Home Left

ବିକଳ ଦୃଶ୍ୟ : ଦୁଇ ଦିନ ଧରି ମା’ ମୃତଦେହ ପାଖରେ କାନ୍ଦୁଥିଲା ଶିଶୁ

ପୁଣେ,୩୦।୪ : ମା’ର ମୃତଦେହ ପାଖରେ ଦୁଇ ଦିନ ଧରି କାନ୍ଦୁଥିଲା ଶିଶୁ। ପଡୋଶୀମାନେ ଜାଣିଲା ପରେ ମଧ୍ୟ କୋଭିଡ୍‌ ଭୟରେ ଘର ମାଡ଼ୁ ନ ଥିଲେ। ଶେଷରେ ଘର ମାଲିକ ଠାରୁ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିଛି…

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ ରାହୁଲ ଓ ହରପ୍ରୀତ ବ୍ରାରଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଫିନିଶିଂ। ଦୁହେଁ ଅନ୍ତିମ…

ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା ନର୍ସ ସେମାନଙ୍କୁ ଚିକିତ୍ସା ପାଇଁ ଆଡ୍‌ମିଶନ କରି ନ…

ମିଶନ ଅକ୍ସିଜେନ ପାଇଁ ଆଗେଇ ଆସିଲେ ଧାଓ୍ବନ

ଅହମ୍ମଦାବାଦ,୩୦।୪ : ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ମିଶନ ଅକ୍ସିଜେନ ପାଇଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳୁଥିବା ଅର୍ଥ ରାଶିକୁ ଦାନ କରିବେ। ଗୁରୁତର କୋଭିଡ୍‌-୧୯ ଆକ୍ରାନ୍ତଙ୍କ…

ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ଜମନକିରା ଥାନା କଦଳୀପାଲି ଗ୍ରାମର ଚନ୍ଦ୍ର ହେମ୍ବ୍ରମ, ଜତ୍ରୁ ଲୁଗୁନ, ଦେବସାଙ୍ଗ ଲୁଗୁନ,…

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ ଶୌଚାଳୟରେ କୋଭିଡ୍‌-୧୯ ଆକ୍ରାନ୍ତ ୫ ଜଣ ଶ୍ରମିକଙ୍କୁ ଆଇସୋଲେଶନରେ ରଖାଯାଇଛି। ହିମାଚଳ ପ୍ରଦେଶର ପାଙ୍ଗି…

କଲେଜ ଛାତ୍ରୀଙ୍କୁ ଅପହରଣ

ପଦ୍ମପୁର, ୩୦।୪: ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସାବରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖ ରାତିରେ ତାଙ୍କ ଝିଅକୁ…

ରାଜ୍ୟରେ ଅଭାବ ନାହିଁ ରେମ୍‌ଡେସିଭିର

ଭୁବନେଶ୍ୱର,୩୦।୪: ରାଜ୍ୟରେ ଦୈନିକ ୧୨ଶହ ରେମ୍‌ଡେସିଭିର ଆବଶ୍ୟକ ହେଉଛି। ବର୍ତ୍ତମାନ ୪୩ ହଜାର ଷ୍ଟକ ରହିଛି। ଶନିବାର ଆଉ ୨୧ ହଜାର ପହଞ୍ଚିବ। ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ବେସରକାରୀ ଡାକ୍ତରଖାନାଗୁଡିକରେ ବୋଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ…

ରାଜ୍ୟରେ ଦିନ ୨ଟାରୁ ବନ୍ଦ ହେବ ବଜାର

ଭୁବନେଶ୍ୱର,୩୦।୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରଖିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା…

କମର୍ସ ପଢ଼ି ଡାକ୍ତରଙ୍କୁ କରୋନା ଉପରେ ଶିକ୍ଷା ଦେବ- ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୩୦।୪ : କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଔଷଧ ପ୍ରେସକ୍ରାଇବ୍‌ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। କଲିକତା ହାଇକୋର୍ଟ ଖାରଜ କରିବା ପରେ କମର୍ସରେ ପିଜି କରିଥିବା ସୁରେଶ ଶ’ କରୋନା ଆକ୍ରାନ୍ତଙ୍କୁ ଔଷଧ…

ଭାରତୀୟଙ୍କୁ ବିଦେଶ ମନା

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ପୁଣି ୧ ମାସ ବୃଦ୍ଧି କରିଛନ୍ତି। ମେ’ ୩୧ ପର୍ଯ୍ୟନ୍ତ ବିଦେଶୀକୁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ବେସରକାରୀ ବିମାନ ଚଳାଚଳ ମୁଖ୍ୟ(ଡିଜିସିଏ)ଙ୍କ ପକ୍ଷରୁ ଏହି…

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଖେଳାଳି। କିଙ୍ଗ୍ସ ପଞ୍ଜାବ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ନିଜ ଆଇପିଏଲ ଦରମାର କିଛି ଅଂଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri