ଟିକା ନେଇ ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି। ତେବେ ଟିକା ନେଇ ବଲିଉଡ୍…
ଦାନ ଦେଇ ଟ୍ରୋଲ୍ ହେଲେ ଏହି କ୍ରିକେଟର୍
ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଟଙ୍କା ସଂଗ୍ରହ କରିବା ଲୋକଙ୍କୁ ସହାୟତା କରିବା। ସେ ସମସ୍ତଙ୍କୁ ଏଥିରେ ଯୋଗଦାନ…
ଆନନ୍ଦବଜାରରେ ଦୁଇ ସେବାୟତ ମୁହାଁମୁହିଁ
ପୁରୀ ଅଫିସ, ୧୦।୫: ଶ୍ରୀମନ୍ଦିରର ଆନନ୍ଦବଜାରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଜଣେ ଆହତ ହୋଇଛନ୍ତି। ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର। ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଆମ୍ବ ଗୋଟାଇବାକୁ ଯାଇ ଫେରିଲେନି କମଳା : ଘରକୁ ଫେରିଲା ମୃତଦେହ
ଚୌଦ୍ୱାର,୧୦।୫(ଡି.ଏନ୍.ଏ): ଆମ୍ବ ଗୋଟାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଦାମୋଦରପୁର ଗ୍ରାମରେ। ଗ୍ରାମର କମଳା ପଣ୍ଡା ନିଜ ଘର ପଛପଟ…
ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର୍
ନୂଆଦିଲ୍ଲୀ,୧୦।୫: ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲାଙ୍କ ବାପା ପ୍ରମୋଦ କୁମାରଙ୍କ ସୋମବାର ସକାଳେ କରୋନାରେ ପରଲୋକ ଘଟିଛି। ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ଏହି କଷ୍ଟ ସମୟରେ…
ମୃତଦେହ ସତ୍କାର ପାଇଁ ୭ ଶ୍ମଶାନ କମ୍ ପଡ଼ିଲା, ଶେଷରେ ଖଣିରେ ହେଉଛି ଦାହ
ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା ମିଳୁନି। ବେଙ୍ଗାଲୁରୁର ୭ଟି ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଜାଗା ନିଅଣ୍ଟ ହେଉଛି। ଏଣୁ…
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
ଗୁଆହାଟୀ,୧୦।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ଶପଥ ନେଇଛନ୍ତିି। ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ସୋମବାର ଦିନ ୧୨ଟାରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଥିଲେ।…
’ଆଇ ଲଭ୍ ଚିକୁ’ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କୋହଲି, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ସହିତ ନିଜର ଫ୍ୟାଶନ ଏବଂ ଷ୍ଟାଇଲ୍ ପାଇଁ ବେଶ୍ ପରିଚିତ। ବୋଧେ କମ୍ ଲୋକ ଜାଣିଥିବେ କୋହଲିଙ୍କ ଡାକନାମ ଚିକୁ। କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି। ବିଶେଷକରି…
ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍: ବଖାଣିଲେ ଅନୁଭୂତି…
ଲଣ୍ଡନ,୧୦।୫: ଏଲଅନ୍ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍ ମହିଳା ତାଙ୍କୁ ୫୦ ଥର ଏଲିଅନ୍ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ…
କରୋନା ନେଲା ଏହି ଅଭିନେତାଙ୍କ ଜୀବନ
କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ…
ଟ୍ରକ୍ ଟାୟାର ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍ କଲେ ବାଳକ, ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ କିଛି ସମୟ ପାଇଁ ଆଖି ଲାଖିଯାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବାଳକ ରାସ୍ତା ମଝିରେ ଏକ ଟ୍ରକ୍ ଟାୟାର ଉପରେ ଚଢ଼ି…
ଶ୍ରୀଲଙ୍କା ଗସ୍ତରେ ଏହି କ୍ରିକେଟର ହୋଇପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ…
କୋଲକାତା,୧୦।୫: ଟିମ୍ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ ନାହିଁ। ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଏକଦିବସୀୟ ଏବଂ ଟି-୨୦ ସିରିଜ୍ ଖେଳିବ। ଏଥିପାଇଁ ଚୂଡାନ୍ତ…
Archives


