Home Left

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ସୋର,୩୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଘାଖୁଣ୍ଟା ପଞ୍ଚାୟତର କରଞ୍ଜବଣିଆ ଗ୍ରାମର ଜଣେ ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବାରୁ ସ୍ଥାନୀୟ ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଛନ୍ତି। ସୋର ପୋଲିସ ଗୁରୁବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: କରୋନା ମହାମାରୀ ସମୟରେ ଯେଉଁମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ଇତ୍ୟାଦି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରାବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ଦ୍ୱାରା ସୋସିଆଲ…

ସୋମବାରଠାରୁ କଟକରେ ଲାଗୁ ହେବ ଏହି ନୂଆ ନିୟମ

କଟକ ଅଫିସ,୩୦।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା କରୁଥିବା ବେଳେ ସୋମବାରଠାରୁ କଟକରେ ନୂଆ ନିୟମ ଲାଗୁ ହେବ। ଦିନ ୨ଟା ପରେ ସହରର ସବୁ ଦୋକାନ…

ଟିକାକରଣକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩୦।୪: ସରକାର ମେ’ ୧ରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ମାତ୍ର ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦ୍ୱନ୍ଦ୍ୱ ପ୍ରକାଶ କରିଛିନ୍ତି।…

ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…

ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ କରିଛନ୍ତି। ଷ୍ଟାର କିଡ୍‌ ହୋଇଥିଲେ ହେଁ ସେ ବଲିଉଡ୍‌ ଜଗତରେ ନାମ କମାଇବା ପାଇଁ…

କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା ଲକ୍‌ଡାଉନ୍‌ ସମସ୍ତଙ୍କୁ ଘରେ ରହିିବାକୁ ବାଧ୍ୟ କରିଛି। ଏହି କାରଣରୁ ଅଧିକାଂଶ ଷ୍ଟାର ଘରେ…

କରୋନା ନେଲା ଲୋକପ୍ରିୟ ନ୍ୟୁଜ୍‌ ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୩୦।୪: ପ୍ରସିଦ୍ଧ ନ୍ୟୁଜ ଆଙ୍କର୍‌ ରୋହିତ ସରଦାନାଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେବ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ରୋହିତ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ନିଜେ କରୋନା ସହ ଲଢୁଥିବାବେଳେ…

ଇନ୍ଦ୍ରଧନୁ ମାର୍କେଟ ସିଲ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀସ୍ଥିତ ନୟାପଲ୍ଲୀର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଶନିବାର ଏବଂ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌। ତେବେ ଆଜିଠାରୁ ୩ ଦିନ…

ଦୁଇରୁ ତିନି ହେଲେ ଟେଲି ପରଦାର ଏହି ଯୋଡ଼ି, ଘରକୁ ଆସିଲା…

ବମ୍ବେ: ମା’ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଦିତି ମଲ୍ଲିକ। ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବିବାହର ଦଶ ବର୍ଷ ପରେ ଘରକୁ ଖୁସି ଖବର ଆସିଥିବାରୁ ଉଭୟ ଅଦିତି ଏବଂ ସ୍ବାମୀ ତଥା ଅଭିନେତା ମୋହିତ ମଲ୍ଲିକ…

ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ଫିଲ୍ମ ଷ୍ଟାର ସବୁବେଳେ ଚର୍ଚ୍ଚାରେ। ସେମାନଙ୍କ ଖବର ତୁରନ୍ତ ଗଣମାଧ୍ୟମରେ ପବନ ପରି ବ୍ୟାପିଥାଏ। ଏହା ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛିବି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ…

ଚାଲିଥିଲା ଜୁମ୍‌ କ୍ଲାସ୍‌, କ୍ୟାମେରା ବନ୍ଦ ନ କରି ହଠାତ୍‌ ସ୍ତ୍ରୀଙ୍କ ସହ ଏମିତି କଲେ ଶିକ୍ଷକ

କରୋନା ସମୟରେ ଲୋକେ ଘରେ ରହି କାମ କରୁଛନ୍ତି। ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତେ ଅନ୍‌ଲାଇନ୍‌ରେ କାମ କରୁଛନ୍ତି। ପିଲାମାନଙ୍କ ପାଠପଢ଼ା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି। ପୂର୍ବରୁ ଅନ୍‌ଲାଇନ୍‌ ମିଟିଂ ସମୟରେ ଅନେକ ଅଜବ ଘଟଣା ସବୁ ଘଟିଥିବା…

ଆଉନାହାନ୍ତି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋରାବଜୀ

ନୂଆଦିଲ୍ଲୀ,୩୦।୪: ଦେଶର ଜଣାଶୁଣା ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କରୋନା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୋରାବଜୀ ପୂର୍ବରୁ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri