Home Left

ଟି-୨୦ରେ ବଡ଼ ଅଦଳବଦଳ: ବୈଭବଙ୍କ ପାଇଁ ଆସିଲା ଖୁସିଖବର!

ଭୁବନେଶ୍ୱର, ୧୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ଅଭିଜ୍ଞ ଦ୍ରୁତ ବୋଲର…

ହିଞ୍ଜିଳିକାଟୁ ମହାବିଦ୍ୟାଳୟ: ଏସପି୍‌ଙ୍କ ଉପସ୍ଥିତିରେ ଶପଥ ନେଲେ ବିଜୟୀ ପ୍ରାର୍ଥୀ

ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଓ ସଂଘର୍ଷ ପରେ ଶୁକ୍ରବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଏସ୍‌ପି ହରିଶ ବିସିଙ୍କ ଉପସ୍ଥିତିରେ ବିଜୟୀ ପ୍ରାର୍ଥୀମାନେ…

ଭିଜିଲାନ୍ସ ଅଦାଲତର ବଡ଼ ରାୟ: ପୂର୍ବତନ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କୁ ୪ ବର୍ଷ ଜେଲ

ନବରଙ୍ଗପୁର, ୧୬।୧୦(ସଦାଶିବ ପ୍ରହରାଜ): ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଧବା ସ୍ତ୍ରୀଙ୍କୁ ପରିବାର ପେନ୍‌ସନ ମଞ୍ଜୁର ପାଇଁ ଲାଞ୍ଚ ଦାବି ଓ ଗ୍ରହଣ କରିବା ମାମଲାରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣି ଓ ଜଣେ ଅବସରପ୍ରାପ୍ତ…

ପାଟପୁର କଲେଜ ଛାତ୍ର ସଂସଦ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ 

ଦିଗପହଣ୍ଡି,୧୬|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ନବନିର୍ବାଚିତ ଛାତ୍ର ସଂସଦ ଓ ଅନ୍ୟାନ୍ୟ ସଂସଦ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।କଲେଜ ପରିସରରେ ଆୟୋଜିତ ସମାରୋହରେ ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ…

ମହୁମାଛି ଆକ୍ରମଣରେ ଏକାଧିକ ଆହତ: ୨ ଗୁରୁତର, କାରିପାଙ୍କା ଗ୍ରାମରେ ମହୁମାଛି ଆତଙ୍କ

ଦାରିଙ୍ଗବାଡ଼ି, ୧୬।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତର କାରିପାଙ୍କା ଗ୍ରାମରେ ମହୁମାଛି ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଜଣେ ବୃଦ୍ଧା ଓ ଜଣେ ବୃଦ୍ଧ ଗୁରୁତର ହୋଇପଡ଼ିଛନ୍ତି। ସେମାନେ ହେଲେ ଗ୍ରାମର…

ହକି ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ଦ୍ୱାରା ଉଭୟ ମହିଳା…

ଉତ୍ତରାଧିକାରୀଙ୍କୁ ମିଳିଲା ଜମି ପଟ୍ଟା, ୫୧ ପରିବାରରେ ଖୁସିର ଲହରୀ

ଗୁଡ଼ାରି, ୧୬।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ତହସିଲ ଅନ୍ତର୍ଗତ ଏମ୍‌.କେ. ରାଇ ରାଜସ୍ୱ ଅଞ୍ଚଳର ଜଳନିଧି ଓ ଦେଣ୍ଡୁଗୁଡ଼ା ଗ୍ରାମରେ ୫୧ ଜଣ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଜଳନିଧି ଗ୍ରାମର ୨୬ ଜଣ ଏବଂ ଦେଣ୍ଡୁଗୁଡ଼ା ଗ୍ରାମର…

ପୋଲିସ ଉପସ୍ଥିତିରେ କଲେଜରେ ସଂଘର୍ଷ, ୨ ଗୁରୁତର

ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଶୁକ୍ରବାର ଶପଥଗ୍ରହଣ ଉତ୍ସବ ପୂର୍ବରୁ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ଓ…

ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଡାକ୍ତର ଅଭିଷିକ୍ତା ଦାସ ପାଇଲେ ଓଡିଶା ଗୌରବ ସମ୍ମାନ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜ଼ିଲା ଭବାନୀପାଟଣା ସହର ନୂଆପଡା ସ୍ଥିତ ଡାକ୍ତର ଅଭିଷିକ୍ତା ଦାସଙ୍କୁ ଚଳିତ ବର୍ଷର ଓଡିଶା ଗୌରବ ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାରରେ ନେସନାଲ…

ଥୁଆମୂଳ ରାମପୁର କଲେଜ ଛାତ୍ର ସଂସଦ ଚୟନ ବିବାଦ: ଫଳାଫଳ ବାତିଲ ଓ ପୁନଃ ନିର୍ବାଚନ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀଛାତ୍ର

ଥୁଆମୂଳରାମପୁର, ୧୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନ ହେବାରୁ ଶତାଧିକ ଛାତ୍ରୀଛାତ୍ର ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲାପାଳ ଓ ଉପଜିଲାପାଳଙ୍କ…

ପଦ୍ମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ଧକ୍କାରେ ଚାଲିଗଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ

ପଦ୍ମପୁର,୧୬।୧୦(ପ୍ରଦୀପ୍ତ ଦାଶ): ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଶୁକ୍ରବାର ବରଗଡ଼ ଜିଲା ପଦ୍ମପୁରରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ, ପଦ୍ମପୁରସ୍ଥିତ ଲାଲ ବହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କମଳ ତରିଆ(୧୨) ।…

ଆମେରିକା ସ୍କୁଲ୍‌ରେ ଗୁଳିମାଡ଼: ୩ ଛାତ୍ର, ଜଣେ ଶିକ୍ଷକଙ୍କ ମୃତ୍ୟୁ

ବେଣ୍ଡ୍‌,୧୬ା୧୦: ଆମେରିକାର ଓରେଗନ ରାଜ୍ୟ ଅନ୍ତର୍ଗତ ବେଣ୍ଡ୍‌ସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ଗୁଳିମାଡ଼ରେ ୩ ଜଣ ପିଲା ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଭିତରୁ ଅନ୍ୟ ଜଣେ ଗୁଳି ଚଳାଇବାରୁ ଉକ୍ତ ସନ୍ଦିଗ୍ଧ ନାବାଳକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?