Posted inଜାତୀୟ

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ୟୁପିରେ ଯଦି ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରେ ତେବେ ଜନସାଧାରଣଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ମିଳିବ । ଏହାକୁ ସେ ଟୁଇଟ୍ କରି ମଧ୍ୟ କହିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି କି ଏଏପି ସରକାର ଗଠନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟର ବିଜୁଳି ମାଗଣାରେ ଯୋଗାଇ ଦେବ । ୟୁପି ପ୍ରଭାରୀ ସଞ୍ଜୟ ସିଂ କହିଛନ୍ତି ଲୋକଙ୍କର ଏଏପି ପ୍ରତି ଯେଉଁଭଳି ସମର୍ଥନ ରହିଛି ଏହାକୁ ନେଇ ଆମେ ଉତ୍ସାହିତ ଅଛୁ । ଦିଲ୍ଲୀ ମଡେଲ ଭଳି ଆମେ ୟୁପିରେ ବି କାମ କରିବୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ...

ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର

କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ...

ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ୍‌: ଘରେ ପହଞ୍ଚିବ ରାଶନ

ନୂଆଦିଲ୍ଲୀ,୧୯।୨: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଘରେ ଘରେ ରାଶନ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଏଏପି ଦିଲ୍ଲୀରେ ସରକାର...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି...

ଆଇପିଏସ୍‌ ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଓଲଟିଲା ଡଙ୍ଗା

ଭୋପାଳ,୨୦।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଇଣ୍ଡିଆନ ପୋଲିସ ସର୍ଭିସ(ଆଇପିଏସ୍‌) ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ଏହି ଇଭେଣ୍ଟ...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ...

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

Advertisement
Archives

Model This Week