ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଚଣ୍ଡିଗଡ଼,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ସେ ମାନଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ନିଜ ବାର୍ତ୍ତାରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶାଶୁ-ଜ୍ୱାଇଁ ଚାଲିଗଲା ଜୀବନ
ସମ୍ବଲପୁର,୧୭।୧୦(ପ୍ରମୋଦ ବହିଦାର): ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଜାମଟାଲ ମହାକାଳ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ଚିକତ୍ସା ପାଇଁ ବୁର୍ଲା…
କନ୍ଦରପୁରର ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ନିରଞ୍ଜନ
କଟକ ସଦର,୧୭।୧୦(ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥାରେ କନ୍ଦରପୁର ଥାନା ଅଧିକାରୀଣିଙ୍କ ବଦଳି ହୋଇଯାଇଛନ୍ତି। ଏବେ ଚୌଦାର ଥାନାର ଅତିରିକ୍ତ ଆଇଆଇସି ନିରଞ୍ଜନ ଭୋଇ ନୂଆ ଆଇଆଇସି ଭାବେ କନ୍ଦରପୁର ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୪ ତାରିଖ…
ଭାରତକୁ ଆଶ୍ୱସ୍ତି ଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ରୁଷିଆ ବିରୋଧରେ ନୂତନ କଟକଣା ସମ୍ବନ୍ଧୀୟ ଆଇନର କେତେକ ବ୍ୟବସ୍ଥାକୁ ଲାଗୁ କରିବାରୁ ଛାଡ଼ (exemptions) ପ୍ରଦାନ କରିଛନ୍ତି। ଏହି ଆଇନରେ ଚାଇନା ଏବଂ ଭାରତ ଭଳି…
ଚିନିକୁ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି! ଏଣିକି ଇଥାନଲ ଉତ୍ପାଦନରେ…
ନୂଆଦିଲ୍ଲୀ, ୧୭।୧୦: କେନ୍ଦ୍ର ସରକାର ୨୦୨୬-୨୭ ଯୋଗାଣ ବର୍ଷ ପାଇଁ ଇଥାନଲ ଉତ୍ପାଦନରେ ଚିନିର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନୁଯାୟୀ, ତୈଳ ବିପଣନ କମ୍ପାନିଗୁଡ଼ିକର ନୂଆ ଟେଣ୍ଡରରେ ଆଖୁ ରସ, ଚିନି ସିରପ ଏବଂ ବି-ହେଭି…
ମାତ୍ର ୩୦ ବର୍ଷ ବୟସରେ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍: ପଛରେ ଅଛି…
ନୂଆଦିଲ୍ଲୀ,୧୭।୧୦: କ୍ରିକେଟ ଜଗତରୁ ଆସିଛି ଏକ ବଡ଼ ଖବର। ମାତ୍ର ୩୦ ବର୍ଷ ବୟସରେ ପେସାଦାର କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସ୍କଟଲାଣ୍ଡର ଦ୍ରୁତ ବୋଲର ବ୍ରାଡ ହ୍ବିଲ। ୪ଟି ଟି-୨୦ ବିଶ୍ୱକପ୍୍ରେ ସ୍କଟଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିବା ଏହି ବୋଲର…
ଶନିଙ୍କ ସହ ସୂର୍ଯ୍ୟଙ୍କ ଷଡ଼ାଷ୍ଟକ ଯୋଗ! ୩ ରାଶି ପାଇଁ ବଢ଼ିବ ଅଡ଼ୁଆ! ଘଟିବ ଏସବୁ…
ଭୁବନେଶ୍ୱର,୧୭।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ଅର୍ଥାତ୍ ଅକ୍ଟୋବର ୧୭, ୨୦୨୬ରେ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ସନ୍ଧ୍ୟା ୭ଟା ୫୭ ମିନିଟରେ ହେବ ବୋଲି ଜ୍ୟୋତିଷୀୟ ଗଣନାରେ କୁହାଯାଇଛି। ଜ୍ୟୋତିଷ…
୪ ଜଣ ଖେଳାଳିଙ୍କୁ ‘ଅଣଦେଖା’ କଲା BCCI: ଶେଷ ହୋଇଗଲା କ୍ୟାରିୟର!
ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳ ଘୋଷଣା କରିଛି। ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ ଏବଂ ୨୦୨୮ ଟି-୨୦ ବିଶ୍ୱକପକୁ ନଜରରେ ରଖି ଦଳ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନୁଭବୀ ଖେଳାଳି…
ସମଲେଶ୍ବରୀଙ୍କ କାଳରାତ୍ରୀ ବେଶ: ଅଖଣ୍ଡ ଦୀପ ପ୍ରଜ୍ବଳନ
ବରଗଡ଼,୧୭।୧୦(ପ୍ରେମାନନ୍ଦ ଖମାରୀ)-:ଶାରଦୀୟ ନବରାତ୍ର ପୂଜା ଅବସରରେ ଶନିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ…
ଛାତ୍ର ସଂସଦ ନିର୍ବାଚନ: ଶ୍ରେୟ ପାଇଁ ଭିଡ଼ାଓଟରା, ଜାଣନ୍ତୁ କିଏ ଜିତିଲେ କେତେ ଆସନ
ଭୁବନେଶ୍ୱର,୧୭ା୧୦ (ରବିନାରାୟଣ ଜେନା):ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନ ବେଳେ ଅନେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ନିର୍ବାଚନ ବାତିଲ କରାଯିବା ସହ ‘ସାଇନ୍ ଏ ଡାଏ’ ଘୋଷଣା କରାଯାଇଛି। ମାତ୍ର…
ଭାଜପାକୁ ନେଇ ଏମିତି କହିଦେଲେ ଇପ୍ସିତା: ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୧୭ା୧୦(ସୁନିତ୍ ମିଶ୍ର):ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)କୁ ବିପୁଳ ସମର୍ଥନ ମିଳିଛି ବୋଲି ବିସିଜେଡି ସଭାପତି ଈପ୍ସିତା ସାହୁ କହିଛନ୍ତି। ଶଙ୍ଖ ଭବନଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଛାତ୍ରମାନେ…
ହକି ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ…
ଭୁବନେଶ୍ୱର,୧୬ା୧୦(ତପନ ସ୍ବାଇଁ):ଜାପାନରେ ଅନୁଷ୍ଠିତ ଏସିଆନ୍ ଗେମ୍ସ-୨୦୨୬ରେ ସ୍ବର୍ଣ୍ଣ ପଦକ ହାସଲ କରି ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟ…

