Home Left

ଆଜି କରୋନାରେ ଆଖିବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ…

ମାମଲା ରୁଜୁ କରି ଚୁପ୍‌ ବସିଛି ପୋଲିସ

ଚୌଦ୍ୱାର,୫ା୫(ଡି.ଏନ୍‌.ଏ.):କଟକ ଜିଲା ଟିପିଏମ୍‌ ଫାଣ୍ଡି ଅଧୀନ ଦାଶରଥୀପାଟଣା ଗ୍ରାମର ହିମାଂଶୁ ଦାସ(୨୫) ଗତ ୮ ଦିନ ହେବ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଟିପିଏମ୍‌ ଫାଣ୍ଡି ଓ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ହେଲେ ଚୌଦ୍ୱାର ଥାନା…

ବୀମାଭୁକ୍ତ କାର୍ଯ୍ୟରତ ଖବରଦାତାଙ୍କୁ ଟିକା

ଭୁବନେଶ୍ୱର, ୫।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକଟ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବରଦାତାମାନେ ଅହରହ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଖବରଦାତାଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଛି। କରୋନା ମୁକାବିଲାରେ ଖବରଦାତାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅଭିଯୋଗ ପାଇଁ ଘରକୁ ଯିବ ପୋଲିସ

ଭୁବନେଶ୍ୱର,୫।୫(ବ୍ୟୁରୋ):ଆଜିଠାରୁ ରାଜ୍ୟରେ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଲାଗୁ ହେଉଛି। ଏହି ସମୟରେ ସହରାଞ୍ଚଳରେ ଶଟ୍‌ଡାଉନ୍‌ କଟକଣା ମଧ୍ୟ ଜାରି ରହିବ। ତେଣୁ କଟକ ଓ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩୬…

ଆହୁରି ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୫ା୫(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ନାହିଁ। ଗତ କିଛିଦିନ ହେବ ଲାଗିରହିଥିବା ଝଡ଼ବର୍ଷା ତାତି କମାଇ ଦେଇଛି। ପାରଦ ତଳମୁହାଁ ରହିଛି। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ସବୁଠି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ…

ଏହାକୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍‌ସୁଲିନ୍‌

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍‌ସୁଲିନ୍‌ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ…

‘ ଆଇଆଇଟି କିମ୍ବା ଆଇଆଇଏମ୍‌କୁ ଦିଅ ଅକ୍ସିଜେନ ଯୋଗାଣ ଦାୟିତ୍ୱ ‘

ନୂଆଦିଲ୍ଲୀ,୪।୫ : ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ ଯୋଗାଣ ବାବଦରେ କେନ୍ଦ୍ର ସରକାରଙ୍କୁ ଆଇଆଇଏମ୍‌ ଓ ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାୟିତ୍ୱ ଆଇଆଇଏମ୍‌ କିମ୍ବା ଆଇଆଇଟିକୁ ଦିଅନ୍ତି, ସେମାନେ ଭଲ ଭାବେ ତୁଲାଇ…

ବିନା ଟିକାରେ ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ୍‌

ନୂଆଦିଲ୍ଲୀ,୪।୫ : ତୁରନ୍ତ କୋଭିଡ୍‌ ଟିକା ନ ଦେଲେ ବିମାନ ଉଡ଼ାଇବାକୁ ମନା କରି ଦେଇଛନ୍ତି ଏୟାର ଇଣ୍ଡିଆ (ଏଆଇ) ପାଇଲଟ୍‌ମାନେ। ଗତ ଏକ ବର୍ଷ ମଧ୍ୟରେ ଏଆଇର ପାଇଲଟ୍‌ଙ୍କ ସମେତ ବହୁ ସଂଖ୍ୟାରେ କ୍ର୍ୟୁ ମେମ୍ବର କୋଭିଡ୍‌ ପଜିଟିଭ ବାହାରିବା…

ବଡ଼ କ୍ଷତି ସହିବ ବିସିସିଆଇ

ମୁମ୍ବାଇ,୪।୫ : ବିଭିନ୍ନ ଦଳର ଖେଳାଳି କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଏଥି ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡ଼ିବ। ଚଳିତ ଆଇପିଏଲ…

୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍‌, ଭୋଡାଫୋନ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ…

ଗୋଳନ୍ଥରା ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ, କନଷ୍ଟେବଳ ନିଲମ୍ବିତ

ଗୋପାଳପୁର,୪ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପରିସରରେ ସୋମବାର ରାତିରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଥାନା ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଓ କନଷ୍ଟେବଳ ଡିପି ଜେନାଙ୍କୁ ବ୍ରହ୍ମପୁର ଏସ୍‌ପି ପିନାକ…

ଆଇପିଏଲ ପରେ ଅନ୍ଧାରରେ ଟି୨୦ ବିଶ୍ୱକପ୍‌ର ଭବିଷ୍ୟତ

ନୂଆଦିଲ୍ଲୀ,୪।୫ : ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଭାରତ ପରିବର୍ତ୍ତେ ୟୁଏଇଠାରେ ଖେଳାଯାଇପାରେ। କାରଣ ଏହି ଟି୨୦ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳ ଭାରତ ଆସିବାକୁ ରାଜି ହେବେ ନାହିଁ। ସେହି ସମୟରେ ଭାରତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri