Posted inଫୁରସତ

ଗଣତନ୍ତ୍ର ସ୍ବାଧୀନତାର ପ୍ରତିଫଳନ

ମଣିଷ ସଭ୍ୟ ଭାବେ ସମାଜରେ ବାସ କରିବା ପରେ ଏକ ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରାଚୀନ ରାଜାରାଜୁଡ଼ା ଶାସନର ପ୍ରମୁଖ ଆଭିମୁଖ୍ୟ ମଧ୍ୟ ପାଲଟିଥିଲା। ଜନମତକୁ ଗୁରୁତ୍ୱ ଦେଇ ହଜାର ହଜାର ବର୍ଷ ପୂର୍ବେ ପ୍ରାଚୀନ ଗ୍ରୀସରେ ଗଣତାନ୍ତ୍ରିକ ସମାଜର ମୂଳଦୁଆ ପଡିଥିଲା। ଏଥେନ୍ସର କ୍ଲିସ୍‌ଥେନିସ୍‌ ଗଣତନ୍ତ୍ରର ଜନକ ପାଲଟିଥିଲେ। ଗଣତାନ୍ତ୍ରିକ ସ୍ବାଧୀନତାର ପ୍ରତିଫଳନ ତତ୍କାଳୀନ ସମାଜରେ ଆରମ୍ଭ ହୋଇଥିଲା। ଆଧୁନିକ ପୃଥିବୀରେ ୧୮୯୩ରେ ନ୍ୟୁଜିଲାଣ୍ଡ ପ୍ରଥମ ଗଣତାନ୍ତ୍ରିକ ଦେଶର ମାନ୍ୟତା ପାଇଥିଲା। ୨୦୦୭ ନଭେମ୍ବର ୮ରେ ଜାତିସଂଘରେ ଗଣତନ୍ତ୍ରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୧୫ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଭାବରେ ପାଳନ ଲାଗି ନିଷ୍ପତ୍ତି ହୋଇଥିଲା। ୨୦୦୮ ସେପ୍ଟେମ୍ବର ୧୫ରେ ପ୍ରଥମ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସଂଗୀତ ଜଗତର ଉଜ୍ଜ୍ୱଳ ତାରକା ସୁବାସ

୧୯୬୦ ମସିହା ମେ ୧୯ ତାରିଖରେ ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗଉଡ଼ୁଣୀପୋଖରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସୁବାସ ଦାଶ। ତାଙ୍କ...

ଜାଣନ୍ତୁ ସାଟେଲାଇଟ୍‌ରେ କାହିଁକି ଲଗାଯାଏ ସୁନାର ସ୍ତର

ସାଟେଲାଇଟ୍‌ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ, ଯାହାକୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ, ସ୍ପୁଟନିକ -୧, ସୋଭିଏତ୍‌ ୟୁନିୟନ ଦ୍ୱାରା ଅକ୍ଟୋବର...

କଫି ଆର୍ଟ

ସ୍ପେନର ନୁରିଆ ସେଲସେଡୋ ପେସାରେ ଜଣେ ସ୍ଥପତି। ହେଲେ ନିଶା ତାଙ୍କର ପେଣ୍ଟିଂ କରିବା। ସେ କେବେ କୌଣସି ଆର୍ଟ କ୍ଲାସ୍‌ ଯାଇ ନାହାନ୍ତି, ତଥାପି...

ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରୁଥିଲେ ମୁସଲମାନ ଯୁବକ, ଆଉ ତା’ପରେ…

ପାନିପତ,୨୪।୬: ହରିୟାଣାର ପାନିପତରେ ଜଣେ ମୁସଲମାନ ଯୁବକ ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରି ଫେରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉକ୍ତ...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା...

କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି...

Advertisement


Archives

Model This Week