ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍! ବୁଝନ୍ତୁ ବଡ଼ ସମୀକରଣ
ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ଆସିଛି। ବିଶ୍ୱକପ ପୂର୍ବରୁ…
କ୍ଷେତରେ କାମ କରୁଥିବା ବୃଦ୍ଧାଙ୍କୁ ଦେଖି ଅଟକିଲା ବିଜୟଙ୍କ କାର୍! ତା’ପରେ ଯାହା କଲେ, ଭାଇରାଲ ହେଲା ଭିଡିଓ
ଚେନ୍ନାଇ,୩।୯: ତାମିଲନାଡୁର ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ବିଜୟ ଜଣେ ବୃଦ୍ଧା ମହିଳାଙ୍କୁ ଭେଟି ତାଙ୍କ ସହ କଥା ହେଉଥିବା ନଜର ଆସିଛି। ତେବେ ଏହି ସାକ୍ଷାତ ସମୟରେ ସେ…
ଏଣିକି ATMରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ଏତେ ଟଙ୍କା ଲାଗିବ ଏକ୍ସଟ୍ରା ଚାର୍ଜ!
ନୂଆଦିଲ୍ଲୀ,୩।୯: ଏଣିକି ଏଟିଏମରୁ ଟଙ୍କା କାଢିବା ହେଲା ମହଙ୍ଗା। ଯଦି ଆପଣ କାନାରା ବ୍ୟାଙ୍କର ଏଟିଏମ (ATM) କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଟଙ୍କା ଉଠାଇବା ପୂର୍ୱରୁ ନୂଆ ଚାର୍ଜ ବିଷୟରେ ଜାଣିନେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ୧…
ଏହି ବର୍ଷ ଦ୍ୱାପର ଯୁଗ ଭଳି ଦୁର୍ଲଭ ସଂଯୋଗ! ଜନ୍ମାଷ୍ଟମୀଠାରୁ ଏହି ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ, ଦୂର ହେବ ସବୁ ସମସ୍ୟା
ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନର ବିଶେଷ ମହତ୍ତ୍ୱ ଥିବାବେଳେ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏଥର ଜନ୍ମାଷ୍ଟମୀକୁ ବେଶ ଖାସ ବୋଲି କୁହାଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ଜନ୍ମାଷ୍ଟମୀର ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ସହ ହର୍ଷଣ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗର…
ସେପ୍ଟେମ୍ୱର ୩ର ଗ୍ରହ ଯୋଗରେ ୫ ରାଶିଙ୍କ ୩ଗୁଣା ବଢିବ ଇନକମ୍, ଅଟକି ରହିଥିବା କାମ ଆଗେଇବ…
୩ ସେପ୍ଟେମ୍ୱର ୨୦୨୬ ରେ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର। ଏହି ଦିନଟି ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ, ଯିଏ ଜ୍ଞାନ, ଧନ, ବିବାହ ଓ ସନ୍ତାନର କାରକ ତଥା ସୱାମୀ ଗ୍ରହ ଅଟନ୍ତି। ଏହା ସହିତ ଏହି…
ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…
ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଅନେକ ଯୁବ ଓ ଷ୍ଟାର…
ଏକଲବ୍ୟ ଓ ଅଙ୍ଗୁଳିମାଳ
କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ ସେ ଏକ ମାଟି ମୂର୍ତ୍ତି ସାମ୍ନାରେ ଏକାକୀ ଅଭ୍ୟାସ କରି ଧନୁର୍ୱିଦ୍ୟାରେ ପାରଙ୍ଗମ…
ସମାଲୋଚନା ଭୟ: ଜେନ୍-ଜି ହରାଉଛନ୍ତି କ୍ୟାରିୟର ସୁଯୋଗ
ମୁମ୍ବାଇ, ୩ା୯: ଲୋକେ କ’ଣ ଭାବିବେ’ ବା ସମାଲୋଚନା ହେବାର ଭୟ ଯୋଗୁ ନୂଆପିଢ଼ିର ‘ଜେନ୍-ଜି’ ପେସାଦାରମାନେ ନେଟୱର୍କିଂ କରିବାରୁ ଓ କ୍ୟାରିୟରରେ ସହାୟକ ହୋଇପାରୁଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରିବାରୁ ଓହରିଯାଉଛନ୍ତି। ଏହି କାରଣରୁ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର…
ରାଜ୍ୟରେ ୨୬% ଅଧିକ ବର୍ଷିଲା: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲାରେ ଝଡ଼ବର୍ଷା
ଭୁବନେଶ୍ୱର, ୩ା୯(ବନ୍ଦନା ସେଠୀ): ବାରମ୍ବାର ଲଘୁଚାପ ସହ ମୌସୁମୀ ପ୍ରଭାବରେ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ତେବେ ଜୁନ୍ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ହାରାହାରି ସ୍ବାଭାବିକ ବର୍ଷା ୯୩୧.୯ ମି.ମି.ଠାରୁ ୨୬% ଅଧିକ ବର୍ଷା ରେକର୍ଡ ହୋଇଛି।…
ଓଟିଇଟି ପରୀକ୍ଷାଫଳ ପ୍ରକାଶ: ପାସ୍ ହାର ରହିଛି…
କଟକ,୩ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮% ହୋଇଛି। ପେପର-୧ରେ ପାସ୍ ହାର ୬୮.୨୮% ଓ ପେପର-୨ରେ ପାସ୍ ହାର ୬୦.୬୮%…
ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର
ଭୁବନେଶ୍ୱର, ୩।୯(ସୁନିତ୍ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ନେଇ ୨୦୦୬ ପ୍ରକାଶ ସିଂଙ୍କ ମାମଲାରେ…
ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’
ଭୁବନେଶ୍ୱର,୩ା୯(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’। ଏମାନଙ୍କୁ ମନୋନୟନ କରି ନାମ ତାଲିକା ଦାଖଲ କରିବାକୁ…

