Home Left

ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର: ଟିକା ପହଞ୍ଚିଲେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଏହାକୁ ରୋକିବାକୁ ହେଲେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ହେବ। ତେବେ ଆଗାମୀ ଦିନରେ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କୁ ଟିକା ଦିଆଯିବ। ଏନେଇ ଶନିବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ…

କୋଭିଡ୍‌ ପଜିଟିଭ୍‌ ହେବା ମାତ୍ରେ ତରବର ହୋଇ ହସ୍ପିଟାଲ ଆସନାହିଁ; ଗୁରୁତର ହେଲେ ଆମ୍ବୁଲାନ୍ସ ଆଣିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଏବେ ସ୍ଥିତି ନିୟନ୍ତ୍ରଣରେ। ହେଲେ ଆଗକୁ କ’ଣ ହେବ ତାହା କହିବା କଷ୍ଟକର। କିଛି ଏଭଳି ଢ଼ଙ୍ଗରେ ଆଗାମୀ ଦିନରେ ଆସୁଥିବା ବିପଦ ନେଇ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଶନିବାର ଆୟୋଜିତ…

ପାରିଲେନି; କରୋନା ସହ ଲଢ଼େଇରେ ହାରିଗଲେ ‘ଶୁଟର୍‌ ଦାଦି’

ବମ୍ବେ: ଆଉ ନାହାନ୍ତି ଶୁଟର୍‌ ଦାଦି ନାମରେ ଖ୍ୟାତ ଚନ୍ଦ୍ରୋ ତୋମାର। କରୋନା ସହ ଲଢ଼େଇରେ ସେ ହାରି ଯାଇଛନ୍ତି। କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶର ବାଗପତର…

ଗଞ୍ଜାମ ଜିଲାପାଳନଙ୍କ ଦିଗପହଣ୍ଡି ଗସ୍ତ: କରୋନା ମୁକାବିଲା ନିମନ୍ତେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଲେ ଗୁରୁମନ୍ତ୍ର

ଦିଗପହଣ୍ଡି,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଗସ୍ତ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ଜନପ୍ରତିନିଧିଙ୍କ ସହ କରୋନା ମୁକାବିଲା ନେଇ ସବିଶେଷ…

କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା

ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ। କିଏ ଅକ୍ସିଜେନ ପାଇଁ ତ କିଏ…

ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା। ଏଥିରେ ଲେଖାଥିଲା ବିବାହ କ୍ୟାନସେଲ। ଆମେ ବରଯାତ୍ରୀ ନେଇ ଯାଉନାହୁଁ। ଉତ୍ତରପ୍ରଦେଶର…

କରୋନା ସ୍ଥିତି ସଙ୍ଗିନ: ଯୁଦ୍ଧ କାଳୀନ ଭିତ୍ତିରେ ହେବ ୧୦୩ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାରର ସେଣ୍ଟର

ସୋରଡ଼ା,୩୦।୪: ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୧୦୩ ଶଯ୍ୟା ବିଶିଷ୍ଠ କୋଭିଡ୍‌ କେୟାରର ସେଣ୍ଟର ପାଇଁ ବିଧିବଦ୍ଧ ବ୍ୟବସ୍ତା ସରିଛି । ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,…

ବୟଫ୍ରେଣ୍ଡଙ୍କ ସହ କଥା ହେଉଥିବା ସମୟରେ ଧରା ପଡ଼ିଲେ ଯୁବତୀ, ଆଉ ତା’ ପରେ…

କାବୁଲ,୩୦।୪: କୌଣସି ଯୁବତୀ ଜଣେ ଯୁବକଙ୍କ ସହ ଫୋନ୍‌ରେ କଥା ହେବା ଅପରାଧ ନୁହେଁ। ମାତ୍ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଫୋନ୍‌ରେ ଗପୁଥିଲେ। ଏଥିପାଇଁ ତାଙ୍କୁ…

ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହ ପରେ ଅନ୍ତତଃ ପକ୍ଷେ ଏକ ସପ୍ତାହ ପାଇଁ ପ୍ରଭାବିତ ଅଞ୍ଚଳରେ ଲକ୍‌ଡାଉନ୍‌ କରିବାକୁ…

୧୩୨୨ କୋଟି ଲଟେରି ଜିତି ଏମିତି ଜୀବନ ବିତାଉଛନ୍ତି ଏହି ମହିଳା, ଜାଣିଲେ…

ଲଟେରି ହେଉଛି ଏକ ଭାଗ୍ୟର ଖେଳ। ଏହା ଏମିତି ଏକ ଖେଳ ଯାହା ମଣିଷକୁ କେତେବେଳେ କୋଟିପତି କରିଦିଏ ତ ଆଉ କେତେବେଳେ ଭିକାରି ସଜାଇ ଦିଏ। ଠିକ୍‌ ବ୍ରିଟେନରେ ରହୁଥିବା ଗିଲିୟନ ବେଫୋର୍ଡଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ…

ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୪: ଦେଶରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କ୍ୟାବିନେଟର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେବଳ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ ଏବଂ ରାଜ୍ୟ…

୨ ଦିନରେ ଟିକା ପାଇଁ ୨.୪୫ କୋଟି ରେଜିଷ୍ଟ୍ରେସନ୍‌

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ଜରିଆରେ କରୋନା ଟିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri