Posted inଜାତୀୟ

କାମୁଡ଼ିବା ପରେ ବେକରେ ୨ ଘଣ୍ଟା କାଳ ଗୁଡ଼ାଇ ହୋଇରହିଲା ନାଗ ସାପ, ତଥାପି …

ମୁମ୍ବାଇ,୧୫।୯: ନାଗ ସାପ କାମୁଡ଼ିବା ପରେ ୨ ଘଣ୍ଟା ଧରି ବେକରେ ଗୁଡ଼ାଇ ହୋଇ ରହିଥିଲା। ହେଲେ ବଞ୍ଚିଯାଇଛି ୬ ବର୍ଷୀୟା କୁନି ଝିଅର ଜୀବନ। ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ବାର୍ଧା ଜିଲାରେ। ଘଟଣାର ୪ ଦିନ ପରେ କୁନି ଝିଅ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ଓ ମେସେଜିଂ ପ୍ଲାଟଫର୍ମରେ ଘୁରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳୁଛି, ପୂର୍ବା ଗଡକରୀଙ୍କ ବେକରେ ସାପ ଗୁଡ଼ାଇ ହୋଇ ରହିଛି। ପୂର୍ବାଙ୍କ ବେକ ପଛ ପଟେ ନାଗ ଫଣା ଟେକି ରହିଥିଲା। ଏଣୁ ଭୟରେ ସେ ଘରର ଖଟ ଉପରେ ପଡ଼ି ରହିଥିଲେ। ସାପ ଧରାଳି ନ ଆସିବା ପର୍ଯ୍ୟନ୍ତ ଚୁପଚାପ ଶୋଇ ରହିବାକୁ ପରିବାର ଲୋକେ କହିଥିଲେ। ପରିବାରବର୍ଗଙ୍କ କଥା ଶୁଣି ୬ ବର୍ଷୀୟା ଝିଅଙ୍କୁ ୨ ଘଣ୍ଟା ଧରି ସମାନ ପୋଜିଶନରେ ରହିବାକୁ ପଡ଼ିଥିଲା। ଶେଷ ଆଡ଼କୁ ସାପ ନିଜ ଆଡ଼ୁ ଝିଅର ବେକ ଛାଡ଼ି ଦେଇଥିଲା। ତା’ ପରେ ତାଙ୍କ ହାତକୁ କାମୁଡ଼ି ଦେଇଥିଲା ସାପ। ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଗୁରୁତର

ଲକ୍ଷ୍ନୌ,୨୭ ।୭: ସଞ୍ଜୟ ଗାନ୍ଧୀ ଆୟୁର୍ବେଦ ସଂସ୍ଥାନରେ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ...

ଭଗତ ସିଂଙ୍କ ଯୋଗୁ ରକ୍ଷା ପାଇଲେ ଉଦ୍ଧବ: ଏମ୍‌ଏଲ୍‌ସି କୋଟା ଆସନରୁ ହେବେ ମନୋନୀତ

ମୁମ୍ବାଇ,୯।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆସନ ଉପରେ ଦେଖାଦେଇଥିବା ସଙ୍କଟ ଟଳିଯାଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ...

୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ ପୁସ୍‌ଅପ୍ ମାରିଲେ ରାହୁଲ

ଚେନ୍ନାଇ,୧ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ସୋମବାର ସେ କନ୍ୟାକୁମାରୀରେ ଏକ ରୋଡ ଶୋ’ରେ ଯୋଗ...

କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ...

ରାଜଧାନୀରେ କେବେଠୁ ଖୋଲିବ ସ୍କୁଲ: ଅଭିଭାବକ-ଶିକ୍ଷକଙ୍କଠୁଁ ପରାମର୍ଶ ଲୋଡିଲେ ସରକାର

ନୂଆଦିଲ୍ଲୀ, ୨୮।୭: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ପୁଣି ଥରେ ସ୍କୁଲ ଓ କଲେଜ ଖୋଲିଛି। ଗୁଜରାଟ, କର୍ନାଟକ, ମଧ୍ୟପ୍ରଦେଶ, ଓଡ଼ିଶା...

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ,୧।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ। ଅହମ୍ମଦ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲଫ ଆଇସୋଲେଶନରେ ରହିଛନ୍ତି। ଏ ନେଇ ସେ...

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ...

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ,...

Advertisement


Archives

Model This Week