ରାଜଧାନୀରେ ବେକାବୁ କରୋନା: ପଟିଆ-ନୟାପଲ୍ଲୀ-ଖଣ୍ଡିଗିରିରେ ମାଡ଼ୁଛି, ଆଜି ଚିହ୍ନଟ ହେଲେ…
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୯୬କୁ ବୃଦ୍ଧି ପାଇଛି। ସେଥିରୁ ୬୯୧୩ଜଣ ଆକ୍ଟିଭ୍ କେସ…
ଫୋନ ପାସଓ୍ବାର୍ଡ ନ ଦେବାରୁ ସାଙ୍ଗକୁ ହତ୍ୟା
ନୂଆଦିଲ୍ଲୀ,୨୯।୪ : ଫୋନ ପାସଓ୍ବାର୍ଡ ଦେବାକୁ ମନା କରି ଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ପାର୍କରେ ବେକ ଚିପି ହତ୍ୟା କରିଛି ସାଙ୍ଗ। ଦିଲ୍ଲୀର ପିତମପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏହି ଘଟଣା ଗତ ୨୧ ତାରିଖରେ…
ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଇପାରିବ ନାହିଁ ଟିକା
ମୁମ୍ବାଇ,୨୯।୪: ମେ ୧ରୁ ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ହେଲେ ବର୍ତ୍ତମାନ…
ଅମାନିଆଙ୍କଠାରୁ ଆଦାୟ ହୋଇଛି ୫ କୋଟି ୨୪ଲକ୍ଷ: ଡିଜିପି
କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ କୋଭିଡ ସମ୍ପର୍କିତ ନିୟମକୁ କଡ଼ାକଡ଼ି ପାଳନ…
ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ
ନୂଆଦିଲ୍ଲୀ,୨୯।୪ : କୋଭିଡ୍-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ ଦଳ ଗୁରୁବାର ଏହାର ଫାଉଣ୍ଡେଶନ ଜରିଆରେ ୭.୫ କୋଟି ଟଙ୍କା କୋଭିଡ୍ ପ୍ରଭାବିତଙ୍କ ପାଇଁ…
ଟିକା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୯।୪(ବ୍ୟୁରୋ): ମହାମାରୀ କରୋନାକୁ ମୁକାବିଲା କରିବାକୁ ହେଲେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ହଠାତ ସଂକ୍ରମଣ ବଢ଼ିଥିବା ହେତୁ ଟିକାକରଣର ଗୁରୁତ୍ୱ ଅଧିକ ହୋଇଯାଇଛି। ଏଭଳି ସ୍ଥଳେ ଗୁରୁବାର ଟିକା ପାଇଁ ପୁଣି…
କରୋନାରେ ହାରିଗଲା ଜୀବନ: କାହା କୋଳରେ ଆଖି ବୁଜିଲେ ପୁଅ ତ କାହା ବାହୁ ବନ୍ଧନରେ ଚାଲିଗଲା ସ୍ବାମୀଙ୍କ ପ୍ରାଣ
ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକର କିଛି ଫଟୋ ଭାଇରାଲ ହେବା କ୍ଷଣି ଆଖି ଓଦା କରୁଛି। ଲୋକମାନେ ଅକ୍ସିଜେନ୍ ଏବଂ ଆବଶ୍ୟକୀୟ ଔଷଧ ନ ମିଳିବା ଯୋଗୁ ଆଖି ବୁଜୁଛନ୍ତି। ଡାକ୍ତରଖାନା…
କୋଭିଡ୍ ଓ୍ବାର୍ଡରେ ସନ୍ତାନ ପ୍ରସବ କଲେ କରୋନା ସଂକ୍ରମିତ ମହିଳା, ଅକ୍ସିଜେନ ସ୍ତର ଥିଲା ବହୁତ କମ୍
ଭୋପାଳ,୨୯।୪: ଜଣେ କରୋନା ସଂକ୍ରମିତ ମହିଳାଙ୍କଠାରେ ଅକ୍ସିଜେନ ସ୍ତର ବହୁତ କମ୍ ଥିଲା। ଫଳରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଏହି ସମୟରେ ସେ କୋଭିଡ୍ ଓ୍ବାର୍ଡରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ମା ଏବଂ ଛୁଆ…
ଆଇପିଏଲ୍ରେ ଏଭଳି କିଛି କଲେ ଧୋନୀ; ପ୍ରଶଂସକ କହିଲେ ‘ଆଉ ଦେଖିବାକୁ କିଛି ବାକି ନାହିଁ’
ନୂଆଦିଲ୍ଲୀ,୨୯।୪: କ୍ରିକେଟ ମଇଦାନରେ ମହେନ୍ଦ୍ର ସିଂହ ଧୋନୀ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ। ଉଇକେଟ ପଛରେ ତାଙ୍କର ଫୁର୍ତ୍ତି ସମସ୍ତଙ୍କୁ ଚକିତ କରେ। ସେ କ୍ୱଚିତ କ୍ୟାଚ୍ ଛାଡ଼ିଥାନ୍ତି। କିନ୍ତୁ ଆଇପିଏଲ୍ର ଚଳିତ ସଂସ୍କରଣରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ ଏଭଳି କିଛି…
ଅନ୍ୟକୁ ସାହାଯ୍ୟ କରୁଥିବା ଭାରତକୁ ଏବେ ଆମର ସହାୟତା ଲୋଡା: ପ୍ରିନ୍ସ ଚାଲର୍ସ
ଲଣ୍ଡନ,୨୯।୪: ବ୍ରିଟେନର ପ୍ରିନ୍ସ ଅଫ ୱେଲ୍ସର ପ୍ରିନ୍ସ ଚାଲର୍ସ ଭାରତରେ କରୋନା ମହାମାରୀରୁ ଆସିଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଭାରତକୁ ସେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ମହାମାରୀ…
ସନ୍ୟାସୀ ପାଲଟିଲେ ରିଲାଏନ୍ସ୍ର ପୂର୍ବତନ ଉପସଭାପତି…
ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି। ପ୍ରକାଶ ତାଙ୍କ ସ୍ତ୍ରୀ ନୈନାଙ୍କ ସହିତ ମୁମ୍ବାଇଠାରେ ସନ୍ୟାସବ୍ରତ ଗ୍ରହଣ କରିଛନ୍ତି। ଗତବର୍ଷ ସେ…
ଶେଷ ସମୟରେ ମା’ଙ୍କୁ ମନେ ପକାଉଥିଲେ ଏହି ଅଭିନେତା; ସ୍ତ୍ରୀଙ୍କୁ କହିଥିଲେ ‘ସେ ମୋତେ ନେବାକୁ ଆସିଛି’
ବମ୍ବେ: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୨୦ ଏପ୍ରିଲ ୨୯ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ଯୋଗୁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତାଙ୍କ ଅଭିନୟକୁ ଚିରକାଳ ଝୁରିହେବେ ବୋଲି ସେମାନେ…
Archives


