ପୂଜା ପୂର୍ବରୁ ଶିକ୍ଷକଙ୍କୁ ମିଳିଲାନି ଦରମା, ବ୍ଲକ୍ ଶିକ୍ଷାଧିକାରୀ କହିଲେ ଆକାଉଣ୍ଟାଣ୍ଟ୍ଙ୍କ…
କଟକ ସଦର,୧୭ା୧୦(ସୁଶାନ୍ତ କୁମାର ଜେନା): ଦଶହରା ପାଇଁ ଶନିବାରଠାରୁ ସମସ୍ତ ଓଡ଼ିଶା ସରକାରଙ୍କ କାର୍ଯ୍ୟାଳୟ ଛୁଟି ହୋଇଯାଇଛି। ଛୁଟି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀଙ୍କୁ ସେପ୍ଟେମ୍ବର ମାସର ଦରମା ସହ ପୂଜା ଅଗ୍ରୀମ ପ୍ରଦାନ କରାଯାଇଛି।…
ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ୫ ଖେଳାଳିଙ୍କ ଖର୍ଚ୍ଚ ବହନ କରିବେ ଶୁବମନ ଗିଲ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ନୂଆଦିଲ୍ଲୀ,୧୭।୧୦: ଭାରତର ଦିନିକିଆ (ODI) ଏବଂ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ, ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏପରି କିଛି କରିବାକୁ ଯାଉଛନ୍ତି ଯାହା ବୋଧହୁଏ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଅଧିନାୟକ କରିନାହାନ୍ତି: ସେ ନିଜ ଖର୍ଚ୍ଚରେ ପାଞ୍ଚ ଜଣ ଖେଳାଳିଙ୍କ…
ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ୭.୨୮, ଫ୍ଲାଟ୍ରୁ ୧୪.୬୦ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର,୧୭।୧୦: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ତାଙ୍କ ଗାଡ଼ିରୁ ନଗଦ ୭ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବା ବେଳେ ଭୁବନେଶ୍ୱରର ଘାଟିକିଆସ୍ଥିତ ତାଙ୍କ ଫ୍ଲାଟ୍ରୁ ଆଉ ୧୪ ଲକ୍ଷ ୬୦…
ହୃଦ୍ଘାତରେ ଚାଲିଗଲା ଜଣାଶୁଣା ସୂଚନା ଅଧିକାରୀ କର୍ମୀ ନୀଳମଣିଙ୍କ ଜୀବନ
ବଲାଙ୍ଗୀର,୧୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗୀର ଜିଲା ଆବାହକ ନୀଳମଣି ଯୋଷୀ (୬୨)ଙ୍କ ଶୁକ୍ରବାର ସନ୍ଧ୍ୟାରେ ହୃଦ୍ଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ତାଙ୍କର ହୃଦ୍ ଚିକିତ୍ସା…
ଟିମ ଇଣ୍ଡିଆ ପ୍ରଶଂସକଙ୍କୁ ଶକ୍ତ ଝଟକା, ଭାରତୀୟ ଦଳରୁ ବାଦ୍ ପଡିଲେ ଭୁବନେଶ୍ୱର କୁମାର, ଅଧିନାୟକ ମଧ୍ୟ ବଦଳିଲେ
ନୂଆଦିଲ୍ଲୀ,୧୭।୧୦: ଭୁବନେଶ୍ୱର କୁମାର ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ଅକ୍ଟୋବର ୩୦ରୁ ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ଏବଂ ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଭୁବନେଶ୍ୱର ଭାରତୀୟ ଦଳର ନେତୃତ୍ୱ ନେବାର ଥିଲା। ତେବେ,…
ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତାକ୍ତ ମୃତଦେହ, ଡାହାଣ ହାତକୁ ସମ୍ପୂର୍ଣ୍ଣ ଗିଳି…
କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର…
ବଢୁଛି ବିବାଦ, ଧ୍ରୁବ ରାଠୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ
ନୂଆଦିଲ୍ଲୀ,୧୭।୧୦: ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ପାଇଁ ବଡୁଆ ବଢୁଥିବା ପରି ମନେହେଉଛି। ୨୦୧୮ ମସିହାର ଏକ ଅପରାଧିକ ମାନହାନି ମାମଲାରେ ଦିଲ୍ଲୀର ଏକ କୋର୍ଟ (ସାକେତ କୋର୍ଟ) ତାଙ୍କ ବିରୋଧରେ ଏକ ‘ଜାମିନଯୋଗ୍ୟ ୱାରେଣ୍ଟ’ ଜାରି କରିଛନ୍ତି। ବିକାଶ ସାଂକୃତ୍ୟାୟନ (ଯିଏ…
୪୮ ବର୍ଷୀୟ କ୍ରିକେଟର ହେବେ ଟିମ ଇଣ୍ଡିଆର ନୂଆ ଚିଫ୍ ସିଲେକ୍ଟର, ନେବେ ଅଜିତ ଅଗରକରଙ୍କ ସ୍ଥାନ! ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୧୭।୧୦: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) କିଏ ହେବେ? ବର୍ତ୍ତମାନ ଏହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ରହିଛି। ପ୍ରଜ୍ଞାନ ଓଝା ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ନୂତନ ମୁଖ୍ୟ…
ABVPର ବିଜୟ ପରେ ଶାହା କହିଲେ ବଡ଼ କଥା, ଓଡ଼ିଶାର ରାଜନୈତିକ ମହଲରେ ହଇଚଇ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…
ଦୂର୍ଗାପୂଜା ମଣ୍ଡପରେ ଲାଇଟ୍ ଲଗାଉଥିଲେ ଜଗନ୍ନାଥ: ହଠାତ୍ ଲାଗିଲା କରେଣ୍ଟ୍, ଆଉ ତା’ପରେ…
ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟ ବିଷୋୟୀ ସାହିର ଜଗନ୍ନାଥ ବିଷୋୟୀ(୧୮) ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଶନିବାର ଭୋର ପ୍ରାୟ ୩ ଟାରେ…
ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗ୍ରେଟର ନଏଡା,୧୭।୧୦: ରାବୁପୁରା ଥାନା ଅଧୀନସ୍ଥ ନାଗଲା ଶ୍ରୀଗୋପାଳ ଗ୍ରାମରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ବାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲେ ନୂଆ କୋଚ; ଗାଙ୍ଗୁଲି ଓ ଯୁବରାଜଙ୍କ ସହ ଯୋଡ଼ି ହେଲେ…
ନୂଆଦିଲ୍ଲୀ,୧୭।୧୦: ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଚାମିନ୍ଦା ଭାସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଦିଲ୍ଲୀ ଫ୍ରାଞ୍ଚାଇଜ ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ କୋଚ ଏବଂ ଯୁବରାଜ ସିଂହଙ୍କୁ ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରିସାରିଥିଲା। ୨୦୨୭…

