ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…
ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ ବନ୍ଦ କରିବାକୁ ଆକୁଳ ନିବେଦନ କରିଛନ୍ତି। ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ। ମୁଖ୍ୟମନ୍ତ୍ରୀ ମହାଶୟ…
ବୋତଲକୁ ପ୍ରପୋଜ କଲେ ଏହି କ୍ରିକେଟର୍: ଚୁମ୍ବନ ଦେଇ କହିଲେ..
ଆଇପିଏଲର ୧୪ ତମ ସିଜିନ ସ୍ଥଗିତ ଥିବାରୁ କ୍ରିକେଟରମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ କ୍ରିକେଟର୍ ସେମାନଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି। ଏହି ସମୟରେ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ଏକ ଭିଡିଓ କ୍ଲିପ ଶେୟାର କରାଯାଇଛି। ଏହି ଭିଡିସ…
ଅସୁବିଧାରେ ପକାଉଛି ଟୁଇଟର
ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍ ଏକ୍ସ ଓ ଟେସ୍ଲା ସିଇଓ ଏଲନ୍ ମସ୍କ। ଆମେରିକାର ଏକ କମେଡି ଶୋ’ ‘ସଟର୍ଡେ ନାଇଟ୍ ଲାଇଭ୍’ରେ ମସ୍କ କହିଛନ୍ତି, ନ୍ୟୁରୋ ଡେଭେଲପମେଣ୍ଟାଲ ଡିଜ୍ଅର୍ଡର ‘ଆସ୍ପର୍ଜର…
ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍ର ଏସବୁ ସେଲିବ୍ରିଟି; କିଏ ବିବାହ କରିଥିଲେ ତ ଆଉ କିଏ ଲିଭ୍ ଇନ୍ରେ ରହି ଖୁସି
ଫିଲ୍ମ ଜଗତରେ ବିବାହ ସବୁବେଳେ ସ୍ବତନ୍ତ୍ର। ବିବାହ ଖବର ସାମ୍ନାକୁ ଆସିବା ମାତ୍ରେ ନିର୍ବନ୍ଧଠୁ ନେଇ ହନିମୁନ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ ବିଷୟରେ କହିବାକୁ ଗଲେ, ଏଠାରେ କେତେ ଜଣ ସେମାନଙ୍କ ସହ-ତାରକାଙ୍କୁ ବିବାହ କରିଛନ୍ତି, ତ…
ବିଗ୍ ବି, ଟ୍ରମ୍ପ୍ଙ୍କ ନାଁରେ ଫେକ୍ ଇ-ପାସ୍
ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁରେ ଫେକ୍ ଇ-ପାସ୍…
ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ
ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି ଅନ୍ୟ ଅଧିକ ସାକ୍ଷ୍ୟ ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଦୋହରାଇଛନ୍ତି। ଏକ ହତ୍ୟା…
ୟେମେନ୍ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ
ସାନା, ୧୦।୫(ଆଇଏଏନ୍ଏସ୍): ୟେମେନ୍ର ତୈଳ ବହୁଳ ମାରିବ୍ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ ଜୀବନ ଯାଇଛି। ପଶ୍ଚିମ ମାରିବ୍ର ସରକାର ସପକ୍ଷବାଦୀ ବାହିନୀ ବିରୋଧରେ ବିଭିନ୍ନ ସ୍ଥାନରେ ହାଉଥି…
ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
କୋଲକାତା ନାଇଟ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ କୁମିନ୍ସ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ। କୁମିନ୍ସ ଏବଂ ବେକି ଗତ ବର୍ଷ…
ଜୁନ୍ରେ ଆରମ୍ଭ ହୋଇପାରେ ବ୍ୟାଡ୍ ବ୍ୟାଙ୍କ
ନୂଆଦିଲ୍ଲୀ: ନ୍ୟାଶନାଲ ଆସେଟ ରିକନ୍ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍ଏଆର୍ସିଏଲ୍) ବା ବ୍ୟାଡ୍ ବ୍ୟାଙ୍କ ଚଳିତବର୍ଷ ଜୁନଠାରୁ କାର୍ଯ୍ୟ ଆରମ୍ଭ କରିପାରେ। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ସିଇଓ ସୁନୀଲ ମେହେଟ୍ଟା ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। ଆର୍ଥତ୍କବର୍ଷ ୨୦୨୧-୨୨ ବଜେଟ ସମୟରେ ଅର୍ଥମନ୍ତ୍ରୀ…
ସୁନ୍ଦରଗଡ଼, ଅନୁଗୋଳରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ
ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ବୋର୍ଡ ଅନୁମୋଦନ ଦେଇସାରିଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
କବିଙ୍କ ଆକାଉଣ୍ଟ ବ୍ଲକ୍ କଲା ଫେସ୍ବୁକ୍
ଥିରୁଭାନନ୍ତପୁରମ୍,୧୦ା୫: କେରଳର କବି କେ. ସତ୍ଚିଦାନନ୍ଦନ ଫେସ୍ବୁକ୍ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ହାରିବ ବୋଲି ଏଥିରେ ବ୍ୟଙ୍ଗ କରାଯାଇଥିଲା। ଉକ୍ତ ପୋଷ୍ଟ ପରେ ଫେସ୍ବୁକ୍ ତାଙ୍କ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ…
ପ୍ରଧାନମନ୍ତ୍ରୀଙ୍କୁ ଖାର୍ଗେଙ୍କ ୬ ପ୍ରସ୍ତାବ
ନୂଆଦିଲ୍ଲୀ, ୧୦।୫: କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୬ଟି ପ୍ରସ୍ତାବ ଦେଇଛନ୍ତି। ମହାମାରୀ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଲାଣି। ଚିକିତ୍ସା ପାଇଁ ଲୋକେ…
Archives


