ଭାରତ ହାରିବା ପରେ କାହା ଉପରେ ଏତେ ଜୋର୍ରେ ରାଗିଗଲେ ଆୟର, ସିଧା କଲେ ଟାର୍ଗେଟ୍
ନୂଆଦିଲ୍ଲୀ, ୧୫।୧୦: ହାଇଦ୍ରାବାଦରେ ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ଯାହା ଘଟିଲା, ତାହା କ୍ରିକେଟପ୍ରେମୀଙ୍କଠାରୁ ଲୁଚି ନାହିଁ। ରନର ବର୍ଷା ହୋଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୨୪ ରନରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ। ଏହି ବିଜୟ ସହ ୫ ମ୍ୟାଚ…
ଦଶହରାଯାଏ ବର୍ଷା ଆଶଙ୍କା: ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର, ୧୫ା୧୦(ସୌମ୍ୟରଞ୍ଜନ ରାଉତ): ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ବୁଧବାର ସକାଳୁ ଦୁର୍ବଳ ହୋଇଯାଇଛି। ଘୂର୍ଣ୍ଣିବଳୟଟି ୧୩ ତାରିଖରେ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲାବେଳେ ତାହା ଦୁର୍ବଳ ହୋଇଯାଇଛି। ସେହିପରି ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ…
ରଣକ୍ଷେତ୍ର ପାଲଟିଲା ବାଣୀବିହାର
ଭୁବନେଶ୍ୱର, ୧୫।୧୦ (ପ୍ରସନଜିତ୍ ସାହୁ): ଛାତ୍ର ସଂସଦ ନିର୍ବାଚନ ଦିନକ ପୂର୍ବରୁ ବୁଧବାର ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀ ବିହାରରେ ଉତ୍ତେଜନା ଦେଖିବାକୁ ମିଳିଛି। ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଆରମ୍ଭ ପୂର୍ବରୁ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଏବଂ ଅଖିଳ…
ନବୀନଙ୍କ ଆହ୍ବାନ: ଘୋଷଣା କରି କହିଲେ- ଭାଜପା ସରକାର ପାଇଁ…
ଭୁବନେଶ୍ୱର, ୧୫।୧୦(ସୁନିତ୍ ମିଶ୍ର): ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। ମାତ୍ର ଏହି ଡବଲ ଇଞ୍ଜିନ ଭାଜପା ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି। ଏ ସରକାର ଅମଳରେ ଚାଷୀ, ମହିଳା, ବୃଦ୍ଧ ଏବଂ ମଧ୍ୟବିତ୍ତ…
୩୦୦ ଟଙ୍କା ମହଙ୍ଗା: LPG ଦରକୁ ନେଇ ବଡ଼ ଅପଡେଟ୍, ଜାଣନ୍ତୁ ଆଜିର ଦାମ୍
ନୂଆଦିଲ୍ଲୀ, ୧୫।୧୦: ଯଦି ଆଜି ଆପଣ ନିଜ ଘର ପାଇଁ ଗ୍ୟାସ ସିଲିଣ୍ଡର ରିଫିଲ କରିବାକୁ ଯାଉଛନ୍ତି, ତେବେ LPG ଦର ବିଷୟରେ ସଠିକ ତଥ୍ୟ ଜାଣିବା ଆପଣଙ୍କ ପାଇଁ ଜରୁରୀ। ଆଜି ଗୁରୁବାର, ଅକ୍ଟୋବର ୧୫ ତାରିଖରେ ସରକାରୀ ତୈଳ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ପଦ ଯିବା ନିଶ୍ଚିତ! MIର ପରବର୍ତ୍ତୀ କ୍ୟାପ୍ଟେନ କିଏ? ଆଗକୁ ଆସିଲା ନାଁ…
ନୂଆଦିଲ୍ଲୀ, ୧୫।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିବା ନେଇ ଆଲୋଚନା ମଧ୍ୟରେ ରୋହିତ ଶର୍ମା ଓ ତିଳକ ବର୍ମା ଦୁଇ ଜଣ…
ଉଦୟ ହେଲେ ଶୁକ୍ର: ୩ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ହୁ ହୁ ହୋଇ ବଢିବ ଧନ-ସମ୍ପତ୍ତି! ଆସିବ ଖୁସିଖବର
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ଧନ ଓ ଭୌତିକ ସୁଖସୁବିଧାର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ତୁଳା ରାଶିରେ ଗୋଚର କରୁଥିବାବେଳେ ଖୁବଶୀଘ୍ର ଏହି ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଜ୍ୟୋତିଷୀୟ ଗଣନା ଅନୁସାରେ, ୨୯…
୨୭ରୁ ସବୁ ଟ୍ରେନ୍ ଟିକେଟ ପାଇଁ ବୀମାକୁ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୫ା୧୦: ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ସ୍ବରୂପ ଆସନ୍ତା ୨୭ରୁ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରେଲଓ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ରେଲଓ୍ବେ ବୋର୍ଡକୁ ସିଧାସଳଖ ଦାୟୀ…
ଛୋଟ ଅପେକ୍ଷା ବଡ଼ ପ୍ରଜାତିର କୁକୁରଙ୍କ ଆୟୁଷ କମ୍
ୱାଶିଂଟନ, ୧୫ା୧୦ (ରଏଟର୍ସ): ବଡ଼ ଆକାରର କୁକୁରମାନେ ଛୋଟ ପ୍ରଜାତିର କୁକୁରଙ୍କ ତୁଳନାରେ କମ୍ ଦିନ ବଞ୍ଚିଥାନ୍ତି। ‘ଗ୍ରେଟ୍ ଡେନ୍’ ଭଳି ବଡ଼ କୁକୁରମାନେ ‘ଚିହୁଆହୁଆ’ ଭଳି ସାନ କୁକୁରଙ୍କ ଅପେକ୍ଷା କମ୍ ବୟସରେ ମୃତ୍ୟୁବରଣ କରିଥାନ୍ତି। ଗବେଷକମାନଙ୍କ ଦ୍ୱାରା କରାଯାଇଥିବା…
ପାଣିରୁ ଫ୍ଲୋରାଇଡ୍ ବିଶୋଧନ କରିବ ପଣସ ଚୋପା
ରାଉରକେଲା, ୧୫।୧୦(ସଙ୍ଗୀତା ଜେନା): ପଣସ ଚୋପାରୁ ପ୍ରସ୍ତୁତ ସ୍ବଳ୍ପ ଖର୍ଚ୍ଚର ସାମଗ୍ରୀ ମାଧ୍ୟମରେ ପାନୀୟ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ଦୂର କରିବାରେ ସଫଳ ହୋଇଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଗବେଷକ। ଏହି ନୂତନ ଉଦ୍ଭାବନ ଜଳରେ…
ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଅ: ମୁଖ୍ୟମନ୍ତ୍ରୀ
ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା): ବିଭିନ୍ନ କ୍ଷେତ୍ରରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରାୟ ସମସ୍ତ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଉଛି। ତେଣୁ ଓଡ଼ିଶାର ଶିକ୍ଷିତ ଯୁବତୀଯୁବକମାନେ ଦକ୍ଷତା ବିକାଶ ଶିକ୍ଷା ଲାଭ କରି ଶିଳ୍ପ କାରଖାନାଗୁଡ଼ିକରେ କିପରି ବହୁସଂଖ୍ୟାରେ…
ଆକାଶଛୁଆଁ ଦରଦାମ: ପାଇକାରୀ ମୁଦ୍ରାସ୍ଫୀତି ୧୧.୩୯%କୁ ବୃଦ୍ଧି
ନୂଆଦିଲ୍ଲୀ, ୧୫ା୧୦ : ଦେଶରେ ଖାଦ୍ୟସାମଗ୍ରୀ, ଜାଳେଣି ଏବଂ ମାନ୍ୟୁଫାକଚରିଂ (ଉତ୍ପାଦିତ) ସାମଗ୍ରୀର ଦରବୃଦ୍ଧି କାରଣରୁ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ସିରିଜ୍ର ସର୍ବୋଚ୍ଚ ସ୍ତର ୧୧.୩୯%ରେ ପହଞ୍ଚିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ପ୍ରକାଶିତ ସରକାରୀ…

