନ ପରେ ବରକନ୍ୟା ହେଲିକପ୍ଟରରେ ଫେରି ଯାଇଛନ୍ତି। ଏହି ନିଆରା ବିବାହ ଦେଖିବାକୁ ଲୋକଙ୍କ…
ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…
ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି। ବିହାର ପାଟନାରେ ଜଣେ ୬ ବର୍ଷ ବୟସ୍କ କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ…
ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା
ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିଲା କି ଚୋରକୁ ଧରୁ ନ…
୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ନିର୍ମାଣ କରୁଛି ରିଲାଏନ୍ସ: ମାଗଣାରେ ମିଳିବ ଚିକିତ୍ସା
ମୁମ୍ବାଇ,୨୯।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଏହି କଠିନ ସମୟରେ ଭାରତକୁ ସହାୟତା କରିବାକୁ ଅନେକ ବିଶ୍ୱ ଆଗେଇ ଆସିଛନ୍ତି। ଅମ୍ଳଜାନର ଅଭାବ ଏବଂ ଡାକ୍ତରଖାନାରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ଜାମନଗରରେ ୧୦୦୦…
ଧାଓ୍ବନଙ୍କଠାରୁ ଅରେଞ୍ଜ କ୍ୟାପ୍ ଛଡାଇ ନେଲେ ଏହି ବ୍ୟାଟ୍ସମ୍ୟାନ୍: ଜାଣନ୍ତୁ ଆଇପିଏଲ୍ ପଏଣ୍ଟ ଟେବୁଲର ସ୍ଥିତି
ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି ସିଏସ୍କେ। ଏହି ବିଜୟ ସହିତ ସିଏସ୍କେ ପଏଣ୍ଟ ଟେବୁଲର…
ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍…
ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍ ହ୍ୟାଣ୍ଡେଲରୁ ଟୁଇଟ୍ କରି ଜଣାଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ…
ଇଞ୍ଜେକଶନ ଲାଗି ସିଏମ୍ଓଙ୍କ ଗୋଡ଼ ଧରିଲେ ମହିଳା: ସୋସିଆଲ୍ ମିଡ଼ିଆରେ ଭାଇରାଲ…
ଲକ୍ଷ୍ନୌ,୨୯।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଏବଂ ଇଞ୍ଜେକଶନ ସହିତ ଅନ୍ୟ ଔଷଧ ଠିକ ସମୟରେ ନ ମିଳିବାରୁ କେତେକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ…
ମଦ ବୋତଲ ସହ ଏମିତି ପୋଷ୍ଟ ଲେଖିଲେ ପ୍ରସିଦ୍ଧ କ୍ରିକେଟର୍
ମୁମ୍ବାଇ,୨୯।୪: ଆଇପିଏଲ ୧୪ତମ ସିଜିନରେ କୋଲକତା ନାଇଟ୍ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରଶେଲ ଖରାପ ଫର୍ମରେ ଅଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରଶେଲ ଚଳିତ ସିଜିନ୍ରେ ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି। ଚଳିତ ସିଜିନ୍ରେ ୩୨ ବର୍ଷୀୟ ଏହି ଅଲରାଉଣ୍ଡର…
Archives


