ଆଗେଇ ଆସିଲେ ତେନ୍ଦୁଲକର
ନୂଆଦିଲ୍ଲୀ,୨୯।୪ : କୋଭିଡ୍-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ଅତି ଭୟଙ୍କର ସ୍ଥିତି। ଏଭଳି ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଗୁରୁତର କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ କନସେନ୍ଟ୍ରେଟର୍ସ କିଣିବା ପାଇଁ ୧ କୋଟି ଟଙ୍କା…
ତୁରନ୍ତ ଭାରତ ଛାଡ଼
ନୂଆଦିଲ୍ଲୀ, ୨୯।୪: ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଆମେରିକା ସରକାରଙ୍କ ପକ୍ଷରୁ ତୁରନ୍ତ ଭାରତ ଛାଡି ଚାଲିଆସିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି। ସେହିପରି ଆମେରିକାରୁ ଭାରତକୁ କେହି ନ ଯିବାକୁ ଆମେରିକା ପକ୍ଷରୁ ଆଡଭାଇଜରି ଜାରି…
ଖଣ୍ଡପଡ଼ାରେ କାଳବୈଶାଖୀ
ଖଣ୍ଡପଡ଼ା,୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବୁଧବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀ ଓ…
ଫେରାଯିବ କୋଭିଡ୍ ଟିକା
ନୂଆଦିଲ୍ଲୀ,୨୯।୪ : ବେସରକାରୀ କୋଭିଡ୍-୧୯ ଟିକାକରଣ କେନ୍ଦ୍ରକୁ ଅବ୍ୟବହୃତ ଟିକା ଫେରାଇବାକୁ କୁହାଯାଇଛି। ଏଥିନେଇ ସେମାନଙ୍କୁ ଦିଆଯାଇଛି ଶୁକ୍ରବାର ପର୍ଯ୍ୟନ୍ତ ସମୟ। ବଳକା ଟିକାଗୁଡ଼ିକୁ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ବ୍ୟବହାର କରାଯାଇ…
ବିଳମ୍ବ କରିଦେଲେ ରସେଲ
ଅହମ୍ମଦାବାଦ,୨୯।୪ : ବିଳମ୍ବ କରିଦେଲେ ଆନ୍ଧ୍ରେ ରସେଲ। ଶେଷ ଆଡ଼କୁ ଦେଖିବାକୁ ମିଳିଲା ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା। କିନ୍ତୁ ପ୍ରଥମ ୧୮ ବଲରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବଲ ପିଛା ଏକ ରନ୍ କରିବାକୁ ସଂଘର୍ଷ କରିଥିଲେ।…
୩ ଦିନ ପାଇଁ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ
ଖଣ୍ଡପଡ଼ା୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସେହି ବ୍ୟାଙ୍କ୍ ଶାଖାକୁ ୩ ଦିନ ପାଇଁ ବନ୍ଦ କରାଯାଇଛି।…
ଚାର୍ ଧାମ ଯାତ୍ରା ବାତିଲ
ଡେରାଡୁନ୍,୨୯ା୪: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ ହେବାକୁ…
‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’
କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍ସି ପ୍ରାର୍ଥୀ ସ୍ବର୍ଗତ କାଜଲ ସିହ୍ନାଙ୍କ ପତ୍ନୀ ନନ୍ଦିତା ସିହ୍ନା ଖାର୍ଦା ଥାନାରେ ଏଭଳି ଅଭିଯୋଗ…
ଘରେ ଘରେ ଜ୍ୱର ବଢାଉଛି ଚିନ୍ତା
ଲାଠୋର,୨୯ା୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏପ୍ରିଲ ୨୮ତାରିଖ ସୁଦ୍ଧା ଗ୍ରାମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଲାଠୋର ଏବଂ ଆଖପାଖ ଗ୍ରାମର ପ୍ରାୟ ଘରେ…
କରୋନାକୁ ହରାଇଲେ ମନମୋହନ
ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୦ ଦିନର ଚିକିତ୍ସା ପରେ ଶେଷରେ ସେ ସୁସ୍ଥ…
ମୁମ୍ବାଇକୁ ସହଜ ବିଜୟ ଦେଲେ ଡି’ କକ୍
ନୂଆଦିଲ୍ଲୀ,୨୯।୪ : କୁଇଣ୍ଟନ ଡି’ କକ୍ଙ୍କ ଅପରାଜିତ ୭୦ ରନ୍ର ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ଏହା ୩ୟ ବିଜୟ। ଦଳ ଏବେ ୬ ପଏଣ୍ଟ ସହ…
କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…
ବମ୍ବେ: ବଲିଉଡ୍ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍ ସଂକ୍ରମଣ ଯୋଗୁ ବୁଧବାର ଅପରାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ବମ୍ବେସ୍ଥିତ କୋକିଲାବେନ…
Archives


