ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ରୋହିତ ଶର୍ମା
ଭାରତୀୟ କ୍ରିକେଟ ଦଳର ‘ହିଟ୍ମ୍ୟାନ୍’ ରୋହିତ ଶର୍ମା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍ ଅନେକ ରେକର୍ଡ ହାସଲ କରିଚନ୍ତି। ବିଶ୍ୱର ଏକମାତ୍ର କ୍ରିକେଟର୍ ଭାବେ ଏକଦିବସୀୟ କ୍ରିକେଟରେ ୩ଥର ଦ୍ୱିଶତକ ଅର୍ଜନ କରିଛନ୍ତି। କେବଳ…
କେବେ ସିଟି ସ୍କାନ ମେଶିନ ବସାଇବ ଜଣାଅ: ହାଇକୋର୍ଟ
କଟକ ଅଫିସ,୩୦।୪: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୬ ମାସ, ଭୁବନେଶ୍ୱର ଓ ଝାରସୁଗୁଡାରେ ୨ବର୍ଷ ପରେ ସିଟି ସ୍କାନ୍ ମେଶିନ୍ ଲାଗିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଥିଲେ। କିନ୍ତୁ ଅନ୍ୟ ହସ୍ପିଟାଲରେ ଏହି…
ପୃଥ୍ବୀ ଶ’ଙ୍କ ତଣ୍ଟି ଚିପିଲେ ଏହି କ୍ରିକେଟର୍
ଅହମଦାବାଦ,୩୦।୪: ଆଇପିଏଲ୍ ୨୦୨୧ର ଏକ ମ୍ୟାଚ୍ରେ ଆକ୍ରମଣାତ୍ମକ ଓପନର୍ ପୃଥ୍ବୀ ଶ’ଙ୍କ ଚମତ୍କାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟ୍ରେ ପରାସ୍ତ କରିଛି। ଦିଲ୍ଲୀ ଆଗରେ ୧୫୫ ରନ ଲକ୍ଷ୍ୟ ଥିଲା, ଯାହାକୁ ପିଛା କରି…
ଆନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ ହ୍ରାସ ହେଲେ ବିଦ୍ୟୁତ ଦର କମିବ
ଭୁବନେଶ୍ୱର,୩୦।୪(ବ୍ୟୁରୋ): କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ର ବିଦ୍ୟୁତ ସଞ୍ଚାରଣ ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ…
ମାସକରେ ୫.୬୬ କୋଟି ଗଣିଲେ ଅମାନିଆ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଅମାନିଆଙ୍କ ପାଇଁ ଓଡ଼ିଶାରେ ହୁହୁ ହୋଇ ସଂକ୍ରମଣ ବଢ଼ୁଛି। ଜରିମାନା ଓ ଗିରଫ ସତ୍ତ୍ୱେ କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଏ ପରିସ୍ଥିତିରେ କରୋନା ମହାମାରୀର ଭୟାବହତାକୁ ନେଇ ପୋଲିସ ଡିଜି ଅଭୟ ରାଜ୍ୟବାସୀଙ୍କୁ ସଚେତନ…
୧୩୨ ଏସ୍ଆଇଙ୍କ ପଦୋନ୍ନତି
କଟକ ଅଫିସ,୩୦।୪: ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୩୨ଜଣ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ପୋଲିସ ମୁଖ୍ୟାଳୟ…
ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍କୁ ପଠାନ୍ତୁ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା ସନ୍ଦିଗ୍ଧଙ୍କ ନମୁନା ଉପଯୁକ୍ତ ସମୟରେ ପରୀକ୍ଷା କରାଇବା ଏବଂ ପଜିଟିଭ୍ ଚିହ୍ନଟ ହେଲେ ସମ୍ପୃକ୍ତ…
କରୋନା ସ୍ଥିତି ଗମ୍ଭୀର: ଦିନକରେ ୩.୮୬ ଲକ୍ଷ ସଂକ୍ରମିତ, ୩,୫୦୨ ମୃତ
ନୂଆଦିଲ୍ଲୀ,୩୦।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…
୩ରୁ ଓଳିକିଆ ବେପାର
ଅନୁଗୋଳ ଅଫିସ, ୩୦।୪ ଅନୁଗୋଳ ଜିଲାରେ କରୋନା ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଏବେ ଆଗକୁ ଆସିଛି ଜିଲା ବଣିକ ସଂଘ। କରୋନା ଚେନ୍ ଭାଙ୍ଗିବାକୁ ବଜାର ଉପରେ ନିୟନ୍ତ୍ରଣ ଜରୁରୀ…
ପୁଣି କରୋନାରେ ଆଖିବୁଜିଲେ ୧୪ ଆକ୍ରାନ୍ତ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୧୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ…
ବିକାଶରେ ଲାଗିଛି ଅଙ୍କୁଶ
ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ୨୦୨୦ ଅକ୍ଟୋବର ୨୫ରୁ ଏହି ପଦବୀ ଖାଲିପଡ଼ିଛି। ତହସିଲଦାର ନିର୍ବାହୀ…
ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ
କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରି ନ ପାରି ସହାୟତା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିଙ୍କଠାରେ ହାତ…
Archives


