ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀଙ୍କୁ ଦେଲେ ଏଭଳି ଚେତାବନୀ: ଚାରିଆଡେ ହେଲାଣି ଚର୍ଚ୍ଚା
ନୂଆଦିଲ୍ଲୀ, ୧୬।୧୦: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ ପ୍ରଦର୍ଶନ ଏବଂ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି। ଏଭଳି ଆନ୍ଦୋଳନ ଦେଶକୁ ଅସ୍ଥିର କରିବାର ଏକ ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଏବଂ…
IND vs WI: ସ୍କ୍ବାର୍ଡ ବଦଳାଇଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଭୁବନେଶ୍ୱର କୁମାର
ବେଙ୍ଗାଲୁରୁ,୧୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପଞ୍ଚମ ତଥା ଶେଷ ମୁକାବିଲା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ପ୍ରମୁଖ ବାମହାତୀ ଦ୍ରୁତ ବୋଲର୍ ଅର୍ଶଦୀପ ସିଂହଙ୍କ କାନ୍ଧରେ ଆଘାତ…
ଅଭିଜିତ୍ ଦିପ୍କେଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ନୋଟିସ୍ ଦେଇ କହିଲା…
ନୂଆଦିଲ୍ଲୀ,୧୬।୧୦: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର କନ୍ନଟ୍ ପ୍ଲେସ୍ ସେଣ୍ଟ୍ରାଲ୍ ପାର୍ଟ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ୍ ପାର୍ଟରେ ଧାରା ୧୬୩ ଲାଗୁ ଥିବାରୁ ସେଠାକୁ…
ଅଶ୍ଳେଷା ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ୪ ରାଶିଙ୍କର ଆରମ୍ଭ ହେଲା ସୁବର୍ଣ୍ଣ ଯୁଗ, ପ୍ରବଳ ଧନ ଯୋଗ ସହ ଚାକିରିରେ ପଦୋନ୍ନତି !
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହଙ୍କୁ ସାହସ, ଶକ୍ତି, ପରାକ୍ରମ ଏବଂ ଜମିବାଡ଼ି ଓ ସମ୍ପତ୍ତିର କାରକ ଭାବେ ବିବେଚନା କରାଯାଏ। ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ମଧ୍ୟ କୁହାଯାଏ। ଜ୍ୟୋତିଷୀୟ ଗଣନା ଅନୁସାରେ, ୧୭ ଅକ୍ଟୋବର ୨୦୨୬ରୁ ମଙ୍ଗଳ ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ…
ଗୁଡ଼ାରି ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନେତା ନେଲେ ଶପଥ, ସଭାପତି କହିଲେ ଯାହାକିଛି…
ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାରଠାରୁ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ର ସଂସଦର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ…
ନିର୍ବାଚନ ପରିବର୍ତ୍ତେ ସହମତିରେ ପ୍ରାର୍ଥୀ ଚୟନ: ସୁମିତ ସଭାପତି, ସ୍ନେହଲତା ହେଲେ ସାଧାରଣ ସମ୍ପାଦିକା
ରାଇକିଆ,୧୬ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ନିର୍ବାଚନ ପରିବର୍ତ୍ତେ ସହମତି ଭିତ୍ତିରେ ମନୋନୟନ ପ୍ରକ୍ରିୟାରେ ସଭାପତି ଭାବେ ସୁମିତ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ସ୍ନେହଲତା ପ୍ରଧାନ,…
ଶପଥ ନେଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନବନିର୍ବାଚିତ ପ୍ରତିନିଧି
ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଶୁକ୍ରବାର ଶପଥ ଗ୍ରହଣ ସମାରୋହ…
୭୬ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ଯୋଗଦେବେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ
ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରବର୍ତ୍ତିତ ୭୬ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଗମାନନ୍ଦ ଆସନ ମନ୍ଦିର…
ହରେକୃଷ୍ଣ ମହତାବ କଲେଜରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା
ଖଇରା,୧୬ା୧୦(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ଡ. ହରେକୃଷ୍ଣ ମହତାବ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା, ଚୟନ ପ୍ରକ୍ରିୟାରେ ପାତରଅନ୍ତର ସହ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣି ପ୍ରଥମେ ଗୁରୁବାର କଲେଜ…
ଇମ୍ରାନ ଖାନ୍ଙ୍କୁ ନୋଟିସ ଭିତରେ ଗର୍ଲଫ୍ରେଣ୍ଡ ଲେଖାଙ୍କ ପୋଷ୍ଟ ଭାଇରାଲ୍, ଚାରିଆଡ଼େ ଚର୍ଚ୍ଚା
ମୁମ୍ବାଇ,୧୬।୧୦: ମୁମ୍ବାଇରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବା ଅଭିନେତା ଇମ୍ରାନ ଖାନ୍ଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ତାଙ୍କ ଗର୍ଲଫ୍ରେଣ୍ଡ ଲେଖା ୱାଶିଂଟନ୍…
କମାଲ୍ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: କେବଳ ଚୌକାରେ କଲେ ଶତକ, ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ ଜଗତ ସ୍ତବ୍ଧ
ନୂଆଦିଲ୍ଲୀ,୧୬।୧୦: ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ନିଜ ବ୍ୟାଟିଂକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିନୁ ମଙ୍କଡ ଟ୍ରଫିର ଏକ ଏଲିଟ ମ୍ୟାଚ୍ରେ ଚଣ୍ଡିଗଡ଼ U-୧୯ ଦଳ ବିପକ୍ଷରେ ସେ ୧୪୩ଟି ବଲ୍ରୁ ୧୭୩ ରନ୍…
୬୬ ବର୍ଷରେ ରିଷିଡ଼ା ଦୁର୍ଗାପୂଜା: ଏଥରର ମୁଖ୍ୟ ଆକର୍ଷଣ ରହିଛି…
ରିଷିଡ଼ା,୧୬ା୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ପାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ…

